ବାଲେଶ୍ଵର (ଭିଓଭି) ୧୭/୧୦ :- ଗତ ବୁଧବାର ମଧ୍ୟରାତ୍ର ରେ ବନଜା ବେଙ୍ଗଲ ଷ୍ଟେସନାରୀ ଦୋକାନ ରେ ନିଆଁ ଲାଗି ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ର ସାମଗ୍ରୀ ନଷ୍ଟ ହୋଇଯାଇଛି । ଏହା ସତ୍ୱେ ଏକ ଅଲ୍ୟୈ।କିକ କଥା ଦେଖିବାକୁ ମିଳିଛି । ଦୋକାନ ଭିତରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ମୂର୍ତ୍ତି ନିଆଁ ରେ କିଛି ହୋଇନାହିଁ ।
