• About Us
  • Contact Us
Thursday, August 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆସନ୍ତା କାଲିଠୁ ରଣପୁରରେ ଓଡିଶା କୃଷକ ସଭାର ୨୫ତମ ରାଜ୍ୟ ସମ୍ମିଳନୀ

by Voice of Victims
October 25, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ

ରଣପୁର (ଭିଓଭି), ଆସନ୍ତା କାଲି ତା – ୨୬–୧୦–୨୦୨୫ ରିଖ ରୁ ୨୮-୧୦-୨୦୨୫ ରିଖ ତିନି ଦିନ ଧରି ରଣପୁର ରେ ଓଡିଶା କୃଷକ ସଭାର ୨୫ ତମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ କାଲି ୨୬ ଅକ୍ଟୋବର ଦିନ ୧୧ ଟା ସମୟରେ ନୂଆ ବସ ଷ୍ଟାଣ୍ଡ ଠାରୁ ଚାଷୀ ମାନଙ୍କର ଏକ ବିଶାଳ ଶୋଭା ଯାତ୍ରା ବାହାରି ବଜାର ପରିକ୍ରମା କରି ରଣପୁର ପଞ୍ଚୁଦୋଳ ପଡିଆରେ ଖୋଲା ଅଧିବେଶନ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟ କ୍ରମରେ ସଂଯୁକ୍ତ କିଶାନ ମୋର୍ଚ୍ଚା ର ଜାତୀୟ ଉପ ସଭାପତି ତଥା ପୂର୍ବତ୍ତନ ସାଂସଦ ହାନାନ ମୋଲ୍ଲା ସମେତ ଅନ୍ୟ ଜାତୀୟ ଓ ରାଜ୍ୟ ନେତୃତ୍ୱ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସମସ୍ତ ଚାଷୀ ଭାଇମାନେ ଯୋଗଦେବା ନିମନ୍ତେ ଓଡିଶା କୃଷକ ସଭା, ଅଭ୍ୟର୍ଥନା ସମିତି, ରଣପୁର’ର ସଦସ୍ୟ ସୁରେଶ ସ୍ୱାଇଁ ଅନୁରୋଧ କରିଛନ୍ତି।

Post Views: 60
Share199Tweet125Send
Voice of Victims

Voice of Victims

Recent Posts

  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ
  • ପତଞ୍ଜଳି ପକ୍ଷରୁ ବିଶ୍ଵ ଅଙ୍ଗଦାନ ଦିବସ ପାଳନ
  • ଦେଶପ୍ରେମ ଏବଂ ପରିବେଶର ବାର୍ତ୍ତା ନେଇ ମହିଳା ମୋର୍ଚ୍ଚା ର ତ୍ରୀରଙ୍ଗା ଶୋଭାଯାତ୍ରା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In