• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଶ୍ରୀଲଙ୍କାରେ ପ୍ରାକୃତିକ ବିପର୍ଯ୍ୟୟ, ବର୍ଷା ଓ ଭୂସ୍ଖଳନ ଯୋଗୁଁ ୩୧ ମୃତ

by Voice of Victims
November 27, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଶ୍ରୀଲଙ୍କାରେ ପ୍ରାକୃତିକ ବିପର୍ଯ୍ୟୟ, ବର୍ଷା ଓ ଭୂସ୍ଖଳନ ଯୋଗୁଁ ୩୧ ମୃତ

ଶ୍ରୀଲଙ୍କା: ଶ୍ରୀଲଙ୍କାରେ ଗତ ୧୧ ଦିନ ହେଲାଣି ମୂଷଳଧାରା ବର୍ଷା ଓ ବନ୍ୟା, ଭୂସ୍ଖଳନ ଯୋଗୁଁ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ଶ୍ରୀଲଙ୍କା ବିପର୍ଯ୍ୟୟ ପ୍ରବନ୍ଧନ କେନ୍ଦ୍ର ମୁତାବକ, ବିପର୍ଯ୍ୟୟ ଯୋଗୁଁ ଏଯାଏଁ ୩୧ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୪୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ସୂଚନା ମୁତାବକ, ପାହାଡିଆ ଅଞ୍ଚଳ ଜିଲ୍ଲାରେ ୧୮ ଜଣଙ୍କ ଜୀବନ ଚାଲିଯାଇଛି । ଏଭଳି ଜରୁରୀକାଳୀନ ସ୍ଥିତିରେ ରାଷ୍ଟ୍ରପତି ଅନୁରା କୁମାରା ଦେସନାୟକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଡାକିଛନ୍ତି । ଗତବର୍ଷ ଅକ୍ଟୋବରରେ ବର୍ଷା କାରଣରୁ ରାଜଧାନୀ କଲମ୍ବୋ ଏବଂ ଉପନଗରୀୟ ଅଞ୍ଚଳରେ ବିଭିନ୍ନ ଅଞ୍ଚଳରେ ବନ୍ୟା ଆସିଥିଲା । ଫଳରେ ୧ ଲକ୍ଷରୁ ୩୪ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । କଲମ୍ବୋରେ ଥିବା ସମସ୍ତ ସ୍କୁଲ ବନ୍ଦ କରିବାକୁ ପଡିଥିଲା । କିଛି ଅଞ୍ଚଳରେ ପାଣି ଘର ଏବଂ ଦୋକାନ ଛାତରେ ପହଞ୍ଚିଥିଲା ।

Post Views: 38
Share200Tweet125Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In