• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭୂକମ୍ପ ଝଟକାରେ ଦୋହଲିଲା ଇଣ୍ଡୋନେସିଆ, ୬.୪ ତୀବ୍ରତା ଝଟକାରେ ଘରୁ ଦୌଡିଆସିଲେ ଲୋକ

by Voice of Victims
November 27, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଭୂକମ୍ପ ଝଟକାରେ ପୁଣି ଥରିଲା ଭାରତର ଦୁଇଟି ସ୍ଥାନ, ଜାଣନ୍ତୁ କ’ଣ ରହିଛି ତୀବ୍ରତା?

ଇଣ୍ଡୋନେସିଆ : ଇଣ୍ଡୋନେସିଆ ସୁମାତ୍ରା ଦ୍ବୀପରେ ୬.୪ ତୀବ୍ରତାର ଭୂକମ୍ପ ଆସିଛି । ଭୂକମ୍ପ ଝଟକା ଆଚେ ପ୍ରାନ୍ତ ପାଖରେ ଅନୁଭୂତ ହୋଇଛି । ଇଣ୍ଡୋନେସିଆ ପାଣିପାଗ, ଜଳବାୟୁ ଏବଂ ଭୂଭୌତିକ ଏଜେନ୍ସୀ ଅନୁସାରେ ଭୂକମ୍ପର କେନ୍ଦ୍ର ୧୦ କିମି ଗଭୀର ରହିଛି । କିନ୍ତୁ ସୁନାମୀ ଆଲର୍ଟ ଦିଆଯାଇନାହିଁ ।

ଭୂକମ୍ପ ଝଟକା କେବଳ ପ୍ରଭାବିତ ଅଞ୍ଚଳ ନୁହେଁ ବରଂ ଆଖପାଖରେ ମଧ୍ୟ ଅନୁଭୂତ ହୋଇଛି । ଭୂକମ୍ପ ଝଟକା ଏତେ ଜୋରରେ ଥିଲା ଯେ, ବିଲିଡିଂ ଦୋହଲିଯାଇଥିଲା । ଇଣ୍ଡୋନେସିଆ ଏବେ ପାକ୍ତିକ ବିପର୍ଯ୍ୟୟରେ ସମସ୍ୟାରେ ଘାଣ୍ଟି ହେଉଛି । ଭୂକମ୍ପ ହେବାର ଗୋଟେ ଦିନ ପୂର୍ବରୁ ଉତ୍ତରୀ ସୁମାତ୍ରା ପ୍ରାନ୍ତରେ ମୁଷାଳଧାର ବର୍ଷା କାରଣରୁ ହଠାତ୍ ବନ୍ୟା ଏବଂ ଭୂସ୍ଖଳନରେ ୨୪ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଛି । ସୂଚନାଯୋଗ୍ୟ, ଗତ ନଭେମ୍ବର ୫ ତାରିଖରେ ଇଣ୍ଡୋନେସିଆର ସୁଲାୱେସୀ ଦ୍ବୀପରେ ୬.୨ ତୀବ୍ରତାର ଭୂକମ୍ପ ହୋଇଥିଲା । ତେବେ ବାରମ୍ବାର ଭୂକମ୍ପ ହେବା ଦ୍ବାରା ଲୋକମାନେ ଭୟଭୀତ ହୋଇଛନ୍ତି ।

Post Views: 40
Share201Tweet126Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In