• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରେଳ ଯାତ୍ରୀଙ୍କ ପକେଟକୁ ଝଟକା, ମହଙ୍ଗା ହେଲା ଟ୍ରେନ୍ ଭଡ଼ା

by Voice of Victims
December 21, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଆଜିଠାରୁ ବଦଳିଲା ରେଳବାଇର ଏହି ନିୟମ, ଟିକେଟ୍ ବୁକ୍ କରିବା ପୂର୍ବରୁ ଏହି ଖବର ପଢ଼ନ୍ତୁ…

ନୂଆଦିଲ୍ଲୀ:  ରେଳ ଯାତ୍ରୀଙ୍କ ପକେଟକୁ ଝଟକା । ଦୂର ଯାତ୍ରା ପାଇଁ ମହଙ୍ଗା ହେଲା ରେଳ ଭଡ଼ା ।  ୫୦୦ କିଲୋମିଟିର ପାଇଁ ୧୦ ଟଙ୍କା ବଢ଼ିଲା ଏସି ଟିକେଟ । ଏସି କୋଚ୍ ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି ।  ସାଧାରଣ କ୍ଲାସରେ ୨୧୫ କିମିରୁ ଅଧିକ କିଲୋମିଟର ପିଛା ୧ ପଇସା ବୃଦ୍ଧି ।  ସେହିପରି ମେଲ୍/ଏକ୍ସପ୍ରେସ୍ (ନନ୍-ଏସି)ରେ କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି ।  ଭଡ଼ା ବୃଦ୍ଧିରୁ ୬୦୦ରୁ କୋଟି ଅଧିକ ଆୟ କରିବ ରେଳବାଇ ।  ଏହା ଡିସେମ୍ବର ୨୬ରୁ ଲାଗୁ ହେବ ।  ତେବେ ସାଧାରଣ ଲୋକ ଓ ସ୍ୱଳ୍ପ ଦୂରତା ଯାତ୍ରୀଙ୍କୁ ଏଥିରୁ ଆଶ୍ୱସ୍ତି ମିଳିଛି। ସାଧାରଣ ବର୍ଗରେ ୨୫୦ କିମି ପର୍ଯ୍ୟନ୍ତ ଯାତ୍ରା ପାଇଁ ଦେବାକୁ ହେବନି ଅଧିକ ଭଡ଼ା ।

କେବଳ ଏସି ଓ ଏକ୍ସପ୍ରେସ୍ ଟ୍ରେନ୍ ପାଇଁ ଗଣିବାକୁ ପଡ଼ିବ ଅଧିକ ଟଙ୍କା ।  କର୍ମଚାରୀଙ୍କ ଦରମା ପ୍ରାୟ ୧.୧୫ ଲକ୍ଷ କୋଟି ଏବଂ ପେନସନ ୬୦,୦୦୦ କୋଟି ବାବଦକୁ ହେଉଥିବା ବିପୁଳ ଖର୍ଚ୍ଚକୁ ଭରଣା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛି ରେଳବାଇ । ୨୦୨୫ ଜୁଲାଇ ମାସରେ ମଧ୍ୟ ଏହିଭଳି ଭାବେ ଭଡ଼ା ସାମାନ୍ୟ ବୃଦ୍ଧି କରାଯାଇଥିଲା ।

Post Views: 80
Share201Tweet126Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In