• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଆଜି ମହାପ୍ରଭୃଙ୍କର ସୁନା ବେଶ, ଅପରାହ୍ନ ପାଞ୍ଚଟାରେ ହେବ ଆରମ୍ଭ

by Voice of Victims
July 17, 2024
in ମୁଖ୍ୟ ଖବର, ରାଜ୍ୟ
ଆଜି ମହାପ୍ରଭୃଙ୍କର ସୁନା ବେଶ, ଅପରାହ୍ନ ପାଞ୍ଚଟାରେ ହେବ ଆରମ୍ଭ

ଭୁବନେଶ୍ବର: ଆଜି ହେଉଛି ତିନିଠାକୁରଙ୍କ ସୁନାବେଶ। ଆଜି ଶ୍ରୀଜିୟୁ ହମଣ ମହଣ ସୁନାରେ ବିଭୂଷିତ ହୋଇ ରଥ ଉପରେ ଝଟକିବେ। ସେଥିପାଇଁ ଆଜି ରଥ ଉପରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଉଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଅପରାହ୍ନ ପାଞ୍ଚଟାରେ ଆରମ୍ଭ ହେବ ସୁନାବେଶ। ଏହି ବେଶକୁ ଭକ୍ତମାନେ ରାତି ଦଶଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଜି ତିନିଠାକୁର ସୁନାର କିରଟୀ, ରତ୍ନ ଖଚିତ ମାଳ, ତାବିଜ ମାଳି, ହରଡାମାଳି, କଦମ୍ବା ମାଳି, ସ୍ବର୍ଣ୍ଣ ହସ୍ତ ପାଦ ସହିତ ବିଭିନ୍ନ ସୁବର୍ଣ୍ଣ ଆଭୁଷଣ ସହିତ ଭକ୍ତଙ୍କୁ ଦର୍ଶନ ଦେବେ। ତେବେ ଯଦି ନୀତିକାନ୍ତି ଶିଘ୍ର ହୋଇଯାଏ ତେବେ ଅପରାହ୍ନ ତିନିଟାରୁ ସୁନା ବେଶ ଆରମ୍ଭ କରାଯିବ ବୋଲି ଜଣାପଡିଛି।

Post Views: 35
Tags: Today
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In