• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ବିଜେପି ନେତା ବି ବିଜେଡି ସମ୍ପର୍କରେ ଅଛନ୍ତି: ଦେବୀ ମିଶ୍ର

by Voice of Victims
September 25, 2024
in ମୁଖ୍ୟ ଖବର, ରାଜ୍ୟ
ବିଜେପି ନେତା ବି ବିଜେଡି ସମ୍ପର୍କରେ ଅଛନ୍ତି: ଦେବୀ ମିଶ୍ର

ଭୁବନେଶ୍ୱର: ବିଜେପି ନେତା ବି ବିଜେଡି ସମ୍ପର୍କରେ ଅଛନ୍ତି । ସେମାନେ ବି ବିଜେଡିରେ ମିଶିବାକୁ ଚାହୁଁଛନ୍ତି । ଆଗକୁ ବଡ଼ ହଲଚଲ ହେବ ବୋଲି ବିଜେଡି ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି । ବିଜେଡିର ବିଧାୟକ ଓ ପୂର୍ବତନ ବିଧାୟକ ବିଜେପି ସମ୍ପର୍କରେ ରହିଥିବା ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିବା ପରେ ଶ୍ରୀ ମିଶ୍ର କାଉଣ୍ଟର କରି ଏହା କହିଛନ୍ତି ।  ବିଜେପି ସରକାର ଗଠନ ହେବା ପରେ ଦୁଇ ଦୁଇ ଜଣ ବିଜେଡି ସାଂସଦ ବିଜେପିରେ ମିଶିସାରିଛନ୍ତି । ତେବେ ଆଗକୁ ବିସ୍ଫୋରଣ ହେବ ବୋଲି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ଆଗକୁ ବହୁ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । କେବଳ ବିଜେଡି ରାଜ୍ୟସଭା ସାଂସଦ ନୁହନ୍ତି, ବିଜେଡିର ବହୁ ପଦାଧିକାରୀ ବି ବିଜେପି ସମ୍ପର୍କରେ ଅଛନ୍ତି । ବିଜେଡି ବିଧାୟକ ଓ ପୂର୍ବତନ ବିଧାୟକମାନେ ବିଜେପି କଣ୍ଟାକ୍ଟରେ ଅଛନ୍ତି । ଆସନ୍ତା ମାସେ କି ଦେଢ଼ ମାସରେ ସମସ୍ତେ ଇସ୍ତଫା ଦେଇ ବିଜେପିରେ ମିଶିବେ ବୋଲି ସାିଂଦ ଶ୍ରୀ ପାଣିଗ୍ରାହୀ କହିଛନ୍ତି ।  ପ୍ରକାଶ ଯେ ଓଡ଼ିଶା ରାଜନୀତିରେ ଏବେ ଦଳ ଡିଅାଁ ପର୍ବ ଜୋର ଧରିଛି । ବିଜେପି ସରକାର ଗଠନ ହେବା ପର ଠାରୁ ଦୁଇ ଦୁଇ ଜଣ  ରାଜ୍ୟସଭା ସଂସଦ ଦଳ ଛାଡ଼ି ବିଜେପିରେ ମିଶିବା ବିଜେଡିକୁ ଶକ୍ତ ଧକ୍କା ଦେଇଛି ।

Post Views: 27
Share199Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In