• About Us
  • Contact Us
Wednesday, April 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଭୁବନେଶ୍ବରର ନୂଆ ଡିସିପି ପିନାକ ମିଶ୍ର

by Voice of Victims
September 30, 2024
in ମୁଖ୍ୟ ଖବର, ରାଜ୍ୟ
ଭୁବନେଶ୍ବରର ନୂଆ ଡିସିପି ପିନାକ ମିଶ୍ର

ଭୁବନେଶ୍ୱର: ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ ବଦଳି ହୋଇଛି । ପ୍ରତୀକ ସିଂଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଦାୟିତ୍ବ ଦିଆଯାଇଛି । ଭୁବନେଶ୍ବରର ନୂଆ ଡିସିପି ହୋଇଛନ୍ତି ପିନାକ ମିଶ୍ର । ସେହିପରି ଜଗମୋହନ ମୀନା କଟକ ଡିସିପି ହୋଇଛନ୍ତି । ସାଗରିକା ନାଥ ଖୋର୍ଦ୍ଧା ଏସପି, ସନ୍ଦୀପ ସମ୍ପତ ଭଦ୍ରକ ଏସପି,ରାହୁଲ ଜୈନ ଅନୁଗୋଳ ଏସପି, ଅନୁପମ ଜେମ୍ସ ଭିଜିଲାନ୍ସ ଏସପି, ଭିନୀତ ଅଗ୍ରୱାଲ ପୁରୀ ଏସପି ହୋଇଛନ୍ତି । ରାଜପ୍ରସାଦ ବାଲେଶ୍ବର ଏସପି, ଶୁଭେନ୍ଦୁ ପାତ୍ର, ଗଞ୍ଜାମ ଏସପି, ଅଭିନବ ସୋନକର ଢେଙ୍କାନାଳ ଏସପି, ବରୁଣ ଗୁଣ୍ଠପାଲି ମୟୂରଭଞ୍ଜ ଏସପି ଏବଂ ସ୍ବାତୀ ଏସ କୁମାର ରାୟଗଡ଼ା ଏସପି ହୋଇଛନ୍ତି । ରୋହିତ ବର୍ମାଙ୍କୁ କୋରାପୁଟ ଏସପି, ହରିଶ ବିଶିଙ୍କୁ କନ୍ଧମାଳ ରାମପ୍ରସାଦ ସାହୁଙ୍କୁ ସୋନପୁର, ମିହିର ପଣ୍ଡାଙ୍କୁ ନବରଙ୍ଗପୁର ଏସପି, ଯତୀନ୍ଦ୍ର ପଣ୍ଡାଙ୍କୁ ଗଜପତି ଏସପି ଦାୟିତ୍ବ ଦିଆଯାଇଛି । ଏସ ସୁଶ୍ରୀ ନୟାଗଡ଼ ଏସପି, ନାଗରାଜ ଦେବରାକୋଣ୍ଡା ବୌଦ୍ଧ ଏସପି ଓ ୟଶପ୍ରତାପ ଶ୍ରୀମାଲ ଯାଜପୁରଙ୍କ ଏସପି ଭବାନୀ ଶଙ୍କର ଉଦଗାତାଙ୍କୁ ଜଗତସିଂହପୁର ଏସପି, ନିତେଶ ଓ୍ବାଧଓ୍ବାନିଙ୍କୁ ରାଉରକେଲା ଏସପି ଭାବେ ବଦଳି ହୋଇଛି ।

Post Views: 30
Share200Tweet125Send
Voice of Victims

Voice of Victims

Recent Posts

  • ଡିଜିସିଏର ନୂଆ ଡିଜି ହେଲେ ବୀର ବିକ୍ରମ ଯାଦବ, ଶ୍ରୀମନ୍ଦିରର ଥିଲେ ମୁଖ୍ୟ ପ୍ରଶାସକ
  • ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର
  • ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ, ପେଟ୍ରୋଲ ନିର୍ଭରଶୀଳତା କମିବ
  • ସାମ୍ବାଦିକଙ୍କ ମାତୃ ବିୟୋଗ
  • ରଣପୁରରେ ସ୍ୱ-ଜନଗଣନା ଅଭିଯାନକୁ ନେଇ ତହସିଲଦାରଙ୍କ ସଚେତନତା ପ୍ରଚେଷ୍ଟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In