• About Us
  • Contact Us
Thursday, April 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପାକିସ୍ତାନ ପରେ ଭାରତରେ ଭୂକମ୍ପ ଝଟକା, କିଛି ସମୟ ପାଇଁ ଥରିଲା ତେଲଙ୍ଗାନା

by Voice of Victims
May 6, 2025
in ଦେଶ ବିଦେଶ, ମୁଖ୍ୟ ଖବର
ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ; ଆସିପାରେ ସୁନାମି

ନୂଆଦିଲ୍ଲୀ: ତେଲଙ୍ଗାନାର କୋମାରାମ ଭୀମ ଆସିଫାବାଦ ଜିଲ୍ଲାରେ ୩.୮ ତୀବ୍ରତା ଭୂକମ୍ବ ଝଟକା ଅନୁଭୂତ । ଏହା ସହିତ କରିମନଗର, ସିରିସିଲା, ନିଜାମାବାଦ, ନିର୍ମଲ, ପେଡାପାଲ୍ଲୀ, ନିର୍ମଲ ଏବଂ ସିଦ୍ଧଦୀପ ଜିଲ୍ଲାରେ ଭୂକମ୍ପ ଝଟକା । ତେବେ ଭୂକମ୍ପ ଜନିତ କ୍ଷୟକ୍ଷତି କିଛି ହୋଇନାହିଁ । କିଛି ସେକେଣ୍ଡ ପାଇଁ ଲୋକ ହାଲକା ଝଟକା ଅନୁଭୂତ କରିଥିଲେ । ତେବେ ଭୂକମ୍ପ ପର ପ୍ରବଳ ବର୍ଷା ପବନ ମଧ୍ୟ ହୋଇଥିଲା ।

NCS ଅନୁଯାୟୀ, ସୋମବାର ସନ୍ଧ୍ୟା ୬.୫୦ ରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ଅକ୍ଷାଂଶ: ୧୯.୨୧ ଉତ୍ତର, ଦ୍ରାଘିମା: ୭୯.୪୧ ପୂର୍ବ । ଏହାର ଗଭୀରତା ଭୂମି ଭିତରେ ୧୦ କିଲୋମିଟର ଥିଲା । ଏହି ଭୂକମ୍ପରେ ଗଙ୍ଗାଧର, ଚୋପପାଣ୍ଡି, ରାମଡୁଗୁ ଏବଂ କରିମନଗର ଜିଲ୍ଲାର ଅନ୍ୟାନ୍ୟ ମଣ୍ଡଳରେ ୩ରୁ ୪ ସେକେଣ୍ଡ ପର୍ଯ୍ୟନ୍ତ ଥରିଥିଲା । ଭୂମିକମ୍ପ ଯୋଗୁଁ କୌଣସି ସମ୍ପତ୍ତି କ୍ଷୟକ୍ଷତି କିମ୍ବା ଆହତ ହେବାର କୌଣସି ଖବର ନାହିଁ ।

ସୂଚନାଯୋଗ୍ୟ, ପାକିସ୍ତାନର ଅନେକ ସହରରେ ଏପ୍ରିଲ ୫ ତାରିଖ ସୋମବାର ଦିନ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ମଧ୍ୟ ପାକିସ୍ତାନରେ ୪.୨ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପ ଝଟକା ଅପରାହ୍ନ ୪ଟା ୫ ମିନିଟରେ ଆସିଥିଲା । ଭୂକମ୍ପ ଝଟକା ଭୟଭୀତ ହୋଇ ଲୋକ ଘରୁ ବାହାରି ଚାଲିଆସିଥିଲେ । ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା ।

Post Views: 74
Share199Tweet125Send
Voice of Victims

Voice of Victims

Recent Posts

  • କାଶୀନାଥଙ୍କ ଘରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ
  • ସ୍ୱାଧୀନତା ସଂଗ୍ରାମୀ ବୀର ବୈଷ୍ଣବ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ !
  • କ୍ୟାଟ ବାର ଆସୋସିଏସନ, କଟକ ତରଫରୁ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
  • ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
  • ମହିଳା ସଂରକ୍ଷଣକୁ ନେଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In