ଆଞ୍ଚଳିକ ଖବର

ବ୍ରଜବନ୍ଧୁ ରଥ’ଙ୍କ ଦୁଃଖଦ ଦେହାନ୍ତ; ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ବ୍ରଜବନ୍ଧୁ ରଥ’ଙ୍କ ଦୁଃଖଦ ଦେହାନ୍ତ;  ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ରଣପୁର: (ଭିଓଭି) ବୃନ୍ଦାବନପୁର ବାସିନ୍ଦା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଶ୍ରୀ ବ୍ରଜବନ୍ଧୁ ରଥ ଗତକାଲି ସନ୍ଧ୍ୟାରେ ଇହଧାମ ତ୍ୟାଗ କରିଛନ୍ତି। କିଛିଦିନ ହେଲା ସେ ଅସୁସ୍ଥ ଥିଵାରୁ ଚିକିତ୍ସାରେ ଥିଲେ। ସେ ଜଣେ ଅତ୍ୟନ୍ତ ଅମାୟିକ, ନିଷ୍କପଟ ଓ ଦରଦୀ ମଣିଷ...

Read more

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ସିକ୍କିମ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ସିକ୍କିମ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ। ରାଜ୍ୟ ଅତିଥି ଭବନଠାରେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗଙ୍କ ସୌଜନ୍ୟମୂଳକ ସାକ୍ଷାତ କରିଚନ୍ତି  ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...

Read more

ନବୀନ ଓଡ଼ିଶାର ସମ୍ପତ୍ତି କି କୌଣସି ବ୍ୟକ୍ତିର ନୁହଁନ୍ତି: ଅଶୋକ ପଣ୍ଡା

ନବୀନ ଓଡ଼ିଶାର ସମ୍ପତ୍ତି କି କୌଣସି ବ୍ୟକ୍ତିର ନୁହଁନ୍ତି: ଅଶୋକ ପଣ୍ଡା

ଭୁବନେଶ୍ୱର: ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍’ ପ୍ରସଙ୍ଗରେମୁହଁ ଖୋଲିଲେ ବରିଷ୍ଠ ବିଜେଡି ନେତା ତଥା ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡା । ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍ ପ୍ରସଙ୍ଗକୁ ନେଇ ସେ କହିଛନ୍ତି...

Read more

ବେଆଇନ ଚାନ୍ଦା ଆଦାୟକାରୀଙ୍କୁ ସାବାଡ୍‌ ପାଇଁ ଫୋନ୍‌ ନମ୍ବର ଜାରି କଲା କଟକ କମିଶନରେଟ ପୋଲିସ

ବେଆଇନ ଚାନ୍ଦା ଆଦାୟକାରୀଙ୍କୁ ସାବାଡ୍‌ ପାଇଁ ଫୋନ୍‌ ନମ୍ବର ଜାରି କଲା କଟକ କମିଶନରେଟ ପୋଲିସ

କଟକ: କଟକରେ ବେଆଇନ ଚାନ୍ଦା ଆଦାୟକାରୀଙ୍କୁ ସାବାଡ୍‌ ପାଇଁ ପଦକ୍ଷେପ । ଫୋନ୍‌ ନମ୍ବର ଜାରି କଲା କଟକ କମିଶନରେଟ ପୋଲିସ । ପୂଜା ସମୟରେ ଯଦି କେହି ଜୋର ଜବରଦସ୍ତ ଚାନ୍ଦା ମାଗନ୍ତି ତେବେ ପୁଲିସ୍‌କୁ ଫୋନ କରିବା ପାଇଁ...

Read more

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷ କରି ଓଡ଼ିଶାବାସୀଙ୍କୁ...

Read more

ମା’ ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ, ଘରେ ଘରେ ଚାଲିଛି ପିଠାପଣାର ପ୍ରସ୍ତୁତି

ମା’ ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ, ଘରେ ଘରେ ଚାଲିଛି ପିଠାପଣାର ପ୍ରସ୍ତୁତି

ସମ୍ବଲପୁର : ମା’ ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ । ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରକୁ ତିନି ପୂଜକଙ୍କ ଘରୁ ପ୍ରଥମେ ଭୋଗ ଆସିଥିଲା । ତାପରେ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ନବାନ୍ନ ଲାଗି ହୋଇଥିଲା । ଏହି ଅବସରରେ...

Read more

ଆଜି ଓ ଆସନ୍ତାକାଲି ଭୀଷଣ ବର୍ଷା, ୪୮ ଘଣ୍ଟା ଭିତରେ ଅଧିକ ହେବ ଶକ୍ତିଶାଳୀ

ଆଜି ଓ ଆସନ୍ତାକାଲି ଭୀଷଣ ବର୍ଷା, ୪୮ ଘଣ୍ଟା ଭିତରେ ଅଧିକ ହେବ ଶକ୍ତିଶାଳୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେଲା ।  ଏହା ଉତ୍ତର ଦିଗରେ ଗତି କରି ଆଗାମୀ ୪୮ ଘଣ୍ଟା ଭିତରେ ଅଧିକ ଶକ୍ତିଶାଳୀ ହେବ ।  ଏହା ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଭୀଷଣ ବର୍ଷା...

Read more

କଟକ ରେଲୱେ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ଛାତ,ଟ୍ରେନ ଚଳାଚଳ ବାଧାପ୍ରାପ୍ତ

କଟକ ରେଲୱେ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ଛାତ,ଟ୍ରେନ ଚଳାଚଳ ବାଧାପ୍ରାପ୍ତ

କଟକ : କଟକ ରେଳ ଷ୍ଟେସନରେ ଅଘଟଣ ।  ଭୁଶୁଡ଼ିଲା ପ୍ଲାଟଫର୍ମ-୧ ନମ୍ବରର ନିର୍ମାଣାଧୀନ ଅଂଶ। ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଏକ ପୁରୁଣା କାନ୍ଥ ପ୍ଲାଟଫର୍ମ ଉପରକୁ ଭୁଶୁଡ଼ିପଡ଼ିଛି। ସେଡର କିଛି ଅଂଶ ଟ୍ରାକରେ ମଧ୍ୟ ପଡ଼ି ରହିଛି ।  ଯାହା...

Read more

ଆସନ୍ତା ଡିସେମ୍ଵର ଶେଷ ସୁଦ୍ଧା ଶେଷ ହେବ ତହସିଲ, ପଞ୍ଚାୟତ, ରାଜସ୍ବଗ୍ରାମ ଓ ପୌରାଞ୍ଚଳର ପ୍ରଶାସନିକ ସୀମା ନିର୍ଦ୍ଧାରଣ: ରାଜସ୍ଵ ମନ୍ତ୍ରୀ

ଆସନ୍ତା ଡିସେମ୍ଵର ଶେଷ ସୁଦ୍ଧା ଶେଷ ହେବ ତହସିଲ, ପଞ୍ଚାୟତ, ରାଜସ୍ବଗ୍ରାମ ଓ ପୌରାଞ୍ଚଳର ପ୍ରଶାସନିକ ସୀମା ନିର୍ଦ୍ଧାରଣ: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଡିସେମ୍ଵର ଶେଷ ସୁଦ୍ଧା ତହସିଲ, ପଞ୍ଚାୟତ, ରାଜସ୍ବଗ୍ରାମ ଓ ପୌରାଞ୍ଚଳର ପ୍ରଶାସନିକ ସୀମା ନିର୍ଦ୍ଧାରଣ ସରିବ ।  ଏସମ୍ପର୍କରେ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।  ଆଗକୁ ଜନଗଣନା ରହିଛି ।...

Read more

ଆଜିଠୁ ବଢ଼ିବ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ

୬ ଓ ୭ ତାରିଖରେ ପ୍ରବଳ ବର୍ଷା!

ଭୁବନେଶ୍ୱର : ଆଜିଠୁ ବଢ଼ିବ ବର୍ଷା ।  ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି...

Read more
Page 148 of 245 1 147 148 149 245

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.