ଆଞ୍ଚଳିକ ଖବର

କଲବଲ କରୁଛି ଅସହ୍ୟ ତାତି, ସକାଳ ୮ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଟପିଲା ତାତି

୩ ଦିନରେ ପୁଣି ବଢ଼ିବ ତାତି

ଭୁବନେଶ୍ବର :  କଲବଲ କରୁଛି ଅସହ୍ୟ ଗୁଳୁଗୁଳି ସହ ତାତି । ଭୁବନେଶ୍ବରରେ ସକାଳ ୮ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଟପିଲା ତାତି । ଭୁବନେଶ୍ବରରେ ୮୧% ଆର୍ଦ୍ରତା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ଅତ୍ୟନ୍ତ...

Read more

ଶ୍ରୀମନ୍ଦିର ପାଇଁ ଆରମ୍ଭ ହେବ ଡିଜିଟାଲ ହୁଣ୍ଡି, UPI ଜରିଆରେ କରିପାରିବେ ଅନ୍‌ଲାଇନ ଦାନ

ଛତିଶା ନିଯୋଗର ବଡ଼ ନିଷ୍ପତ୍ତି: ମେଣ୍ଢାପୋଡି ଓ ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଉପରେ ମୋହର

ପୁରୀ : ଶ୍ରୀମନ୍ଦିର ପାଇଁ ଆରମ୍ଭ ହେବ ଡିଜିଟାଲ ହୁଣ୍ଡି । ଏନେଇ ସମର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ଡିଜିଟାଲ ହୁଣ୍ଡି ସ୍ଥାପନ ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ...

Read more

ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ AI ଛାଉଣୀରେ ରହିବ ପୁରୀ, ୧୦ ସନ୍ଧ୍ୟାରୁ ଲାଗୁ ହେବ ଟ୍ରାଫିକ୍ କଟକଣା

ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ AI ଛାଉଣୀରେ ରହିବ ପୁରୀ, ୧୦ ସନ୍ଧ୍ୟାରୁ ଲାଗୁ ହେବ ଟ୍ରାଫିକ୍ କଟକଣା

ପୁରୀ : ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହେବ । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ସ୍ନାନଯାତ୍ରାରେ ଅଧିକ ଭକ୍ତ ସମାବେଶ ହେବା ଆଶା କରାଯାଉଛି । ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି...

Read more

ଚଳଚଞ୍ଚଳ ରଥଖଳା, ଉଠିଲା ତିନି ରଥର ଚାରିନାହାକା

ଚଳଚଞ୍ଚଳ ରଥଖଳା, ଉଠିଲା ତିନି ରଥର ଚାରିନାହାକା

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଉଠିଲା ତିନି ରଥର ଚାରିନାହାକା । ସ୍ନାନଯାତ୍ରାରେ ଉଠିବାକୁ ଥିବା ଚାରି ନାହାକା ଆଜି ଉଠାଯାଇଛି । ଭୋଇ ସେବକମାନେ ତୃତୀୟ ନମ୍ବର ହରିବୋଲ ପକାଇଛନ୍ତି । ସେପଟେ ତିନି...

Read more

ଜୁନ୍ ୧୨ ନୁହେଁ ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଦେବେ ଯୋଗ

‘ଅପରେସନ ସିନ୍ଦୂର’ ର ସଫଳତା ପରେ ଗୁଜରାଟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ‘ସିନ୍ଦୂର ସମ୍ମାନ ଯାତ୍ରା’ରେ ହେଲେ ସାମିଲ

ଭୁବନେଶ୍ୱର : ଜୁନ୍ ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ୧୨ ତାରିଖ ବଦଳରେ ୨୦ ତାରିଖରେ ଆସିବେ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ...

Read more

ପିଏମ୍ ଆବାସ ଘର ପାଇଁ ମିଳିବ ମାଗଣା ବାଲି, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

ପିଏମ୍ ଆବାସ ଘର ପାଇଁ ମିଳିବ ମାଗଣା ବାଲି, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ ଆଉ ଚିନ୍ତା ନାହିଁ । କାରଣ ଘର ତିଆରି ପାଇଁ ଏବେ ବାଲି ଦେବେ ରାଜ୍ୟ ସରକାର । ଗରିବଙ୍କ ଘର ତିଆରି ସ୍ୱପ୍ନକୁ ସାକାର କରିବା ପାଇଁ ୨ଟ୍ରାକ୍ଟର ବାଲି...

Read more

ବିକଶିତ ଓଡ଼ିଶା ଯାତ୍ରାରେ ବିକଶିତ ରେମୁଣା ଗଠନର ଅୟମାରମ୍ଭ

ବିକଶିତ ଓଡ଼ିଶା ଯାତ୍ରାରେ ବିକଶିତ ରେମୁଣା ଗଠନର ଅୟମାରମ୍ଭ

ବାଲେଶ୍ଵର, (ଭିଓଭି) :- ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବାଲେଶ୍ଵର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀରେ ୬୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗ୍ରାମୀଣ ରାସ୍ତା ଓ ପାନୀୟ ଜଳ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଗୁଡ଼ିକର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ...

Read more

ଯୋଗାଣ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣା ; ଆଠଗଡ଼ରୁ ଭୁବନେଶ୍ୱର ଫେରିବାବେଳେ ଦୁର୍ଘଟଣା

ଯୋଗାଣ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣା ; ଆଠଗଡ଼ରୁ ଭୁବନେଶ୍ୱର ଫେରିବାବେଳେ ଦୁର୍ଘଟଣା

ଭୁବନେଶ୍ୱର: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି, ହେଲେ ଅଳ୍ପକେ ବର୍ତ୍ତିଛନ୍ତି ମନ୍ତ୍ରୀ । କଟକ ବାରଙ୍ଗ ଥାନା ଷଣ୍ଢପୁର ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଯୋଗାଣ ମନ୍ତ୍ରୀ । ଆଠଗଡ଼ରୁ ଭୁବନେଶ୍ୱର ଫେରିବା ବେଳେ ଗାଡ଼ି ଦୁର୍ଘଟଣା...

Read more

ଗଞ୍ଜାମରେ ୧୨ଟି ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ 

ଗଞ୍ଜାମରେ ୧୨ଟି ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଗଞ୍ଜାମର ଛତ୍ରପୁର ଠାରେ ମୋଟ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଗ୍ରୀନ ହାଇଡ୍ରୋଜେନ୍, କେମିକାଲ୍‍ସ...

Read more
Page 182 of 243 1 181 182 183 243

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.