ଆଞ୍ଚଳିକ ଖବର

ବିଧାୟକ ରାଜା ସ୍ଵାଇଁଙ୍କ ଉପରେ ଆକ୍ରମଣ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ବରଗଡ଼ ନାବାଳିକାଙ୍କ ମୃତ୍ୟୁ ଘଟଣାରେ ନବୀନଙ୍କ ଶୋକ ପ୍ରକାଶ, କହିଲେ ଝିଅମାନେ ନିଜକୁ ଜାଳି ଜୀବନ ହାରିବା ଅତ୍ୟନ୍ତ ଦୁଃଖଦାୟକ

ଆଠଗଡ଼ ବିଧାୟକ ରାଜା ସ୍ଵାଇଁଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ନବୀନ ପଟ୍ଟନାୟକ ଏହି ଘଟଣାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ...

Read more

ଶିକ୍ଷକ ମାନସଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାରେ ଭାବବିହ୍ୱଳ ପରିବେଶ

ଶିକ୍ଷକ ମାନସଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାରେ ଭାବବିହ୍ୱଳ ପରିବେଶ

ରଣପୁର, ୨୩/୦୫ : ରଣପୁର ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମର ପୁଅ ତଥା ଗୋପାଳପୁର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ କୁମାର ସାହୁଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ, ସ୍ୱର୍ଗତ ସାହୁଙ୍କ ଜନ୍ମ ୦୧.୦୫.୧୯୭୬ ତାରିଖରେ...

Read more

ଚାନ୍ଦିପୁରରେ ବାଲିଷ୍ଟିକ ମିସାଇଲ ‘ଅଗ୍ନି-୧’ ର ସଫଳ ପରୀକ୍ଷଣ

ଚାନ୍ଦିପୁରରେ ବାଲିଷ୍ଟିକ ମିସାଇଲ ‘ଅଗ୍ନି-୧’ ର ସଫଳ ପରୀକ୍ଷଣ

ଭୁବନେଶ୍ୱର : ଚାନ୍ଦିପୁରରୁ ଗର୍ଜିଲା ‘ଅଗ୍ନି-୧’ । ଚାନ୍ଦିପୁର ସମନ୍ୱିତ ଟେଷ୍ଟ ରେଂଜରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିସାଇଲ ‘ଅଗ୍ନି-୧’ ର ସଫଳ ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି...

Read more

ଗ୍ରୀଷ୍ମପ୍ରବାହକୁ ନେଇ ଗାଇଡ ଲାଇନ ଜାରି, କୌଣସି କାମ ନଥିଲେ ଘରୁ ବହାରନ୍ତୁ ନାହିଁ

୨୪ ଘଣ୍ଟା ପରେ ରାଜ୍ୟରେ ବଢ଼ିବ ତାପମାତ୍ରା: ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ ସମ୍ଭାବନା

ଭୁବନେଶ୍ୱର : ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ତାତିରୁ ସତର୍କ ରହିବା ପାଇଁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପରାମର୍ଶ । ଆସନ୍ତା ଜୁନ ୨ତାରିଖ ପର୍ଯ୍ୟନ୍ତ ରହିବ ଗ୍ରୀଷ୍ମପ୍ରବାହ । ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ନେଇ...

Read more

ଓଡ଼ିଶାରେ ଅସମ୍ଭାଳ ତାତି: ଆସନ୍ତା ୨୬ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ, କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ମୌସୁମୀର ଆଗମନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ: ସିଇସି

ଭୁବନେଶ୍ୱର: ରାଜ୍ୟରେ ଏବେ ତାତିର ପ୍ରକୋପ ଚରମ ସୀମାରେ। ପ୍ରଚଣ୍ଡ ଖରା ସାଙ୍ଗକୁ ଅତ୍ୟଧିକ ଗୁଳୁଗୁଳି ଯୋଗୁଁ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଏହି ଅସହ୍ୟ ଗରମ ଓ ଗ୍ରୀଷ୍ମ ପ୍ରବାହ...

Read more

୧.୧୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ଇଣ୍ଟର୍ନସିପ୍‌ ସୁଯୋଗ: ସୂର୍ଯ୍ୟବଂଶୀ ସୂରଜ

୧.୧୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ଇଣ୍ଟର୍ନସିପ୍‌ ସୁଯୋଗ: ସୂର୍ଯ୍ୟବଂଶୀ ସୂରଜ

୨୦୨୫-୨୬ରେ ୧ ଲକ୍ଷ ୧୮ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ମିଳିବ ଇଣ୍ଟର୍ନସିପ୍ ସୁଯୋଗ। ଏ ନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ବିଭିନ୍ନ ବିଭାଗୀୟ ଅଫିସରେ ୧.୧୮ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ଇଣ୍ଟର୍ନସିପ୍ ସୁଯୋଗ।...

Read more

ରଥଯାତ୍ରା ପ୍ରସ୍ତୁତି ନେଇ ବଡ଼ ବୈଠକ, ରିପିଟ ନହେଉ ଦଳଚକଟା ଘଟଣା, କେମିତି ହେବ ଭିଡ଼ ନିୟନ୍ତ୍ରଣ ସେ ନେଇ ଆଲୋଚନା

ରଥଯାତ୍ରା ପ୍ରସ୍ତୁତି ନେଇ ବଡ଼ ବୈଠକ, ରିପିଟ ନହେଉ ଦଳଚକଟା ଘଟଣା, କେମିତି ହେବ ଭିଡ଼ ନିୟନ୍ତ୍ରଣ ସେ ନେଇ ଆଲୋଚନା

ପୁରୀ : ରଥଯାତ୍ରା ପ୍ରସ୍ତୁତି ନେଇ ବଡ଼ ବୈଠକ। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ରାଜ୍ୟ ଅତିଥି ଭବନରେ ହୋଇଛି ବୈଠକ । ରିପିଟ ନହେଉ ଦଳଚକଟା ଘଟଣା । କେମିତି ହେବ ଭିଡ଼ ନିୟନ୍ତ୍ରଣ। ଗୁଣ୍ଡିଚାରେ ରଥ ଲାଗିବା ପରେ...

Read more

ଆସୁଛି ଡବଲ ଲଘୁଚାପ ! ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ, ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ହୋଇପାରେ ଘନୀଭୂତ

ଭୁବନେଶ୍ୱର  : ଆସୁଛି ଡବଲ ଲଘୁଚାପ । ଗୋଟିଏ ବଙ୍ଗୋପସାଗରରେ ଅନ୍ୟଟି ଆରବ ସାଗରରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ସମୁଦ୍ର ପତନଠାରୁ ୩.୧ କିମି ଉପରସ୍ଥ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଗତ ୧୮ ପରଠାରୁ...

Read more

ଅରିନ୍ଦମ ରୟଙ୍କ ସୋସିଆଲ ମିଡିଆ ମନ୍ତବ୍ୟକୁ ନେଇ ବିବାଦ: ଥାନାରେ ଏତଲା ଦେଲେ ସାମ୍ବାଦିକ

ଅରିନ୍ଦମ ରୟଙ୍କ ସୋସିଆଲ ମିଡିଆ ମନ୍ତବ୍ୟକୁ ନେଇ ବିବାଦ: ଥାନାରେ ଏତଲା ଦେଲେ ସାମ୍ବାଦିକ

କଟକ: ଟାଙ୍ଗୀ -ଚୌଦ୍ୱାର ବ୍ଲକରେ ବିଜେପି ନେତା ତଥା ଅଭିନେତା ଅରିନ୍ଦମ ରାୟଙ୍କ ସୋସିଆଲ ମିଡିଆ ମନ୍ତବ୍ୟକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। କିଛି ସାମ୍ବାଦିକ ଅରିନ୍ଦମଙ୍କ ଆପତ୍ତିଜନକ ସୋସିଆଲ ମିଡିଆ ମନ୍ତବ୍ୟ ବିରୋଧରେ ଟାଙ୍ଗୀ-ଚୌଦ୍ୱାର ଥାନାରେ ଏକ ଅଭିଯୋଗ...

Read more

୧୦ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ, ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ଗ୍ଲୋବାଲ କାପାବିଲିଟି ସେଣ୍ଟର

ଭୁବନେଶ୍ଵର :  ୪୦ତମ କ୍ୟାବିନେଟ୍ ବୈଠକ ୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଆଇନ ବିଭାଗର ୩୫୮ଟି ଆମେଣ୍ଡମେଣ୍ଟ ଆକ୍ଟ ଉଚ୍ଛେଦ କରାଯାଇଛି...

Read more
Page 30 of 243 1 29 30 31 243

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.