ଆଞ୍ଚଳିକ ଖବର

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

ଭୁବନେଶ୍ଵର: ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ଆଲୋଚନା ପାଇଁ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ବସିବ। ଆସନ୍ତା ୩୦ ତାରିଖରେ ବିଧାନସଭାର...

Read more

କେନ୍ଦୁଝରରେ ଇ-ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝରରେ ଇ-ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଠାରେ ଏକାଧିକ ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆୟୋଜିତ ବିକାଶ ସମାବେଶରେ ଜିଲ୍ଲାର ସାମଗ୍ରିକ...

Read more

ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବନି: ଭକ୍ତ ଦାସ

କଂଗ୍ରେସ ଏବଂ ବିଜେଡି ମଧ୍ୟରେ ମେଣ୍ଟ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଆସନ୍ତା ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବ ନାହିଁ ସ୍ପଷ୍ଟ କରିଛି କଂଗ୍ରେସ । ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏକା ଲଢିବ ବୋଲି କହିଛନ୍ତି ପିସିସି...

Read more

କଣ୍ଟା ଉପରେ ଗଡ଼ି ମନୋକାମନା ପୂରଣ ପାଇଁ ପ୍ରାର୍ଥନା, ବଜ୍ରକୋଟରେ ଭକ୍ତିର ଲହର, ମେରୁ ଉତ୍ସବରେ କଣ୍ଟା ଉପରେ ଗଡ଼ିଲେ ଭଗତା, ଦେଖିବାକୁ ଭକ୍ତମାନଙ୍କ ଭିଡ଼

କଣ୍ଟା ଉପରେ ଗଡ଼ି ମନୋକାମନା ପୂରଣ ପାଇଁ ପ୍ରାର୍ଥନା, ବଜ୍ରକୋଟରେ ଭକ୍ତିର ଲହର, ମେରୁ ଉତ୍ସବରେ କଣ୍ଟା ଉପରେ ଗଡ଼ିଲେ ଭଗତା, ଦେଖିବାକୁ ଭକ୍ତମାନଙ୍କ ଭିଡ଼

ରଣପୁର, ୨୭/୦୪ : ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟରେ ଅବସ୍ଥିତ ଉଦଣ୍ଡ ଠାକୁର ଶ୍ରୀ ଶ୍ରୀ ବାବା ବାଲୁଙ୍କେଶ୍ୱର ଦେବଙ୍କ ପବିତ୍ର ମେରୁ ଉତ୍ସବ ଅବସରରେ କଣ୍ଟାଗଡ଼ା ପର୍ବ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରାୟ...

Read more

ଶୁଣିଲାନି ବ୍ୟାଙ୍କ, ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଁଚିଲେ ଭାଇ

ଶୁଣିଲାନି ବ୍ୟାଙ୍କ, ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଁଚିଲେ ଭାଇ

ଆନନ୍ଦପୁର : ଜମା ଟଙ୍କା ପାଇଁ ଭଉଣୀର କଙ୍କାଳ ଧରି ବ୍ୟାଙ୍କ୍ ରେ ପହଁଚିଲେ ଭାଇ । କହିଲେ କଙ୍କାଳ ଆଣିଛି ଟଙ୍କା ଦିଅ । ଏଭଳି ହୃଦୟ ବିଦାରକ ଦୃଶ୍ୟକୁ ନେଇ ସବୁଠି ଚର୍ଚ୍ଚା । ସାମାନ୍ୟ କିଛି ହଜାର ଟଙ୍କା...

Read more

ଖୁବଶୀଘ୍ର ହିଟୱେଭ୍ ସେଣ୍ଟର ଖୋଲିବେ ରାଜ୍ୟ ସରକାର, ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା

ଖୁବଶୀଘ୍ର ହିଟୱେଭ୍ ସେଣ୍ଟର ଖୋଲିବେ ରାଜ୍ୟ ସରକାର, ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା

ଭୁବନେଶ୍ୱର : ଖୁବଶୀଘ୍ର ହିଟୱେଭ୍ ସେଣ୍ଟର ଖୋଲିବେ ରାଜ୍ୟ ସରକାର । ଆଗକୁ ଗ୍ରୀଷ୍ମ ପ୍ରଭାବ ବଢିବ। ଏହାକୁ ଦୃଷ୍ଟିରେ ରଖି ସରକାର ହିଟୱେଭ୍ ସେଣ୍ଟର ଖୋଲିଵାକୁ ଚିନ୍ତା କରୁଛନ୍ତି ।  ବାତ୍ୟା, ବନ୍ୟା ଆଶ୍ରୟ ସ୍ଥଳୀ ପରି ଏହା ଖୋଲାଯିବ। ଏହାଦ୍ବାରା...

Read more

ପତଞ୍ଜଳି ପକ୍ଷରୁ ସ୍ବାଭିମାନ ଦିବସ ପାଳନ

ପତଞ୍ଜଳି ପକ୍ଷରୁ ସ୍ବାଭିମାନ ଦିବସ ପାଳନ

କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ବରିଷ୍ଠ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ନୂଆବଜାର ଗାନ୍ଧି ପଲ୍ଲୀ ଯାଚକେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ 'ସ୍ବାଭିମାନ ଦିବସ' ପାଳିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ...

Read more

ଟ୍ୟାଲେଣ୍ଟ ସର୍ଚ୍ଚର ବାର୍ଷିକ ଉତ୍ସବ

ଟ୍ୟାଲେଣ୍ଟ ସର୍ଚ୍ଚର ବାର୍ଷିକ ଉତ୍ସବ

କଟକ, ସିଡିଏସ୍ଥିତ ଅଗ୍ରଣୀ ଅନୁଷ୍ଠାନ ଦି ଟ୍ୟାଲେଣ୍ଟ ସର୍ଚ୍ଚର ୧୯ତମ ବାର୍ଷିକଉତ୍ସବ ଅବସରରେ "ନିଦାଘ ଚନ୍ଦନ -୨୦୨୬" କଳାବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ ଉତ୍ସବକୁ ଦିଲୀପ ମିଶ୍ର ଉଦଘାଟନ କରିଥିବା ବେଳେ ବିଶିଷ୍ଟ ଆଇନଜୀବୀ ତଥା ସ୍ତମ୍ଭକାର କୈଳାସ...

Read more

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ଵର: ଆଜି ଅର୍ଥାତ ସୋମବାର ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ହେବ ନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଜନଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

Read more

ଏସସିବିରେ ୧୪ ଶିଶୁ ବିକ୍ରି ଅଭିଯୋଗର ଖୋଳତାଡ, ଏସିବି ଅଧୀକ୍ଷକଙ୍କୁ ଆରଡିସିଙ୍କ ତଦନ୍ତ ନିର୍ଦ୍ଦେଶ

ଏସସିବିରେ ୧୪ ଶିଶୁ ବିକ୍ରି ଅଭିଯୋଗର ଖୋଳତାଡ, ଏସିବି ଅଧୀକ୍ଷକଙ୍କୁ ଆରଡିସିଙ୍କ ତଦନ୍ତ ନିର୍ଦ୍ଦେଶ

କଟକ : ଏସସିବିରେ ୧୪ ଶିଶୁ ବିକ୍ରି ଅଭିଯୋଗର ଖୋଳତାଡ । ଏସିବି ଅଧୀକ୍ଷକଙ୍କୁ ଆରଡିସିଙ୍କ ତଦନ୍ତ ନିର୍ଦ୍ଦେଶ । କଟକ ବଡ ମେଡିକାଲ ରେ ୬ ବର୍ଷ ଭିତରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ସନ୍ତାନ ପ୍ରସବ କରିଥିବା ଅସହାୟ ତଥା...

Read more
Page 37 of 243 1 36 37 38 243

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.