ରଣପୁର, ୧୫/୦୨: ପବିତ୍ର ମହାଶିବରାତ୍ରୀ ଅବସରରେ ରଣପୁର ଅଞ୍ଚଳ ଭକ୍ତି ଓ ଆଧ୍ୟାତ୍ମିକତାର ରଙ୍ଗରେ ରଙ୍ଗାଇ ଯାଇଥିଲା। “ଓଁ ନମଃ ଶିବାୟ” ଶିବ ପଞ୍ଚାକ୍ଷର ଧ୍ୱନିରେ ଗୁଞ୍ଜିଉଠିଥିଲା ସମଗ୍ର ଅଞ୍ଚଳର ଶୈବ ମନ୍ଦିରଗୁଡ଼ିକ। ଜାଗର ବ୍ରତ ପାଳନ କରି ମହାଦେବଙ୍କ ଦର୍ଶନ...
Read moreଆଜି ସକାଳେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି । ଏହାକୁ ମଧ୍ୟରେ ଲିଙ୍ଗରାଜ ମନ୍ଦିର ଭିତରେ ୨ ସେବାୟତ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଧସ୍ତାଧସ୍ତି ସାଙ୍ଗକୁ ମାର୍ପିଟ୍ ପରିସ୍ଥିତିରୁ ଉତ୍ତେଜନା ଦେଖା ଦେଇଛି। ନିଜ...
Read moreଭୁବନେଶ୍ବର: ଆଜି ପବିତ୍ର ଜାଗର। ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ଶୈବପୀଠରେ ଭକ୍ତଙ୍କ ଗହଳି । ଶିବମୟ ହୋଇପଡିଛି ପରିବେଶ । ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜରିତ ରାଜ୍ୟର ବିଭିନ୍ନ ଶୈବପୀଠ । ଦୀପ ଜାଳି ରାତି ଉଜାଗର ରହି ମହାଦେବଙ୍କ ଆରାଧାନା...
Read moreସତ୍ୟବାଦୀ (ଭିଓଭି ନିଉଜ) ୧୪-୦୨-୨୬: 2019 ମସିହା ଫେବୃଆରୀ 14 ତାରିଖରେ ଦେଶର ଯୁବ ପୀଢ଼ି ଭାଲେଣ୍ଟାଇନ ଡେ ପାଳୁଥିବା ବେଳେ ଜାମ୍ମୁ କାଶ୍ମୀରର ପୁଲୱାମା go ଠାରେ ଆତଙ୍କବାଦୀ ଆକ୍ରମଣରେ ଦେଶ ସୁରକ୍ଷା ରେ ନିୟୋଜିତ 40 ଜଣ ବୀର...
Read moreଭୁବନେଶ୍ବର: ରାତି ପାହିଲେ ଜାଗର । ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର । ରାତି ୧୦ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ । ଲକ୍ଷାଧିକ ଲୋକଙ୍କ ସମାଗମକୁ ନଜର ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ...
Read moreଭୁବନେଶ୍ୱର/କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଶିଳ୍ପ ବିବିଧତା ଏବଂ ଡିଜିଟାଲ୍ ଭିତ୍ତିଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ଏବଂ ୧୮୭ କୋଟି ଟଙ୍କାର...
Read moreଭୁବନେଶ୍ୱର : ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଆମର କର୍ତ୍ତବ୍ୟ । ଲିଙ୍ଗରାଜ ମନ୍ଦିରରେ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି CP । ପୋଲିସ ଅଧିକାରୀମାନେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ କରେଇବା ସହ ଭଲ ବ୍ୟବହାର କରିବେ ସେଥି ପ୍ରତି ଆମର ନଜର ରଖିବା ପାଇଁ...
Read moreବାଲେଶ୍ୱର, (ଭିଓଭି)୧୪/୨ : - ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବାହାଳ ଗାଁର ସରସ୍ଵତୀ ଜେନା ରେମୁଣା ବ୍ଲକର ସଫଳ ମହିଳା ଉଦ୍ୟୋଗୀ ଭାବେ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି । ବିୟୁଟି ପାର୍ଲର ପ୍ରଶିକ୍ଷଣ ନେଇ...
Read moreବାଲେଶ୍ୱର (ଭିଓଭି)୧୩/୨:- ଗତ ୨୦୨୪ ମସିହାରେ ବାଲେଶ୍ଵର ସହରରେ ଥିବା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ୍ ଶାଖାରୁ ୮୭.୩ ଗ୍ରାମ ଓଜନର ନକଲି ସୁନା ଅଳଙ୍କାର ବଦଳରେ ୪ ଲକ୍ଷ ୪୮ ହଜାର ଟଙ୍କା ଋଣ ନେଇ ବିଶ୍ୱଜିତ ଦାସ ଫେରାର ଥିଲା...
Read moreରଣପୁର, ୧୩/୦୨: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନୟାଗଡ, ରାଜସୁନାଖଳା ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ପାଠଚକ୍ର ଗୁରୁବାର ଉଦଘାଟିତ ହୋଇ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି। ଏହି ପାଠଚକ୍ର ୧୨ ଓ ୧୩ ଫେବୃଆରୀ ଦୁଇ ଦିନ...
Read moreCopyright © 2023.