ଆଞ୍ଚଳିକ ଖବର

ଆଗୁଆ ହେବ ପଞ୍ଚାୟତ ନିର୍ବାଚନ ! ଜନଗଣନା ପାଇଁ ଆଗୁଆ ନିର୍ବାଚନ ନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି

ଆଗୁଆ ହେବ ପଞ୍ଚାୟତ ନିର୍ବାଚନ ! ଜନଗଣନା ପାଇଁ ଆଗୁଆ ନିର୍ବାଚନ ନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର : ଆଗୁଆ ହେବ ପଞ୍ଚାୟତ ନିର୍ବାଚନ । ଆଗୁଆ ପଞ୍ଚାୟତ ନିର୍ବାଚନ ନେଇ ବଡ଼ ସୂଚନା ଦେଉଇଛନ୍ତି ରାଜ୍ୟ ବିଜେପି ସଭାପତି । ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବା ସମ୍ଭାବନା ରହିିଥିବା କହିଛନ୍ତି ମନମୋହନ ସାମଲ । ଜନଗଣନା...

Read more

ଗିରିଧରପୁର ପ୍ରାଥମିକ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧୁମଧାମରେ ବାର୍ଷିକ ଉତ୍ସବ

ଗିରିଧରପୁର ପ୍ରାଥମିକ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧୁମଧାମରେ ବାର୍ଷିକ ଉତ୍ସବ

ରଣପୁର, ୨୪/୦୧: ରଣପୁର ବ୍ଲକ ଅନ୍ତର୍ଗତ କୁଳାସର କ୍ଲଷ୍ଟରର ଗିରିଧରପୁର ପ୍ରାଥମିକ ବିଦ୍ୟାଳୟ ଓ ଆଞ୍ଚଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଂଯୁକ୍ତ ବାର୍ଷିକ ଉତ୍ସବ ଶନିବାର ଦିନ ଅତ୍ୟନ୍ତ ଉତ୍ସାହ ଓ ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରଣପୁର...

Read more

ପତଞ୍ଜଳି ପକ୍ଷରୁ ପରାକ୍ରମ ଦିବସ ପାଳିତ

ପତଞ୍ଜଳି ପକ୍ଷରୁ ପରାକ୍ରମ ଦିବସ ପାଳିତ

କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ପରାକ୍ରମ ଦିବସ ପାଳିତ ହୋଇଯାଇଛି। ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମାଙ୍କ ନେତୃତ୍ବରେ ଶତାଧିକ ବ୍ୟକ୍ତି ପଦଯାତ୍ରାରେ ଯାଇ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।...

Read more

ନେତାଜୀଙ୍କ ସାହସ, ସଂଗ୍ରାମ, ଦେଶପ୍ରେମ ଓ ତ୍ୟାଗ ଅତୁଳନୀୟ : ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

ନେତାଜୀଙ୍କ ସାହସ, ସଂଗ୍ରାମ, ଦେଶପ୍ରେମ ଓ ତ୍ୟାଗ ଅତୁଳନୀୟ : ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

କଟକ : ନେତାଜୀଙ୍କ ସାହସ,ସଂଗ୍ରାମ,ଦେଶପ୍ରେମ ,ତ୍ୟାଗ ଓ ଅତୁଳନୀୟ । କେବଳ ସ୍ୱାଧୀନତା କିଭଳି ଆସିବ ଅନ୍ୟ ମାନେ ଚିନ୍ତା କରୁଥିବା ବେଳେ, ନେତାଜୀ ସ୍ୱାଧୀନତା ଆଣିବା ସହିତ କିଭଳି ରାଷ୍ଟ୍ର କୁ ବିକାଶ ପଥରେ ନିଆଯିବ ସେ ନେଇ ଚିନ୍ତା...

Read more

କଟକରେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ୍, ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା

କଟକରେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ୍, ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା

କଟକ: କଟକରେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ୍ । ନେତାଜୀଙ୍କ ୧୨୯ ତମ ଜୟନ୍ତୀ ଅବସରରେ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଉପରାଷ୍ଟ୍ରପତି । ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ପୈତୃକ ନିବାସ ଜାନକୀନାଥ ଭବନରେ ପହଞ୍ଚି ନେତାଜୀ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ...

Read more

ପିତାମାତା ହେଲେ ଓଲିଉଡ ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ , ଶିଶୁପୁତ୍ର ଜନ୍ମ ଦେଲେ ଅଭିନେତ୍ରୀ

ପିତାମାତା ହେଲେ ଓଲିଉଡ ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ , ଶିଶୁପୁତ୍ର ଜନ୍ମ ଦେଲେ ଅଭିନେତ୍ରୀ

ଭୁବନେଶ୍ୱର : ଓଲିଉଡ ଲୋକପ୍ରିୟ ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ଘରେ ଖୁସିର ଲହରୀ । ମା ହେଲେ ଓଲିଉଡ଼ ହିରୋଇନ ଅର୍ଚ୍ଚିତା । ଗତକାଲି ପୁତ୍ର ସନ୍ତାନର ମା ହେଲେ ଅର୍ଚ୍ଚିତା । ଏନେଇ ସବ୍ୟାର୍ଚ୍ଚିତା ସୋସିଆଲ ମିଡ଼ିଆରେ...

Read more

ଆସନ୍ତାକାଲିରୁ ବସ ଧର୍ମଘଟ, ଜଗତସିଂହପୁର ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ଦୋଷ ଦେଲା ସଂଘ

ଆସନ୍ତାକାଲିରୁ ବସ ଧର୍ମଘଟ, ଜଗତସିଂହପୁର ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ଦୋଷ ଦେଲା ସଂଘ

କଟକ : ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ପରେ ବି ହେବ ବସ ଧର୍ମଘଟ । ୬ଟି ଜିଲ୍ଲାରେ ଆଲୋଚନା ସଫଳ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାକୁ ନେଇ ବର୍ଷିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଜଗତସିଂହପୁର ଜିଲ୍ଲାପାଳଙ୍କ...

Read more

ଆସିଲା ସୁଭଦ୍ରା ଟଙ୍କା, ହିତାଧିକାରୀଙ୍କ ଖାତାକୁ ଗଲା ୨୫୦କୋଟିର ସହାୟତା ରାଶି

ସୁଭଦ୍ରାକୁ ନେଇ ବଡ଼ ଖବର; ଏକାଥରେ ମିଳିବ ସୁଭଦ୍ରାର ୩ କିସ୍ତି ଟଙ୍କା

ଭୁବନେଶ୍ୱର : ଆସିଲା ସୁଭଦ୍ରା ଟଙ୍କା । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ମିଳିଲା ସୁଭଦ୍ରା କିସ୍ତି । ଏଥିରେ ୧ ଲକ୍ଷ ୭୮ ହଜାର ୩୯୮ ନୂଆ ହିତାଧିକାରୀ ସାମିଲ ହୋଇଥିବା ବେଳେ ପ୍ରଥମ ଓ ଦ୍ବିତୀୟ କିସ୍ତିରୁ...

Read more

ଆକ୍ସନ ମୋଡରେ ଜିଲ୍ଲା ଶିକ୍ଷାଧିକାରୀ, ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

ଆକ୍ସନ ମୋଡରେ ଜିଲ୍ଲା ଶିକ୍ଷାଧିକାରୀ, ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ

ପୁରୀ: ଆକ୍ସନ ମୋଡରେ ଜିଲ୍ଲା ଶିକ୍ଷାଧିକାରୀ । ପୁରୀ ଜିଲ୍ଲାର ୭୨ ଜଣ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଏକ ମାସର ଦରମା ବନ୍ଦ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ସମୟରେ ବଜ୍ରପାତ ହେଲେ ସେଥିରୁ କିଭଳି ସୁରକ୍ଷିତ ରହିପାରିବେ...

Read more

ରାଜ୍ୟରେ ବନ୍ଦ ହେଲା ତମାଖୁ ଏବଂ ନିକୋଟିନ୍‌ର ବ୍ୟବହାର, ବିକ୍ରି କରୁଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ରାଜ୍ୟରେ ବନ୍ଦ ହେଲା ତମାଖୁ ଏବଂ ନିକୋଟିନ୍‌ର ବ୍ୟବହାର, ବିକ୍ରି କରୁଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ  ।  ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ ।  ନା ହେବ ଉତ୍ପାଦନ, ନା ହେବ ବିକ୍ରି ।  ଚଳିତବର୍ଷ ଜାନୁୟାରୀ ୨୧ ତାରିଖରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି...

Read more
Page 82 of 245 1 81 82 83 245

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.