ଆଞ୍ଚଳିକ ଖବର

୨୪ରୁ ବନ୍ଦ ହେବ ବସ ଚଳାଚଳ, କଟକକୁ ଆସିବ ନାହିଁ କୌଣସି ଘରୋଇ ବସ

୨୪ରୁ ବନ୍ଦ ହେବ ବସ ଚଳାଚଳ, କଟକକୁ ଆସିବ ନାହିଁ କୌଣସି ଘରୋଇ ବସ

କଟକ: ୨୪ରୁ ବନ୍ଦ ହେବ ବସ ଚଳାଚଳ ।  କଟକକୁ ଆସିବ ନାହିଁ କୌଣସି ଘରୋଇ ବସ ।  ମୁଖ୍ୟମନ୍ତ୍ରୀ ବସ ସେବାକୁ ବିରୋଧ କରି ରାଜ୍ୟ ଘରୋଇ ବସ ମାଲିକ ସଂଘ ର ନିଷ୍ପତ୍ତି । ୨୩ ତାରିଖ ସୁଦ୍ଧା ଯଦି...

Read more

ଆସନ୍ତାକାଲି ଚିଲିକାରେ ପକ୍ଷୀ ଗଣନା, ସକାଳ ୬ ଟାରୁ ଆରମ୍ଭ ହେବା କାର୍ଯ୍ୟକ୍ରମ

ଆସନ୍ତାକାଲି ଚିଲିକାରେ ପକ୍ଷୀ ଗଣନା, ସକାଳ ୬ ଟାରୁ ଆରମ୍ଭ ହେବା କାର୍ଯ୍ୟକ୍ରମ

ବାଲୁଗାଁ :  ଆସନ୍ତାକାଲି ଚିଲିକାରେ ପକ୍ଷୀ ଗଣନା ।  ପ୍ରଶିକ୍ଷଣ ନେଉଛନ୍ତି ନିୟୋଜିତ କର୍ମଚାରୀ ।  ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡକୁଳ ସ୍ଥିତ CDA କାର୍ଯ୍ୟାଳୟ ଠାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।...

Read more

ଅଖିଳେଶ ଓ ନବୀନଙ୍କ ଭେଟଘାଟ ନେଇ ବଢିଲା ଚର୍ଚ୍ଚା

ଅଖିଳେଶ ଓ ନବୀନଙ୍କ ଭେଟଘାଟ ନେଇ ବଢିଲା ଚର୍ଚ୍ଚା

ଭୁବନେଶ୍ୱର : ଅଖିଳେଶ ଓ ନବୀନଙ୍କ ଭେଟଘାଟନେଇ ବଢିଲା ଚର୍ଚ୍ଚା  l  ଓଡିଶା ଗସ୍ତରେ ଥିବା ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି  l ଏହି  ଭେଟ ଘାଟକୁ ନେଇ...

Read more

ରାଉରକେଲା ବିମାନ କ୍ରାସ ଘଟଣାରେ ଜଣେ ମୃତ

ରାଉରକେଲା ବିମାନ କ୍ରାସ ଘଟଣାରେ ଜଣେ ମୃତ

ରାଉରକେଲା ବିମାନ କ୍ରାସ ଘଟଣାରେ ଜଣେ ମୃତ ।  ଆଜି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶୁଶାନ୍ତ ବିଶ୍ୱାଳ । ଗତ 10 ତାରିଖରେ ଜଳଦା ନିକଟରେ ହୋଇଥିଲା ଦୁର୍ଘଟଣା ।...

Read more

ଯାଜପୁର ପ୍ରସିଦ୍ଧ ଓଳାଶୁଣି ମେଳା ୨୦୨୬

ଯାଜପୁର ପ୍ରସିଦ୍ଧ ଓଳାଶୁଣି ମେଳା ୨୦୨୬

ବଡ଼ଚଣା ୧୫/୦୧:- ବଡ଼ଚଣା ବ୍ଲକ ଅନ୍ତର୍ଗତ ଶୁଖୁଆପଡା ନିକଟସ୍ଥ ପଳାଶୁଣି ପାହାଡ଼ ଉପରେ ଆରମ୍ଭ ହୋଇଯାଇଛି ପଳାଶୁଣି ମେଳା । ଏହା ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅଟେ । ମେଳା ଟି ରାଜପୁତ୍ର ରୁ ସନ୍ନ୍ୟାସୀ ସନ୍ଥ ଅରକ୍ଷିତ...

Read more

ବିବିବିପି ଅଧିନରେ ଅନଲାଇନ ସୁରକ୍ଷା ଏବଂ ସାଇବର ସଚେତନତା ଉପରେ ବ୍ଲକ ସ୍ତରୀୟ କର୍ମଶାଳା

ବିବିବିପି ଅଧିନରେ ଅନଲାଇନ ସୁରକ୍ଷା ଏବଂ ସାଇବର ସଚେତନତା ଉପରେ ବ୍ଲକ ସ୍ତରୀୟ କର୍ମଶାଳା

ବାଲେଶ୍ୱର (ଭିଓଭି) ୧୬/୧ ; - ସାଧାରଣ ଜନତାଙ୍କ ପାଇଁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରେମୁଣା ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୋସିଆଲ ମିଡ଼ିଆ ବ୍ୟବହାର କରିବା ସମୟରେ ସତର୍କତା , ଅନ୍ ଲାଇନ୍ ସପିଂ ଏବଂ ଆର୍ଥିକ...

Read more

୫ ଦଫା ଦାବୀ ନେଇ ଶ୍ରମିକ ଓ କୃଷକ ମିଳିତ ମଞ୍ଚର ବ୍ଳକ ସମ୍ମୁଖରେ ଗଣ ବିକ୍ଷୋଭ ସଂଗଠିତ

୫ ଦଫା ଦାବୀ ନେଇ ଶ୍ରମିକ ଓ କୃଷକ ମିଳିତ ମଞ୍ଚର ବ୍ଳକ ସମ୍ମୁଖରେ ଗଣ ବିକ୍ଷୋଭ ସଂଗଠିତ

ରଣପୁର, ୧୬ ଜାନୁୟାରୀ :-- ଶ୍ରମିକ କୃଷକ ଓ କ୍ଷେତ ମଜଦୁର ୟୁନିୟନ ର ମିଳିତ ଆହ୍ୱାନ କ୍ରମେ ରାଜ୍ୟ ବ୍ୟାପୀ ଅନୁଷ୍ଠିତ ଆନ୍ଦୋଳନ ପରିପ୍ରେକ୍ଷୀ ରେ ରଣପୁର ବ୍ଳକ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଥିଲା।ସାଥୀ ଗଦାଧର ପ୍ରଧାନ...

Read more

ପ୍ରେସ କଲୋନୀ ବିଦ୍ୟାଳୟର ବାର୍ଷିକ ଉତ୍ସବ

ପ୍ରେସ କଲୋନୀ ବିଦ୍ୟାଳୟର ବାର୍ଷିକ ଉତ୍ସବ

କଟକ, ନୂଆପଡ଼ା ସ୍ଥିତ ଓଡ଼ିଶା ସରକାରୀ ପ୍ରେସ କଲୋନୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। କଟକ ସଦର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ...

Read more

ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁ ବିଜେଡିରୁ ଗଣେଶ୍ବର ବରାଳ ନିଲମ୍ବିତ

ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁ ବିଜେଡିରୁ ଗଣେଶ୍ବର ବରାଳ ନିଲମ୍ବିତ

ଯାଜପୁର: ବିଜେଡିରୁ ଗଣେଶ୍ବର ବରାଳ ନିଲମ୍ବିତ । ଯାଜପୁର ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ବର ବରାଳ ନିଲମ୍ବିତ । ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ କରାଯାଇଛି। ବିଜେଡି ଉପସଭାପତି ପ୍ରତାପ...

Read more

ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଥାନାରେ ଏତଲା, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଲିଖିତ ଅଭିଯୋଗ

ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଥାନାରେ ଏତଲା, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଲିଖିତ ଅଭିଯୋଗ

ଭୁବନେଶ୍ୱର: ମକର ସଂକ୍ରାନ୍ତି ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଥାନାରେ ଏତଲା । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ ଓ ବନ୍ଦ ହେଲା ନୀତିକାନ୍ତି...

Read more
Page 86 of 245 1 85 86 87 245

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.