ଭୁବନେଶ୍ୱର : ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ । ଏହି ମଡ୍ୟୁଲ ଜରିଆରେ ସମସ୍ତ ଅଭିଯୋଗର ଜବାବ ରଖିବ ବିଭାଗ । ମିଳି ନଥିଲେ ମିଳିବ ସୁଭଦ୍ରା । ପୂର୍ବରୁ ପୋର୍ଟାଲରେ ଲୋକ ଅଭିଯୋଗ କରୁଥିଲେ ବି ଏହାର...
Read moreଅଦ୍ୟ ତା ୧୩.୦୯.୨୫ ରିଖ, ଶନିବାର ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍ ୧୯୮୬ ମାଟ୍ରିକ୍ ବ୍ୟାଚ୍ର ଛାତ୍ରଛାତ୍ରୀମାନେ ଦୀର୍ଘବର୍ଷପରେ ଧାଇଁ ଆସିଥିଲେ ନିଜ ସ୍କୁଲ୍କୁ, ନିଆରା ଢ଼ଙ୍ଗରେ ଦେଇଥିଲେ ପ୍ରତିଦାନ । ଛାତ୍ର ପାର୍ଥପ୍ରତିମ୍ ଓ ଛାତ୍ରୀ ତଥା ଜିଲ୍ଲା ସମଗ୍ର ଶିକ୍ଷା...
Read moreଗୋପ :- 13/09/2025 ଏବେ ପୂଜା ରୁତୁ ର ଆଗମନ ହେତୁ l ଶ୍ରୀମନ୍ଦିର ଠାରୁ ସମୁନ୍ଦ୍ର କୁଳ ଆଉ ପିପିଲି ଠାରୁ କୋଣାର୍କ ଆଉ କୋଣାର୍କ ଠାରୁ ପୁରୀ ଦେଇ ସାତପଡ଼ା ପର୍ଯ୍ୟନ୍ତ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକ ସୁରକ୍ଷିତ...
Read moreନୂଆଦିଲ୍ଲୀ : ଆଜି ମିଜୋରାମ ପାଇଁ ଐତିହାସିକ ଦିନ । ମିଜୋରାମ ଆଇଜଲ ବୈରବି-ସୈରାଙ୍ଗା ରେଳ ଲାଇନ ଏବଂ ତିନୋଟି ନୂଆ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥି ସହିତ ଆଇଜଲରୁ ରାଜଧାନୀ ନୂଆଦିଲ୍ଲୀକୁ ପ୍ରଥମ ଟ୍ରେନ ଚଳାଚଳ କରିବ...
Read moreଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ବର୍ଷା । ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେ ତ୍ର। ଏହା ଦକ୍ଷିଣ ଓଡ଼ିଶା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼...
Read moreଭୁବନେଶ୍ୱର : ଦରମା ମିଳିଲାନି ଗାଡ଼ି ଗଡ଼ିଲାନି । ଠିକ୍ ସମୟରେ ଦରମା ନମିଳିବାରୁ ପ୍ରତିବାଦକୁ ଓହ୍ଲାଇଛନ୍ତି ଆମ ବସ କର୍ମଚାରୀ । ଆଜି ପୋଖରୀପୁଟ ଡିପୋର ବସ କର୍ମଚାରୀ ଏକାଠି ଷ୍ଟିଅରିଂ ଛାଡ ଆନ୍ଦୋଳନ କରିଛନ୍ତି ।୪୩ଟି ବସ ବନ୍ଦ ପଡ଼ିଥିବାରୁ...
Read moreବ୍ରହ୍ମପୁର: ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୭ରେ ପ୍ରଧାନମନ୍ତ୍ରୀ ଗଞ୍ଜାମ ଗସ୍ତରେ ଆସିବେ ବୋଲି ଜଣାପଡିଛି । ବ୍ରହ୍ମପୁରରେ ହେବାକୁ ଥିବା ଯୁବ ସମାବେଶରେ ସାମିଲ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗତକାଲି ଏକ ଟିମ ବ୍ରହ୍ମପୁର ଆସି...
Read moreଗୁଜରାଟ : ଗୁଜରାଟ କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ ବିମାନ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ବିମାନଟି ଉଡ଼ାଣ ଭରିବା ମାତ୍ରେ ଗୋଟିଏ ଚକ ଖସିପଡିଥିଲା । ବିମାନରେ ୭୫ ଜଣ ଯାତ୍ରୀ ରହିଥିଲେ । ତେବେ ବିମାନଟି ସୁରକ୍ଷିତ ଭାବେ ଅବତରଣ...
Read moreନୂଆଦିଲ୍ଲୀ: ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟ ଦେଇଛନ୍ତି ଏକ ବଡ଼ ମନ୍ତବ୍ୟ । ମୁଖ୍ୟ ବିଚାରପତି ବି ଆର ଗଭାଇ କହିଛନ୍ତି ଯେ ଯଦି ଏନସିଆର ସହରଗୁଡ଼ିକର ବାୟୁ ସଫା କରିବାର ଅଧିକାର ଅଛି, ତେବେ ଅନ୍ୟ ସହରର ଲୋକମାନଙ୍କୁ କାହିଁକି ନୁହେଁ...
Read moreବାଲେଶ୍ବର : ବାଲେଶ୍ବର ଜେଲକୁ ଆସିଲା ଟେରୋରିଷ୍ଟ । ମିରଟ ଜେଲରୁ ବାଲେଶ୍ୱର ଜେଲକୁ ଆସିଲା ପାକିସ୍ତାନୀ ISI ଏଜେଣ୍ଟ ଆସିଫ ଅଲ୍ଲୀ । ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ କ୍ଷେପଣାସ୍ତ୍ର ପରୀକ୍ଷଣ ତଥ୍ୟ ହସ୍ତାନ୍ତର ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିଲା ଆଇଏସଆଇ ଏଜେଣ୍ଟ...
Read moreCopyright © 2023.