ସମ୍ବଲପୁର : କମୁଛି ହୀରାକୁଦ ଡ୍ୟାମର ଜଳସ୍ତର । ବନ୍ଦ ହେଲା ଆଉ ୪ଟି ଗେଟ୍ । ବର୍ତ୍ତମାନ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ। ବାମ ପାର୍ଶ୍ବର ୯ଟି ଓ ଡାହାଣ ପାର୍ଶ୍ବର ୫ଟି ସ୍ଲୁଇସ ଗେଟ୍ ଖୋଲା...
Read moreପୁରୀ : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ବୁଧବାର ଶ୍ରାବଣ ଶୁକ୍ଳ ଷଷ୍ଠୀ ତିଥି । ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ...
Read moreନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ସେନାକୁ ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇନଥିଲା। ଯାହା ସିଡିଏସ୍ ଅନୀଲ ଚୌହ୍ଵାନ କହୁ କହୁ କହି ଦେଇଥିଲେ। ଶତ୍ରୁପକ୍ଷକୁ ଉଚିତ ଶିକ୍ଷା ଦେବା ପାଇଁ ଦରକାର ରାଜନୈତିକ ଇଚ୍ଛାଶକ୍ତି, ଯାହାକି ୧୯୭୧ରେ ବାଂଲାଦେଶ ଯୁଦ୍ଧ ବେଳେ ଇନ୍ଦିରା ଗାନ୍ଧି...
Read moreନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଆଲୋଚନା ବେଳେ ଗତକାଲି ସଂସଦରେ ପିଓକେ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିଥିଲେ କଂଗ୍ରେସ ସାଂସଦ ତରୁଣ ଗୋଗୋଇ । ଆଜି ତାର ଉତ୍ତର ରଖିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ଜବାହ.ଲାଲ ନେହରୁଙ୍କ ପାଇଁ ଆଜି...
Read moreଆଜି ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହେବ ବୋଲି ଜଣାଯାଇଛି | ଆଜି ଜଣେ ସୁଆର ବଡୁ ସେବକ ଆହତ ହେବାରୁ ଶ୍ରୀମନ୍ଦିରରେ ରକ୍ତ ପଡିଥିଲା | ଜଣେ ସୁଆର ବଡ଼ୁ ସେବକ ଶ୍ରୀଜୀଉଙ୍କ ଫୁଲ ସଜାଇବାକୁ ଯାଉଥିବା ବେଳେ ପଡି ଯାଇଥିଲେ...
Read moreଭୁବନେଶ୍ୱର : ଗିରଫ ହେବେ କି ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ? ବିଷ୍ଣୁପଦଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହେବା ପରେ ବଢ଼ିଛି ଗିରଫଦାରୀ ସମ୍ଭାବନା । ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ...
Read moreନୂଆଦିଲ୍ଲୀ: ଅପରେସନ ମହାଦେବରେ ୩ ପହଲଗାମ ଆତଙ୍କବାଦୀ ମୃତ । ଲୋକସଭାରେ ଅପରେସନ ସିନ୍ଦୁର ନେଇ ଚର୍ଚ୍ଚା ବେଳେ ସ୍ପଷ୍ଟ କଲେ ଗୃହମନ୍ତ୍ରୀ ଅମିତ ଶାହ । ମୃତ ସମସ୍ତ ଆତଙ୍କବାଦୀ ଲସ୍କର ଏ ତୋଏବାର ସଦସ୍ୟ । ଅପରେସନ ସିନ୍ଦୂରକୁ...
Read moreଭୁବନେଶ୍ୱର : ବିଏମସି କମିଶନର ଭାବେ ଦାୟିତ୍ବ ନେଲେ ଚଞ୍ଚଲ ରାଣା । ୧୭ତମ ବିଏମସି କମିଶନର ଭାବେ ନେଲେ ଦାୟିତ୍ବ । ଭାରପ୍ରାପ୍ତ କମିଶନର ରତ୍ନାକର ସାହୁ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ଆଜି ପ୍ରଥମ ଦିନରେ ବିଏମସିର ବିଭିନ୍ନ...
Read moreରାଜନଗର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା । ପର୍ଯ୍ୟଟକମାନେ ଭିତରକନିକାରେ ଲୁଣା ଜାତୀୟ ଗଛଗୁଡ଼ିକର ଚାରାକୁ ମ୍ୟାନ୍ଗ୍ରୁଭ୍...
Read moreପୁରୀ : ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ଧରାପଡିଲେ ଯୁବକ । ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କଏଦ କରିଥିଲା ଫୋଟୋ ଭିଡିଓ । ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଉକ୍ତ ଯୁବକକୁ ଧରିଥିଲା ପୋଲିସ । ସୂଚନା ଅନୁସାରେ...
Read moreCopyright © 2023.