• About Us
  • Contact Us
Sunday, October 18, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

‘ଅପରେସନ ସିନ୍ଦୂର’ ସ୍ବତନ୍ତ୍ର ଆଲୋଚନା, ଏମିତି କହିଲେ ରାହୁଲ ଗାନ୍ଧୀ

by Voice of Victims
July 29, 2025
in ଦେଶ ବିଦେଶ, ମୁଖ୍ୟ ଖବର
ପୁରୀ ଦଳାଚକଟା ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ କହିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ସେନାକୁ ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇନଥିଲା। ଯାହା ସିଡିଏସ୍ ଅନୀଲ ଚୌହ୍ଵାନ କହୁ କହୁ କହି ଦେଇଥିଲେ। ଶତ୍ରୁପକ୍ଷକୁ ଉଚିତ ଶିକ୍ଷା ଦେବା ପାଇଁ  ଦରକାର ରାଜନୈତିକ ଇଚ୍ଛାଶକ୍ତି, ଯାହାକି ୧୯୭୧ରେ ବାଂଲାଦେଶ ଯୁଦ୍ଧ ବେଳେ ଇନ୍ଦିରା ଗାନ୍ଧି ଦେଖାଇଥିଲେ। ଆତଙ୍କବାଦ ବିଶ୍ଵ ପାଇଁ ଅଭିଶାପ। ଏହା ଶତ ପ୍ରତିଶତ ଶତ। କୌଣସି ରାଷ୍ଟ୍ର ଆତଙ୍କବାଦକୁ ସମର୍ଥନ କରେ ନାହିଁ। ଅପରେସନ ସିନ୍ଦୂରର ସଫଳତା ନେଇ ଭାରତ ସରକାର ସବୁ ରାଷ୍ଟ୍ରକୁ ପ୍ରତିନିଧି ପଠାଇ ସମର୍ଥନ ଯୋଗାଡ଼ କଲେ। କିନ୍ତୁ ପହଲଗାଁଓ ଆକ୍ରମଣ ଘଟଣାରେ ପାକିସ୍ତାନ ଦାୟୀ ବୋଲି କୌଣସି ରାଷ୍ଟ୍ର କହି ନାହାନ୍ତି। ଭାରତ ସରକାରଙ୍କୁ ଆହ୍ଵାନ ଦେଇ ରାହୁଲ ଗାନ୍ଧି କହିଛନ୍ତି, ଏ ଯୁଦ୍ଧ ବିରାମ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମଧ୍ୟସ୍ଥିରେ ହୋଇଛି।

ଯାହାକୁ ଟ୍ରମ୍ପ ନିଜେ ୨୯ ଥର କହିଲେଣି। ରାହୁଲ ଗାନ୍ଧି ଚ୍ୟାଲେଞ୍ଜ ଦେଇ କହିଛନ୍ତି, ଆଜି ଏଇ ଗୃହରେ ଭାରତ ସରକାର କୁହନ୍ତୁ, ଟ୍ରମ୍ପ ମିଛ କହୁଛନ୍ତି। ଅପରେସନ ସିନ୍ଦୂରର ସମୟକୁ ନେଇ ସରକାରଙ୍କୁ ଧୋଇଛନ୍ତି ରାହୁଲ। ସେ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀ କହିଲେ, ରାତି ଗୋଟା ୫ରେ ଆରମ୍ଭ ହେଲା ଅପରେସନ ସିନ୍ଦୂର। ରାଜନାଥ ଏହା କହିଲେ, ଏହା ୨୨ ମିନିଟ ଯାଏ ଚାଲିଥିଲା। ତା ପରେ ସେ ପୁଣି କହିଲେ, ରାତି ୧ଟା ୩୫ ମିନିଟରେ ଆମେ ପାକିସ୍ତାନକୁ ଜଣାଇଲୁ ଆମେ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ଵଂସ କରିଛୁ। କିନ୍ତୁ ଆମେ ଏହାକୁ ଆଗକୁ ବଢ଼ାଇବାକୁ ଚାହୁଁନାହୁଁ। ବୋଧହୁଏ ପ୍ରତିରକ୍ଷା ମନ୍ତ୍ରୀ କଣ କହୁଛନ୍ତି, ଜାଣିପାରୁ ନାହାନ୍ତି।

ଏହାର ଅର୍ଥ ପାକିସ୍ତାନକୁ ଆମେ ସିଧାସଳଖ କହିଲୁ, ସେ ଆମେ ଲଢିବାକୁ ପ୍ରସ୍ତୁତ ନୋହୁଁ । କେନ୍ଦ୍ର ସରକାର ସ୍ଵାଧୀନତା ନ ଦେବାରୁ ଆମକୁ କେତେକ ଯୁଦ୍ଧ ବିମାନ ହରାଇବାକୁ ପଡ଼ିଲା ବୋଲି କହିଛନ୍ତି ରାହୁଲ ଗାନ୍ଧି। ମିଲିଟାରି କେନ୍ଦ୍ରକୁ ଟାର୍ଗେଟ କରିବାକୁ ସ୍ଵାଧୀନତା ଦିଆନଯିବାରୁ ଏପରି ହେଲା ବୋଲି କହିଛନ୍ତି ରାହୁଲ ଗାନ୍ଧି।

Post Views: 172
Share199Tweet124Send
Voice of Victims

Voice of Victims

Recent Posts

  • ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବଡ଼ ସଫଳତା, ଭୁବନେଶ୍ୱରରୁ ଗିରଫ ହେଲା ଅଭିଯୁକ୍ତ ଜିତେନ୍‌, ସହଯୋଗୀଙ୍କୁ ଖୋଜୁଛି ପୋଲିସ
  • ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ଉଦ୍‌ଯାପିତ ହେଲା ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’, କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଗଲା, ବ୍ଲକସ୍ତରୀୟ ସୁରଭି ପାଇଁ ଚୟନ ହେଲେ ପ୍ରଥମ ସ୍ଥାନ ଅଧିକାରୀ
  • ଚୋରବାଗାନ ଦୁର୍ଗା ପୂଜା ପେଣ୍ଡାଲରେ ଦୁର୍ଘଟଣା: ୧୯ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା, ଦିଆଯିବ ସରକାରୀ ଚାକିରି
  • ଲଣ୍ଡନରେ ଧ୍ରୁବ ରାଠୀଙ୍କ ପ୍ରଦର୍ଶନ, ବିରୋଧୀଙ୍କ ନାରାବାଜିରେ ଉତ୍ତେଜନା
  • ଆଜି ମଣ୍ଡପରେ ମାଆଙ୍କର ମହାସପ୍ତମୀ ପୂଜା, ପୀଠେ ମହାଷ୍ଟମୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In