ମୁଖ୍ୟ ଖବର

ମୟୁରଭଂଜ ହେଲା ଦୁଇଟି ପୋଲିସ ଜିଲ୍ଲା, ଆଜି ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର

ମୟୁରଭଂଜ ହେଲା ଦୁଇଟି ପୋଲିସ ଜିଲ୍ଲା, ଆଜି ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ବର: ରାଜ୍ୟ ସରକାର କ୍ୟାବିନେଟ୍‌ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ତେବେ ମୁଖ୍ୟ ପ୍ରସଂଗ ହେଲା ମୟୁରଭଂଜ ଜିଲ୍ଲାକୁ ଦୁଇଟି...

Read more

ବଢିବ ଅଧିକାରୀ ମାନଙ୍କ ପ୍ରଶାସନିକ ଦକ୍ଷତା, ଫାଇଲ ବିଳମ୍ବ ରୋକିବାକୁ ସରକାରଙ୍କ ପ୍ରୟାସ

ବଢିବ ଅଧିକାରୀ ମାନଙ୍କ ପ୍ରଶାସନିକ ଦକ୍ଷତା, ଫାଇଲ ବିଳମ୍ବ ରୋକିବାକୁ ସରକାରଙ୍କ ପ୍ରୟାସ

ଭୁବନେଶ୍ୱର : ବଢିବଅଧିକାରୀ ମାନଙ୍କ ପ୍ରଶାସନିକ ଦକ୍ଷତା । ଏହା ସହ ଫାଇଲକୁ ୩ସ୍ତରରେ କାର୍ଯ୍ୟ କରିବା ସହ ନୂଆ ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ ନିଯୁକ୍ତ ହେବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ପ୍ରମୁଖ ସଚିବ, ଅତିରିକ୍ତ...

Read more

ଲୋୟର ପିଏମଜିରେ ବ୍ୟାରିକେଟ ଭାଙ୍ଗିଲେ ବିଜେଡି କର୍ମୀ, ପାଣି ପରେ ଟିୟର ଗ୍ୟାସ ମାଡ଼ କଲା ପୋଲିସ

ଲୋୟର ପିଏମଜିରେ ବ୍ୟାରିକେଟ ଭାଙ୍ଗିଲେ ବିଜେଡି କର୍ମୀ, ପାଣି ପରେ ଟିୟର ଗ୍ୟାସ ମାଡ଼ କଲା ପୋଲିସ

ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ଲୋୟର ପିଏମଜି । ବିଜେଡି କର୍ମୀ – ପୋଲିସ ମୁହାଁମୁହିଁ । ଆନ୍ଦୋଳନକାରୀଙ୍କ ଉପରକୁ ପାଣି ଓ ଟିୟର ଗ୍ୟାସ ମାଡ କରିଛି ପୋଲିସ । ବିଜେଡିର କିଛି ନେତା ଓ କର୍ମୀଙ୍କୁ ଉଠାଇନେଇଛି କମିଶନରେଟ...

Read more

କେନ୍ଦ୍ରାପଡ଼ା ଡେରାବିଶରେ ବାର୍ଡ ଫ୍ଲୁ , ଆଜି ସୁଦ୍ଧା ମୋଟ ୨୩୮ଟି କୁକୁଡା ମରିଥିବା ସୂଚନା

କେନ୍ଦ୍ରାପଡ଼ା ଡେରାବିଶରେ ବାର୍ଡ ଫ୍ଲୁ , ଆଜି ସୁଦ୍ଧା ମୋଟ ୨୩୮ଟି କୁକୁଡା ମରିଥିବା ସୂଚନା

କେନ୍ଦ୍ରାପଡା: କେନ୍ଦ୍ରାପଡା ଡେରାବିଶ ବ୍ଳକ ଦୁମୁକାହାଟ ଗାଁର ଏକ ବ୍ରଏଲର୍ ଫାର୍ମରେ କୁକୁଡା ମଡକ । ଗତ ୩ ଦିନ ହେବ କୁକୁଡାଙ୍କଠାରେ ରୋଗର ଲକ୍ଷଣ ଦେଖାଦେଇଛି ।  କୁକୁଡା ଗୁଡିକ ସ୍ଥିର ହୋଇ ବସି ରହିବା ସହ ମୁଣ୍ଡ ମାଡି ପଡି...

Read more

ପ୍ରବଳ ବର୍ଷା ଯୋଗୁଁ ଅମରନାଥ ଯାତ୍ରା ସ୍ଥଗିତ, ଖବରକୁ ଗୁଜବ ବୋଲି କହିଲେ ଜମ୍ମୁ କଶ୍ମୀର DIPRO

ପ୍ରବଳ ବର୍ଷା ଯୋଗୁଁ ଅମରନାଥ ଯାତ୍ରା ସ୍ଥଗିତ, ଖବରକୁ ଗୁଜବ ବୋଲି କହିଲେ ଜମ୍ମୁ କଶ୍ମୀର DIPRO

ନୂଆଦିଲ୍ଲୀ: ପ୍ରବଳ ବର୍ଷା ହେଉଥିବାରୁ ଅମରନାଥ ଯାତ୍ରାକୁ ସ୍ଥଗିତ କରାଯାଇଛି । ପ୍ରବଳ ବର୍ଷା ପାଇଁ ଯାତାୟତରେ ଅସୁବିଧା ହେବା ସହ ବାଲଥାଲ ଏବଂ ପହଲଗାମରୁ ତୀର୍ଥଯାତ୍ରୀଙ୍କୁ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରଥମ...

Read more

ସାପ୍ତାହିକ ପତ୍ରିକା ତେଜସ୍ବିନୀର ଡିଜିଟାଲ ମିଡିଆ ଲୋକାର୍ପଣ

ସାପ୍ତାହିକ ପତ୍ରିକା ତେଜସ୍ବିନୀର ଡିଜିଟାଲ ମିଡିଆ ଲୋକାର୍ପଣ

ଭୁବନେଶ୍ବର: ସମାଜସେବୀ ଅନୁଷ୍ଠାନ ତେଜସ୍ବିନୀ ଫାଉଣ୍ଡେସନର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ସାପ୍ତାହିକ ପତ୍ରିକା ତେଜସ୍ବିନୀର ଡିଜିଟାଲ ମିଡିଆର ଲୋକାର୍ପଣ ଉତ୍ସବ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନର ସଭାପତି ଯତୀନ୍ଦ୍ର ନାଥ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି...

Read more

ସୌମ୍ୟଶ୍ରୀଙ୍କ ଆତ୍ମାର ସଦଗତି ସହ ରାଜ୍ୟ ସରକାରଙ୍କ ବିଫଳତା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

ସୌମ୍ୟଶ୍ରୀଙ୍କ ଆତ୍ମାର ସଦଗତି ସହ ରାଜ୍ୟ ସରକାରଙ୍କ ବିଫଳତା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

ରଣପୁର ୧୫/୦୭: ଫକୀର ମୋହନ ୟୁନିଭରସିଟି ବାଲେଶ୍ୱର ର ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ନିବେଦନ ପରେ ପ୍ରଶାସନ କିମ୍ବା ରାଜ୍ୟସରକାର ତାଙ୍କୁ ନ୍ୟାୟ ପ୍ରଦାନରେ ବିଫଳତା ଫଳରେ ସେ ଅସହାୟ ହୋଇ ନିଜଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା...

Read more

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା

ଭୁବନେଶ୍ୱର : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା ବନ୍ଦ ଡାକରା । ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଜୀବନ ହାରିବା ଘଟଣାକୁ...

Read more

ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କଲେ ନବୀନ, କହିଲେ ଏହା ଏକ ଯୋଜନାବଦ୍ଧ ଅନ୍ୟାୟ

ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କଲେ ନବୀନ, କହିଲେ ଏହା ଏକ ଯୋଜନାବଦ୍ଧ ଅନ୍ୟାୟ

ଭୁବନେଶ୍ୱର : ଏଫଏମ କଲେଜ ଛାତ୍ରୀଙ୍କ ଦେହାନ୍ତକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏମସରେ ଚିକିତ୍ସିତ ହେଉଥିବା ବାଲେଶ୍ବର ଏଫଏମ କଲେଜ ପୀଡ଼ିତାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ଓ ମର୍ମାହତ । ...

Read more

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ଆସନ୍ତାକାଲି ଲୋକସେବା ଭବନ ଘେରାଉ କରିବ ବିଜେଡି

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ଆସନ୍ତାକାଲି ଲୋକସେବା ଭବନ ଘେରାଉ କରିବ ବିଜେଡି

ଭୁବନେଶ୍ୱର : ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ ଲୋକସେବା ଭବନ ଘେରାଉ କରିବ ବିଜେଡି।  ଆସନ୍ତାକାଲି ଲୋକସେବା ଭବନ ଘେରାଉ କରିବ ବିଜେଡି ।  ଆଜି ସନ୍ଧ୍ୟାରେ ଦଳ ପକ୍ଷରୁ candle rally କରାଯିବ।  ସିଟିଂ ଜଜଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ...

Read more
Page 250 of 728 1 249 250 251 728

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.