ମୁଖ୍ୟ ଖବର

ଜମ୍ମୁ କଶ୍ମୀର : ଡୋଡାରେ ଖାଇକୁ ଖସିଲା ଗାଡ଼ି, ୫ ମୃତ, ୧୦ରୁ ଅଧିକ ଆହତ

ଜମ୍ମୁ କଶ୍ମୀର : ଡୋଡାରେ ଖାଇକୁ ଖସିଲା ଗାଡ଼ି, ୫ ମୃତ, ୧୦ରୁ ଅଧିକ ଆହତ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରରେ ଡୋଡାରେ ଗଭୀର ଖାତକୁ ଖସିଲା ଟେମ୍ପୋ ଟ୍ରାଭେଲର । ଫଳରେ ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି...

Read more

ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ଵର ଏଫଏମ ଛାତ୍ରୀ, ଭୋଗରାଇରେ ହେବ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ

ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ଵର ଏଫଏମ ଛାତ୍ରୀ, ଭୋଗରାଇରେ ହେବ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ

ଭୁବନେଶ୍ୱର : ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଏଫଏମ ଛାତ୍ରୀ । ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇରେ ଆଖି ବୁଜିଲେ ।  ଭୁବନେଶ୍ବର ଏମସରେ ଆଖି ବୁଜିଛନ୍ତି ସୌମ୍ୟାଶ୍ରୀ ବିଶି । ଗତକାଲି ବିଳମ୍ବିତ ରାତିରେ ଏମସ କର୍ତ୍ତୃପକ୍ଷ ତାଙ୍କୁ କ୍ଲିନିକାଲ...

Read more

ଏଫଏମ କଲେଜର ନିଲମ୍ୱିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ

ଏଫଏମ କଲେଜର ନିଲମ୍ୱିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ

ବାଲେଶ୍ୱର; ଏଫଏମ କଲେଜର ନିଲମ୍ୱିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ । ଦିଲ୍ଲୀପ ଘୋଷଙ୍କୁ ଗିରଫ କଲା ସହଦେବ ଖୁଣ୍ଟା ଥାନା ପୁଲିସ । ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ ହୋଇଥିଲେ ନିଲମ୍ୱିତ । ଦିଲ୍ଲୀପ ଘୋଷଙ୍କୁ ନିଲମ୍ୱନ କରିଥିଲା ଉଚ୍ଚଶିକ୍ଷା...

Read more

DGCAର ବଡ଼ ନିର୍ଦ୍ଦେଶ; ସବୁ ବିମାନର ଇଞ୍ଜିନ୍ ଫୁଏଲ୍ ସ୍ୱିଚ୍ ଯାଞ୍ଚ ବାଧ୍ୟତାମୂଳକ

DGCAର ବଡ଼ ନିର୍ଦ୍ଦେଶ; ସବୁ ବିମାନର ଇଞ୍ଜିନ୍ ଫୁଏଲ୍ ସ୍ୱିଚ୍ ଯାଞ୍ଚ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିବା ପରେ ଡିଜିସିଏ ଏକ ବଡ଼ ଆଦେଶ ଜାରି କରିଛି । ଡିଜିସିଏ ସବୁ ପଞ୍ଜୀକୃତ ଭାରତୀୟ ବିମାନର ଇଞ୍ଜିନ୍ ଫୁଏଲ୍ ସ୍ୱିଚକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି । ଆଉ...

Read more

ବାଲେଶ୍ୱର ଛାତ୍ରୀ ପୋଡ଼ି ଘଟଣା , ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି

ଆଜି ଆସୁଛନ୍ତି ରାଷ୍ଟ୍ରପତି, ଅପରାହ୍ଣ ୫ଟା ୧୦ ମିନିଟ ସମୟରେ ପହଞ୍ଚିବେ ଭୁବନେଶ୍ବର

ଭୁବନେଶ୍ୱର: ଏମ୍ସ ବର୍ଣ୍ଣ ୱାର୍ଡରେ ଏଫ୍‌ଏମ୍‌ କଲେଜ ପୀଡ଼ିତାଙ୍କୁ ଭେଟିଲେ ମହାମହିମ ରାଷ୍ଟ୍ରପତି । ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସେ ପ୍ରଥମେ ଏମ୍ସ ସମାବର୍ତ୍ତନ...

Read more

ରେଳ ଯାତ୍ରାକୁ ସୁରକ୍ଷିତ କରିବାକୁ ରେଳବାଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ଟ୍ରେନ ବଗିରେ ଲଗାଯିବ ସିସିଟିଭି କ୍ୟାମେରା

ଆଜିଠାରୁ ବଦଳିଲା ରେଳବାଇର ଏହି ନିୟମ, ଟିକେଟ୍ ବୁକ୍ କରିବା ପୂର୍ବରୁ ଏହି ଖବର ପଢ଼ନ୍ତୁ…

ନୂଆଦିଲ୍ଲୀ: ରେଳ ଯାତ୍ରାକୁ ସୁରକ୍ଷିତ କରିବାକୁ ରେଳବାଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।  ଏଣିକି ଟ୍ରେନ ବଗିରେ ସିସିଟିଭି କ୍ୟାମେରା ଲଗାଯିବ ।  ୭୪ ହଜାର ବଗି ଓ ୧୫ ହଜାର ଲୋକମୋଟିଭରେ ସିସିଟିଭି କ୍ୟାମେରା ଲାଗିବ ।  ପୂର୍ବରୁ ପରୀକ୍ଷାମୂଳକ ଭାବରେ...

Read more

ରାଜଧାନୀର ଦୁଇଟି ସ୍କୁଲକୁ ବୋମା ଧମକ, ଭୟଭୀତ ଛାତ୍ରଛାତ୍ରୀ, ଯାଞ୍ଚ ଆରମ୍ଭ

ରାଜଧାନୀର ଦୁଇଟି ସ୍କୁଲକୁ ବୋମା ଧମକ, ଭୟଭୀତ ଛାତ୍ରଛାତ୍ରୀ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ : ରାଜଧାନୀର ଦୁଇଟି ପ୍ରମୁଖ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ବୋମା ଧମକ ମିଳିବା ପରେ ଛାତ୍ରଛାତ୍ରୀ ଏବଂ ସ୍କୁଲ କର୍ତ୍ତୃପକ୍ଷ ଭୟଭୀତ ହୋଇପଡିଛନ୍ତି । ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ...

Read more

ମହାକାଶରୁ ଆଜି ଫେରିବେ ଶୁଭାଂଶୁ ଶୁକ୍ଲା, ସାଥିରେ ଆଣିବେ ଅନେକ ସାମଗ୍ରୀ

ମହାକାଶରୁ ଆଜି ଫେରିବେ ଶୁଭାଂଶୁ ଶୁକ୍ଲା, ସାଥିରେ ଆଣିବେ ଅନେକ ସାମଗ୍ରୀ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଆଜି ଫେରିବେ । ଅପରାହ୍ନ ସାଢ଼େ ୪ଟାରେ ISS ଛାଡ଼ିବେ ମହାକାଶଚାରୀ । ଶୁଭାଂଶୁଙ୍କ ସମେତ ସହଯାତ୍ରୀ ପୃଥିବୀ ଫେରିବେ। ଅପରାହ୍ନ ୪ଟା ୩୪ରେ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ...

Read more

ଆଜି ଆସୁଛନ୍ତି ରାଷ୍ଟ୍ରପତି, ଅପରାହ୍ଣ ୫ଟା ୧୦ ମିନିଟ ସମୟରେ ପହଞ୍ଚିବେ ଭୁବନେଶ୍ବର

ଆଜି ଆସୁଛନ୍ତି ରାଷ୍ଟ୍ରପତି, ଅପରାହ୍ଣ ୫ଟା ୧୦ ମିନିଟ ସମୟରେ ପହଞ୍ଚିବେ ଭୁବନେଶ୍ବର

ଭୁବନେଶ୍ୱର  : ଆଜି ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି । କାରକେଡ୍ ରିହରସାଲ କରିଛି କମିଶନରେଟ୍ ପୋଲିସ । ଆଜି...

Read more
Page 251 of 728 1 250 251 252 728

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.