ମୁଖ୍ୟ ଖବର

ଆଜି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୫ ମିନିଟ ସମୟ ମାଗିଛି ବିଜେଡି, ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିବାକୁ ନିବେଦନ କରିଛି ଦଳ

ଆଜି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୫ ମିନିଟ ସମୟ ମାଗିଛି ବିଜେଡି, ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିବାକୁ ନିବେଦନ କରିଛି ଦଳ

ଭୁବନେଶ୍ବର : ଆଜି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୫ ମିନିଟ ସମୟ ମାଗିଛି ବିଜେଡି ।  ଏଫଏମ କଲେଜ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ ଘଟଣାରେ ଫେରାଦ ହେବ ବିଜେଡି ।  ରାଜ୍ୟରେ ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଷ୍ଟ୍ରପତିଙ୍କ ସହ...

Read more

ବଢିଲା ପାକିସ୍ତାନର ଚିନ୍ତା, ଚୀନ ସହିତ ହାତ ମିଶାଇଲା ଭାରତ, ଉପରାଷ୍ଟ୍ରପତିଙ୍କୁ ଭେଟିଲେ ଏସ. ଜୟଶଙ୍କର

ବଢିଲା ପାକିସ୍ତାନର ଚିନ୍ତା, ଚୀନ ସହିତ ହାତ ମିଶାଇଲା ଭାରତ, ଉପରାଷ୍ଟ୍ରପତିଙ୍କୁ ଭେଟିଲେ ଏସ. ଜୟଶଙ୍କର

ନୂଆଦିଲ୍ଲୀ: ଚୀନ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବେଜିଂରେ ଉପରାଷ୍ଟ୍ରପତି ହାନ ଝେଙ୍ଗଙ୍କୁ ଭେଟିଛନ୍ତି । ଏସସିଓ ଅଧ୍ୟକ୍ଷତା କରୁଥିବାରୁ ଚୀନକୁ ସମର୍ଥନ କରିଛନ୍ତି । ଉଭୟ ଦେଶ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ପାଇଁ ଲକ୍ଷ୍ୟ ରହିଛି । ଗସ୍ତ...

Read more

ଓଡିଶାରେ ପ୍ରଥମ ଥର ପାଇଁ ଆମେରିକୀୟ ରୋବଟ ଦ୍ୱାରା ଆଣ୍ଠୁ ଅସ୍ତ୍ରୋପଚାର

ଓଡିଶାରେ ପ୍ରଥମ ଥର ପାଇଁ ଆମେରିକୀୟ ରୋବଟ ଦ୍ୱାରା ଆଣ୍ଠୁ ଅସ୍ତ୍ରୋପଚାର

ଭୁବନେଶ୍ବର: ଆଣ୍ଠୁଜନିତ ସମସ୍ୟା ଆଜିକାଲି ସମସ୍ତଙ୍କୁ ଲାଗି ରହୁଛି। ଏଥିରୁ ଆଶୁ ମୁକ୍ତି ପାଇଁ ଆଜିକାଲି ପ୍ରଯୁକ୍ତି ବିଦ୍ୟା ପ୍ରମୁଖ ସହାୟକ ହେଉଛି। ପ୍ରଯୁକ୍ତି ବିଦ୍ୟାକୁ ଭିତ୍ତିକରି ଆମେରିକାର ଜିମର୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ROSA Robot ଆଣ୍ଠୁଜନିତ ସମସ୍ୟା ଦୂର...

Read more

ରାଜ୍ୟସଭାକୁ ମନୋନୀତ ହେଲେ ୪ ଜଣ ବିଶିଷ୍ଟ ବ୍ୟକ୍ତି

ରାଜ୍ୟସଭାକୁ ମନୋନୀତ ହେଲେ ୪ ଜଣ ବିଶିଷ୍ଟ ବ୍ୟକ୍ତି

ଦିଲ୍ଲୀ: ଭାରତର ରାଷ୍ଟ୍ରପତି ଆଜି ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଉଜ୍ଜ୍ୱଳ ଦେଓରାଓ ନିକମ, ସି. ସଦାନନ୍ଦନ ମାଷ୍ଟର, ହର୍ଷ ବର୍ଦ୍ଧନ ଶ୍ରିଙ୍ଗଲା ଏବଂ ମୀନାକ୍ଷୀ ଜୈନ। ସମ୍ବିଧାନର ଧାରା ୮୦(୧)(a) ଦ୍ୱାରା...

Read more

ହାତୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରରୁ ନାକଟିଦେଉଳ ଗଲା ଏକ ଟିମ୍

ହାତୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରରୁ ନାକଟିଦେଉଳ ଗଲା ଏକ ଟିମ୍

ଭୁବନେଶ୍ୱର: ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଏନେଇ ଭୁବନେଶ୍ୱରରୁ ନାକଟିଦେଉଳ ଗଲା ଏକ ଟିମ୍ । ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ମନୋଜ ନାୟାରଙ୍କ ନେତୃତ୍ବରେ ଏକ ଟିମ୍ ଭୁବନେଶ୍ୱରରୁ ନାକଟି ଦେଉଳ ଅଭିମୁଖେ ଗସ୍ତ କରିଛନ୍ତି...

Read more

ବାଲେଶ୍ବର ଛାତ୍ରୀ ଜୀବନ ହାରିବା ଉଦ୍ୟମ ଘଟଣା: କଲେଜ କର୍ତ୍ତୃପକ୍ଷଙ୍କ ଦାୟୀ କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ବର ଛାତ୍ରୀ ଜୀବନ ହାରିବା ଉଦ୍ୟମ ଘଟଣା: କଲେଜ କର୍ତ୍ତୃପକ୍ଷଙ୍କ ଦାୟୀ କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ଵର : ବାଲେଶ୍ବର ଛାତ୍ରୀ ଜୀବନ ହାରିବା ଉଦ୍ୟମ ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କ ଉପରେ ତୀବ୍ର ଅସନ୍ତୋଷ ଝାଡିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏହା ଅତ୍ୟନ୍ତ ଗମ୍ଭୀର ସମସ୍ୟା । ଘଟଣାରେ କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ସେ ଦାୟୀ କରିଛନ୍ତି ।...

Read more

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ ତାଙ୍କର ଚିକିତ୍ସା ଚାଲିଛି । ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ କଲେଜରଏଜୁକେସନ୍ ବିଭାଗ ଏଚଓଡି...

Read more

ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟରେ ବଡ଼ ଖୁଲାସା : ସାମ୍ନାକୁ ଆସିଲା ଦୁଇ ପାଇଲଟଙ୍କ ମଧ୍ୟରେ କଥାବାର୍ତ୍ତା

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମିଳିଲା ଦ୍ବିତୀୟ ବ୍ଲାକବକ୍ସ

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି  ।  ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି  ।  ଯେଉଁଥିରେ ଜଣାପଡ଼ିଛି ଯେ, କିଛି ସେକେଣ୍ଡ ଟେକ ଅଫ କରିବା ପରେ ବିମାନର ଦୁଇଟି...

Read more

ମାସେରୁ ଅଧିକ ସମୟ ହେଲା କେନ୍ଦ୍ରାପଡ଼ା କଲେଜ ପଡ଼ିଆରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ମାସେରୁ ଅଧିକ ସମୟ ହେଲା କେନ୍ଦ୍ରାପଡ଼ା କଲେଜ ପଡ଼ିଆରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

କେନ୍ଦ୍ରାପଡ଼ା: ମାସେ ପରେ ହେଲିକପ୍ଟରରୁ ତେଲ କାଢ଼ିବା ପ୍ରକ୍ରିୟା ଆରମ୍ଭ । କଣ୍ଟେନରରେ ପଠା ଯାଇ ପାରେ ହେଲିକପ୍ଟର । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ପାଇଁ ପହଞ୍ଚିଲା ଟେକ୍ନିକାଲ ଟିମ୍ । କେନ୍ଦ୍ରାପଡା ଅଟୋନୋମସ କଲେଜ ପଡିଆରେ ଅଟକି ରହିଛି ମୁଖ୍ୟମନ୍ତ୍ରୀଙ୍କ...

Read more

ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ : ଏଚଓଡି ଓ ପ୍ରିନ୍ସିପାଲ ସସପେଣ୍ଡ ପରେ ଗିରଫ, ଛାତ୍ରୀଙ୍କୁ ଭେଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ : ଏଚଓଡି ଓ ପ୍ରିନ୍ସିପାଲ ସସପେଣ୍ଡ ପରେ ଗିରଫ, ଛାତ୍ରୀଙ୍କୁ ଭେଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : AIIMS ରେ ଛାତ୍ରୀଙ୍କୁ ଭେଟି ଫେରିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ଛାତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବର୍ତ୍ତମାନ ଛାତ୍ରୀଙ୍କୁ ଟ୍ରମା କେୟାର ୟୁନିଟରୁ ବର୍ଣ୍ଣ ୱାର୍ଡ଼କୁ ସ୍ଥାନାନ୍ତର...

Read more
Page 252 of 728 1 251 252 253 728

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.