ମୁଖ୍ୟ ଖବର

ଡାକ୍ତରଙ୍କୁ ଅପହରଣ ଅଭିଯୋଗ

ଡାକ୍ତରଙ୍କୁ ଅପହରଣ ଅଭିଯୋଗ

ଭୁବନେଶ୍ବର: କାଲିମେଳାରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ମାଓବାଦୀ ଗତକାଲି ବିଳମ୍ଭିତ ରାତିରେ ଅପହରଣ କରିନେଇଥିବା ଜଣା ପଡ଼ିଛି। ଅପହୃତ ଡାକ୍ତରଙ୍କ ନାଁ ଅମ୍ଲାନ କୁମାର ଭୋଇ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ମାଓବାଦୀମାନେ ସରକାରୀ କ୍ଵାର୍ଟରରେ ସିପିଆଇ ମାଓବାଦୀ ବୋଲି...

Read more

ଯୁକ୍ତ୨ ନାମଲେଖା: ୭ରୁ ଆବେଦନ

ଯୁକ୍ତ୨ ନାମଲେଖା: ୭ରୁ ଆବେଦନ

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମଲେଖା ନିମନ୍ତେ ଆସନ୍ତା ୭ତାରିଖଠାରୁ ପ୍ରକ୍ରିୟା ଆରମ୍ବ ହେବ। ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଇଚ୍ଛୁକ...

Read more

ସିକ୍କିମ ବିଧାନସଭା ଫଳାଫଳ, ଏକପାଖିଆ ବିଜୟ ଆଡକୁ ବଢୁଛି ଏସକେଏମ୍

ସିକ୍କିମ ବିଧାନସଭା ଫଳାଫଳ, ଏକପାଖିଆ ବିଜୟ ଆଡକୁ ବଢୁଛି ଏସକେଏମ୍

ନୂଆଦିଲ୍ଲୀ: ସିକ୍କିମ୍ ବିଧାନସଭା ନିର୍ବାଚନର ଟ୍ରେଣ୍ଡରେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ୍) ୩୨ ଟି ସିଟ୍ ମଧ୍ୟରୁ ୩୧ ଟିରେ ଆଗୁଆ ରହିଛି। ଯେତେବେଳେ ବିରୋଧୀ ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡିଏଫ୍) ଟ୍ରେଣ୍ଡରେ ୧ ଟି ଆସନରେ ଆଗରେ ରହିଛି।...

Read more

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ: ଟ୍ରେଣ୍ଡିଂ ସଂଖ୍ୟାଗରିଷ୍ଠତା ହାସଲ କରିଛି ବିଜେପି

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ: ଟ୍ରେଣ୍ଡିଂ ସଂଖ୍ୟାଗରିଷ୍ଠତା ହାସଲ କରିଛି ବିଜେପି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆଜି ଆରମ୍ଭ ହୋଇଛି। ଏପ୍ରିଲ ୧୯ ତାରିଖରେ ଅରୁଣାଚଳ ପ୍ରଦେଶର ୬୦ ଟି ଆସନରେ ଭୋଟ୍ ପ୍ରକ୍ରିୟା ଶେଷ ହୋଇଥିଲା। ପ୍ରକାଶ ଯେ, ପୂର୍ବରୁ ଉଭୟ ଆସନର...

Read more

ଫିଲିପାଇନ୍ସ କହିଲା ଭାରତ ଆମର ଘନିଷ୍ଠ ବନ୍ଧୁ, ଚୀନକୁ ଚେତାବନୀ

ଫିଲିପାଇନ୍ସ କହିଲା ଭାରତ ଆମର ଘନିଷ୍ଠ ବନ୍ଧୁ, ଚୀନକୁ ଚେତାବନୀ

ନୂଆଦିଲ୍ଲୀ: ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନେଣ୍ଡ ମାର୍କୋସ ଜୁନିୟର ଭାରତକୁ ଏକ ବନ୍ଧୁ ଦେଶ ବୋଲି କହିବା ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ, ଆଞ୍ଚଳିକ ସ୍ଥିରତା ପାଇଁ ଭାରତ ଏକ ସହାୟକ ସ୍ତମ୍ଭ ଅଟେ। ଏହା...

Read more

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନିତ ସ୍ଥିତିରେ ଜନସାଧାରଣ ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନିତ ସ୍ଥିତିରେ ଜନସାଧାରଣ ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ କିଛି ଜିଲ୍ଲାରେ ଅତି ଅଧିକ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗିରହିଛି। ଏହି ଅସ୍ୱାଭାବିକ ପରିସ୍ଥିତିରେ ଜନସାଧାରଣଙ୍କ ତରଫରୁ ସତର୍କତା ଅବଲମ୍ବନ କରିବା ପାଇଁ ମୁଖ୍ୟ...

Read more

୨୦୨୪ ସାଧାରଣ ନିର୍ବାଚନ: ପ୍ରକାଶ ପାଇଲା ଏକଜିଟ ପୁଲ ଫଳାଫଳ

୨୦୨୪ ସାଧାରଣ ନିର୍ବାଚନ: ପ୍ରକାଶ ପାଇଲା ଏକଜିଟ ପୁଲ ଫଳାଫଳ

ଭୁବନେଶ୍ଵର: ଦେଶରେ ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ କରାଯାଇଛି। ଏହା ସହିତ ଦେଶରେ ୨୦୨୪ ସାଧାରଣ ନିର୍ବାଚନ ଆଜି ଶେଷ ହୋଇଛି। କିନ୍ତୁ ଆଜି ସମସ୍ତ ପର୍ଯ୍ୟାୟର ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ଗଣମାଧ୍ୟମ...

Read more

ଆସନ୍ତାକାଲି ହେବ ବିଧାନସଭା ଭୋଟ ଗଣତି, ସକାଳ ୬ ଟାରୁ ହେବ ଆରମ୍ଭ

ଆସନ୍ତାକାଲି ହେବ ବିଧାନସଭା ଭୋଟ ଗଣତି, ସକାଳ ୬ ଟାରୁ ହେବ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତାକାଲି ବିଧାନସଭା ଆସନର ହେବ ଭୋଟ ଗଣତି। ଆସନ୍ତାକାଲି ରବିବାରରେ ସକାଳ ୬ ଟାରୁ ଗଣତି ଆରମ୍ଭ ହେବ। ତେବେ ଏହି ଗଣତି କେବଳ ଅରୁଣାଚଳ ପ୍ରଦେଶ ଓ ସିକିମରେ କରାଯିବ। ହେଲେ ଓଡିଶା ଓ ଆନ୍ଧ୍ରପ୍ରଦେଶ ବିଧାନସଭା ଭୋଟ...

Read more

ଓଡିଶାରେ ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ

ଓଡିଶାରେ ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣରେ ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ ହୋଇଛି।ଏ ନେଇ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଏଥିରେ ବାଲେଶ୍ବରରେ ସର୍ବାଧିକ ମତଦାନ ହୋଇଛି। ସୂଚନା ଅନୁସାରେ ଛଅଟି...

Read more

ଆଖି ବୁଜିଲେ ଆଉ ୨, ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଆଖି ବୁଜିଲେ ଆଉ ୨, ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ବର:ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡିରେ ବଢୁଛି ମୃତ୍ୟୁସଂଖ୍ୟା। ଆଜି ଆଖି ବୁଜିଲେ ଆଉ ଜଣେ ଆହତ। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ହସ୍ପିଟାଲରେ ଏବେବି ୨୨ ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଭିତରୁ କିଛି ଗୁରୁତର...

Read more
Page 543 of 667 1 542 543 544 667

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.