ଦେଶ ବିଦେଶ

ପହଲଗାମ ଆକ୍ରମଣ ପରେ ବଡ଼ ନିଷ୍ପତ୍ତି, ବନ୍ଦ ହେଲା ୪୮ ରିସୋର୍ଟ ଏବଂ ପର୍ଯ୍ୟଟକ ସ୍ଥଳ

ପହଲଗାମ ଆକ୍ରମଣ ପରେ ବଡ଼ ନିଷ୍ପତ୍ତି, ବନ୍ଦ ହେଲା ୪୮ ରିସୋର୍ଟ ଏବଂ ପର୍ଯ୍ୟଟକ ସ୍ଥଳ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଗୁଇନ୍ଦା ସଂସ୍ଥାଗୁଡ଼ିକର ଚେତାବନୀ ପରେ ୪୮ଟି ରିସୋର୍ଟ ଓ ପର୍ଯ୍ୟଟନସ୍ଥଳୀ ବନ୍ଦ କରିଦିଆଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଜମ୍ମୁକଶ୍ମୀର ସରକାର ଏହି ପଦକ୍ଷେପ ନେଇଛନ୍ତି...

Read more

BBC ର କଭରେଜକୁ ନେଇ କଡ଼ା ଆପତ୍ତି ଉଠାଇଲେ ଭାରତ ସରକାର, ରିପୋର୍ଟିଂ ଉପରେ ଆଗକୁ ନଜର ରଖିବ ଭାରତ

BBC ର କଭରେଜକୁ ନେଇ କଡ଼ା ଆପତ୍ତି ଉଠାଇଲେ ଭାରତ ସରକାର, ରିପୋର୍ଟିଂ ଉପରେ ଆଗକୁ ନଜର ରଖିବ ଭାରତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ବିବିସିର ମିଡିଆ କଭରେଜ୍କୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି ଭାରତ ସରକାର। “Pakistan suspends visas for Indians after deadly Kashmir attack,”ର ଆର୍ଟିକିଲରେ ଆତଙ୍କୀ ହମ୍‌ଲାକୁ ସେନା ଆକ୍ରମଣ ଭାବେ ବିବେଚନା...

Read more

‘ଭାରତ ସହ ଯୁଦ୍ଧ ହେବା ଉଚିତ ନୁହେଁ’: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜଙ୍କୁ ନୱାଜ ସରିଫଙ୍କ ପରାମର୍ଶ

‘ଭାରତ ସହ ଯୁଦ୍ଧ ହେବା ଉଚିତ ନୁହେଁ’: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜଙ୍କୁ ନୱାଜ ସରିଫଙ୍କ ପରାମର୍ଶ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା କମିଟି (ଏନଏସସି) ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ରବିବାର ଦିନ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ସଭାପତି ନୱାଜ ସରିଫଙ୍କୁ ସୂଚନା ଦେଇଛନ୍ତି। ଭାରତ ସିନ୍ଧୁ ଜଳ ଚୁକ୍ତି (IWT) କୁ...

Read more

‘ଚୋର ପାକିସ୍ତାନରେ ନୁହେଁ ଏଠାରେ ଅଛନ୍ତି’: ରାକେଶ ଟିକାଏତଙ୍କ ବିବାଦୀୟ ବିବୃତ୍ତି

‘ଚୋର ପାକିସ୍ତାନରେ ନୁହେଁ ଏଠାରେ ଅଛନ୍ତି’: ରାକେଶ ଟିକାଏତଙ୍କ ବିବାଦୀୟ ବିବୃତ୍ତି

ନୂଆଦିଲ୍ଲୀ: ପହଲଗମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ସମଗ୍ର ଦେଶ ଶୋକରେ ହୋଇଯାଇଛି। ସମସ୍ତେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଏହି ସମୟରେ ଭାରତ କିସାନ ୟୁନିଅନର ସଭାପତି ତଥା କୃଷକ ନେତା ନରେଶ ଟିକାଏତଙ୍କ ବିବୃତ୍ତି ଉପରେ ଉତ୍ତେଜନା...

Read more

LOCରେ ପାକିସ୍ତାନର ଗୁଳିମାଡ଼, ମୁହଁତୋଡ ଜବାବ ଦେଲା ଭାରତୀୟ ସେନା

ଜାମ୍ମୁ କାଶ୍ମୀରରେ ଦେଖିବାକୁ ମିଳିଲେ ଚାରି ସନ୍ଦିଗ୍ଧ: ତଲାସୀ ଅଭିଯାନ ଆରମ୍ଭ କଲେ ସୁରକ୍ଷା ବାହିନୀ

ନୂଆଦିଲ୍ଲୀ: LOCରେ ପୁଣି ଫାୟାରିଂ । ଗତରାତିରୁ LOCରେ ପାକିସ୍ତାନ ସେନା ପୋଷ୍ଟରୁ ପୁଣି ଗୁଳିମାଡ଼ । ଲଗାତାର ଚତୁର୍ଥ ଦିନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । କଡ଼ା ଜବାବ ଦେଲା ଭାରତୀୟ ସେନା । କୁପୱାଡା ଓ ପୁଞ୍ଚ ଜିଲ୍ଲାରେ...

Read more

ଭାରତ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ, ୧୬ ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଉପରେ ଲାଗିଲା ପ୍ରତିବନ୍ଧକ

ଭାରତ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ, ୧୬ ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟର ସୁପାରିଶ ଅନୁଯାୟୀ ଭାରତ ସରକାର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ୧୬ ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଚ୍ୟାନେଲଗୁଡ଼ିକରେ ଡନ୍ ନ୍ୟୁଜ୍, ସମା ଟିଭି ଏବଂ ଜିୟୋ ନ୍ୟୁଜ୍ ଭଳି ବଡ ନାମ...

Read more

ପାକିସ୍ତାନର ସମର୍ଥନରେ ଆତଙ୍କବାଦୀ ପନ୍ନୁ: କହିଲା, ଭାରତକୁ ଆକ୍ରମଣ କରିବାରେ ସୁଯୋଗ ଦେବେ ନାହିଁ ୨ କୋଟି ଶିଖ

ପାକିସ୍ତାନର ସମର୍ଥନରେ ଆତଙ୍କବାଦୀ ପନ୍ନୁ: କହିଲା, ଭାରତକୁ ଆକ୍ରମଣ କରିବାରେ ସୁଯୋଗ ଦେବେ ନାହିଁ ୨ କୋଟି ଶିଖ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ପାକିସ୍ତାନର ସମର୍ଥନରେ ଆସିଛି। ସେ କହିଛି ଯେ, ସେ ଭାରତୀୟ ସେନାକୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଦେବେ ନାହିଁ। ପନ୍ନୁ ଆହୁରି ମଧ୍ୟ ଦାବି କରିଛି ଯେ,...

Read more

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ପୀଡିତ ପରିବାରଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା

‘ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ …’: ପଶ୍ଚିମବଙ୍ଗ ସିଏମଙ୍କୁ ଟାର୍ଗେଟ କରି କହିଲା ଶିବସେନା

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ ରାଜ୍ୟର ତିନି ଜଣଙ୍କ...

Read more

ପାକିସ୍ତାନକୁ ପୁଣି ଝଟକା; ନିଜ ଏୟାରବେସ୍ ବନ୍ଦ କରି ଅକଳରେ ପାକ୍, ବିଦେଶ ଯାତ୍ରା ପାଇଁ ଭାରତ ପ୍ରସ୍ତୁତ କଲା ନୂଆ ରୁଟ୍

ପାକିସ୍ତାନକୁ ପୁଣି ଝଟକା; ନିଜ ଏୟାରବେସ୍ ବନ୍ଦ କରି ଅକଳରେ ପାକ୍, ବିଦେଶ ଯାତ୍ରା ପାଇଁ ଭାରତ ପ୍ରସ୍ତୁତ କଲା ନୂଆ ରୁଟ୍

ନୂଆଦିଲ୍ଲୀ: ପାକିସ୍ତାନ ଗୁରୁବାର ଦିନ ଭାରତୀୟ ବିମାନ ପାଇଁ ନିଜ ଆକାଶସୀମା ବନ୍ଦ କରିଛି । ଜମ୍ମୁ ଓ କାଶ୍ମୀରର ପାହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତର ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ତାର ଆକାଶମାର୍ଗ...

Read more
Page 109 of 258 1 108 109 110 258

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.