ଦେଶ ବିଦେଶ

ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ହସ୍ତକ୍ଷେପ କରିବ ନାହିଁ ଆମେରିକା: ଟ୍ରମ୍ଫ ଦେଲେ ସ୍ପଷ୍ଟ ସଙ୍କେତ

ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ହସ୍ତକ୍ଷେପ କରିବ ନାହିଁ ଆମେରିକା: ଟ୍ରମ୍ଫ ଦେଲେ ସ୍ପଷ୍ଟ ସଙ୍କେତ

ନୂଆଦିଲ୍ଲୀ: ‘ପହଲଗାମର ଦୋଷୀମାନଙ୍କୁ ପୃଥିବୀର ଶେଷ ପର୍ଯ୍ୟନ୍ତ ଖୋଜାଯିବ। ସେମାନଙ୍କୁ ଏବଂ ସେମାନଙ୍କର ନେତାମାନଙ୍କୁ ଏପରି ଦଣ୍ଡ ଦିଆଯିବ ଯାହା ସେମାନେ କଳ୍ପନା ମଧ୍ୟ କରିନଥିବେ। ସେମାନଙ୍କର ଠିକଣା ମାଟିରେ ମିଶିଯିବ। ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚ୍ୟାଲେଞ୍ଜକୁ ସମର୍ଥନ କରି ବିଶ୍ଵର ବିଭିନ୍ନ ଦେଶରୁ...

Read more

ଏବେ ବୁଝାମଣାର ସମୟ ନୁହେଁ, ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ

ଏବେ ବୁଝାମଣାର ସମୟ ନୁହେଁ, ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଓ ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ସେ କହିଛନ୍ତି ଯେ ଏବେ ବୁଝାମଣାର ସମୟ ନୁହେଁ ।...

Read more

୪୮ ଘଣ୍ଟାରେ ଭାରତ ଛାଡିବେ ପାକ୍ ନାଗରିକ, ଏପ୍ରିଲ ୨୭ରୁ ଭିସା ହେବ ବାତିଲ

୪୮ ଘଣ୍ଟାରେ ଭାରତ ଛାଡିବେ ପାକ୍ ନାଗରିକ, ଏପ୍ରିଲ ୨୭ରୁ ଭିସା ହେବ ବାତିଲ

ନୂଆଦିଲ୍ଲୀ: ସରୁଛି ଡେଡଲାଇନ। ଭାରତରୁ ବିଦା ହେବେ ପାକିସ୍ତାନୀ । ଓଡ଼ିଶାରେ ବିଦା ହେବେ ୧୨ ପାକିସ୍ତାନୀ ନାଗରିକ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୀର୍ଘକାଳୀନ ଭିସାରେ ଅଛନ୍ତି ୧୨ ପାକିସ୍ତାନୀ । ସେମାନଙ୍କୁ ଭାରତ ଛାଡ଼ି ଯିବାକୁ ନୋଟିସ୍ ଦିଆଯାଇଥିବା...

Read more

ଜାମ୍ମୁ କାଶ୍ମୀରରେ ଦେଖିବାକୁ ମିଳିଲେ ଚାରି ସନ୍ଦିଗ୍ଧ: ତଲାସୀ ଅଭିଯାନ ଆରମ୍ଭ କଲେ ସୁରକ୍ଷା ବାହିନୀ

ଜାମ୍ମୁ କାଶ୍ମୀରରେ ଦେଖିବାକୁ ମିଳିଲେ ଚାରି ସନ୍ଦିଗ୍ଧ: ତଲାସୀ ଅଭିଯାନ ଆରମ୍ଭ କଲେ ସୁରକ୍ଷା ବାହିନୀ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି। କଠୁଆ ଜିଲ୍ଲାର ହିରାନଗର ସେକ୍ଟରରେ ସୁରକ୍ଷା ବାହିନୀ ନିୟୋଜନ ବୃଦ୍ଧି କରାଯାଇଛି ଏବଂ ସର୍ଚ୍ଚ ଅପରେସନ ଚାଲିଛି। କଠୁଆର ଚନ୍ନୀ...

Read more

ଆତଙ୍କବାଦୀଙ୍କୁ ଧରିବାରେ ସାହାଯ୍ୟ କରିବ ଆମେରିକା: ତୁଲସୀ ଗବାର୍ଡ ଦେଲେ ପ୍ରତିଶ୍ରୁତି

ଆତଙ୍କବାଦୀଙ୍କୁ ଧରିବାରେ ସାହାଯ୍ୟ କରିବ ଆମେରିକା: ତୁଲସୀ ଗବାର୍ଡ ଦେଲେ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଆତଙ୍କବାଦ ବିରୋଧରେ ଲଢେଇରେ ଆମେରିକା, ଋଷ ଏବଂ ୟୁରୋପୀୟ ଦେଶମାନେ କହିଛନ୍ତି ଯେ, ସେମାନେ ଭାରତ ସହ ଛିଡା ହେବେ। ଏହି ସମୟରେ ଆମେରିକାର...

Read more

ଆଇସିସି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ?: ଆଇସିସିକୁ ଚିଠି ଲେଖିଲା ବିସିସିଆଇ

ଆଇସିସି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ?: ଆଇସିସିକୁ ଚିଠି ଲେଖିଲା ବିସିସିଆଇ

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ କ୍ରିକେଟ୍ ଦଳ ଆଉ ପାକିସ୍ତାନ ସହ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳିବ ନାହିଁ। ଉଭୟ ଦଳ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ କିମ୍ବା ଏସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଛନ୍ତି, କିନ୍ତୁ ପହଲଗାମରେ ହୋଇଥିବା...

Read more

ଆହୁରି ଚମକିଲା ସୁନା, କିନ୍ତୁ ରୂପା ମୂଲ୍ୟରେ ହ୍ରାସ: ଜାଣନ୍ତୁ ଆଜିର ଦର…

ଆହୁରି ଚମକିଲା ସୁନା, କିନ୍ତୁ ରୂପା ମୂଲ୍ୟରେ ହ୍ରାସ: ଜାଣନ୍ତୁ ଆଜିର ଦର…

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅନିଶ୍ଚିତତା ମଧ୍ୟରେ କିଛି ସକରାତ୍ମକ ଚିହ୍ନ ଦେଖାଯାଉଛି। ଆମେରିକୀୟ ଡଲାରର ମଜବୁତ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ଦ୍ଵାରା ଶୁଳ୍କ ନୀତି ନରମ ହେବା ସହିତ ବର୍ତ୍ତମାନ 10 ଗ୍ରାମ ପ୍ରତି 1 ଲକ୍ଷ ଟଙ୍କା ପହଞ୍ଚିବା...

Read more

୯୦୦ କୋଟି ଠକେଇ ମାମଲା: ରାଜସ୍ଥାନ କଂଗ୍ରେସର ପୂର୍ବତନ ମନ୍ତ୍ରୀ ମହେଶ ଯୋଶୀଙ୍କୁ ଗିରଫ କଲା ଇଡି

୯୦୦ କୋଟି ଠକେଇ ମାମଲା: ରାଜସ୍ଥାନ କଂଗ୍ରେସର ପୂର୍ବତନ ମନ୍ତ୍ରୀ ମହେଶ ଯୋଶୀଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ୯୦୦ କୋଟି ଟଙ୍କା ଠକେଇ ମାମଲାରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମହେଶ ଯୋଶୀଙ୍କୁ ଗିରଫ କରାଯାଇଛି। ମହେଶ ଯୋଶୀ ରାଜସ୍ଥାନର ପୂର୍ବ ଗେହଲୋଟ୍ ସରକାରରେ ଜଳ...

Read more

ବିହାରରୁ ବଡ ଖବର: ୨୭ ପାକିସ୍ତାନୀଙ୍କୁ ଛାଡିବାକୁ ପଡିବ ପାଟନା, ନଚେତ ହେବେ ଗିରଫ

ବିହାରରୁ ବଡ ଖବର: ୨୭ ପାକିସ୍ତାନୀଙ୍କୁ ଛାଡିବାକୁ ପଡିବ ପାଟନା, ନଚେତ ହେବେ ଗିରଫ

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶ ଶୋକରେ ପଡ଼ିଛି। ସରକାରୀ ତଥା ଜାତୀୟ ଏଜେନ୍ସି ସହିତ ପୋଲିସ ମଧ୍ୟ କାର୍ଯ୍ୟରେ ନିୟୋଜିତ ଅଛି। ସମାନ କ୍ରମରେ ପାକିସ୍ତାନୀମାନଙ୍କ ଭିସା ବାତିଲ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୋଇଛି। ସୂଚନା...

Read more

ଅଟ୍ଟାରୀ-ୱାଘା ସୀମା ବନ୍ଦ ହେତୁ ପାକିସ୍ତାନକୁ ଲାଗିବ ବଡ ଝଟକା!: ୩ ହଜାର କୋଟି ମୂଲ୍ୟର ସହିବ କ୍ଷତି

ଅଟ୍ଟାରୀ-ୱାଘା ସୀମା ବନ୍ଦ ହେତୁ ପାକିସ୍ତାନକୁ ଲାଗିବ ବଡ ଝଟକା!: ୩ ହଜାର କୋଟି ମୂଲ୍ୟର ସହିବ କ୍ଷତି

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ମୋଦୀ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଅଟ୍ଟାରି-ୱାଘା ସୀମା ବନ୍ଦ ରହିଛି। ପାକିସ୍ତାନ ସହ ଭାରତ ଜଳ ଚୁକ୍ତିନାମାକୁ ଭାରତ ସ୍ଥଗିତ ରଖିଛି। ସମସ୍ତ...

Read more
Page 110 of 258 1 109 110 111 258

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.