• About Us
  • Contact Us
Thursday, August 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତ ଖୋଲିଲେ ସରକାର, ବର୍ଷକୁ ମିଳିବ ଦେଢ କୋଟିରୁ ୩ କୋଟି ଟଙ୍କା

by Voice of Victims
August 20, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତ ଖୋଲିଲେ ସରକାର, ବର୍ଷକୁ ମିଳିବ ଦେଢ କୋଟିରୁ ୩ କୋଟି ଟଙ୍କା

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତ ଖୋଲିଲେ ସରକାର ।  ଏଣିକି ପଞ୍ଚାୟତକୁ ବର୍ଷକୁ ମିଳିବ ପ୍ରାୟ ଦେଢ କୋଟିରୁ ୩ କୋଟି ଟଙ୍କା ।  ସହର ଭଳି ଗାଁରେ ଭିତ୍ତିଭୂମି ତିଆରି କରିବେ ରାଜ୍ୟ ସରକାର ।  ରାଜ୍ୟ ସରକାର ଆଣିଲେ ଗ୍ରାମୀଣ ସମ୍ପଦ ନାଁରେ ନୂଆ କାର୍ଯକ୍ରମ ।  ଏହି କାର୍ଯକ୍ରମ ଅଧୀନରେ ଆଦର୍ଶ କଲ୍ୟାଣ ମଣ୍ଡପ,ଆଦର୍ଶ ଗ୍ରାମୀଣ ପାର୍କ,ଆଦର୍ଶ ଗ୍ରାମୀଣ ହାଟ,ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ ପୋଖରୀ,ଆଦର୍ଶ ଶ୍ମଶାନ ନିର୍ମାଣ ହେବ ।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ଆସୁଥିବା ଅର୍ଥକୁ ମିଳିତ ଭାବେ ମିଶାଇ ଗ୍ରାମୀଣ ଭିତ୍ତିଭୂମି କରାଯିବ ।  ଆଦର୍ଶ ଖେଳପଡ଼ିଆ ଲାଗି ୬୫ ଲକ୍ଷ, କଲ୍ୟାଣ ମଣ୍ଡପ ପାଇଁ ୪୯ ଲକ୍ଷ, ଜଳାଶୟ ପାଇଁ ୩୪ ଲକ୍ଷ,ଶ୍ମଶାନ ପାଇଁ ୨୨ ଲକ୍ଷ, ଗ୍ରାମୀଣ ପାର୍କ ପାଇଁ ୨୦ ଲକ୍ଷ,ହାଟ ପାଇଁ ୧୬ ଲକ୍ଷ ୫୦ ହଜାର ଖର୍ଚ୍ଚ ହେବ ।  ଏ ନେଇ ରାଜ୍ୟ ସରକାର SOP ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ  ।

Post Views: 1
Share196Tweet123Send
Voice of Victims

Voice of Victims

Recent Posts

  • ବେଣ୍ଟ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ କଙ୍କାଳ ଉଦ୍ଧାର, ରହସ୍ୟ ଘେରରେ ମୃତ୍ୟୁ
  • ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ, ୧୯୮୪ ଦଙ୍ଗା ମାମଲାରେ କାଟୁଥିଲେ ଆଜୀବନ ଜେଲ୍
  • ସହରରେ ଯେଉଁ କ୍ଷତି ହୋଇଛି ଭରଣା କରିବେ ଅଟୋ ଚାଳକ, ଭଙ୍ଗାଯିବ ବେଆଇନ ଅଟୋ ଷ୍ଟାଣ୍ଡ
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତ ଖୋଲିଲେ ସରକାର, ବର୍ଷକୁ ମିଳିବ ଦେଢ କୋଟିରୁ ୩ କୋଟି ଟଙ୍କା
  • ଖୁସି ଖବର, ଖୁବ ଶୀଘ୍ର ନନ୍ଦନକାନନରେ ପହଞ୍ଚିବେ ଅଷ୍ଟ୍ରେଲିଆର ରେଡ୍ କଙ୍ଗାରୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In