• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଗୁରୁପୂର୍ଣ୍ଣିମାରେ ଗୁରୁପୂଜନ

by Voice of Victims
July 21, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଗୁରୁପୂର୍ଣ୍ଣିମାରେ ଗୁରୁପୂଜନ

ସତ୍ୟବାଦୀ (ଭିଓଭି): ମହର୍ଷି ବ୍ୟାସଦେବଙ୍କ ପୂଣ୍ୟ ଜନ୍ମତିଥି ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଲୋକକଳାଗ୍ରାମ ସାରଙ୍ଗଯୋଡିର ମା’ କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟନୃତ୍ୟ ପରିଷଦ ଆୟୋଜନରେ ବାଇଁଶିବାଡିର ପ୍ରଖ୍ୟାତ ସଂକୀର୍ତ୍ତନ, ପାଲା ଓ ଲୋକନୃତ୍ୟ ଗୁରୁ କୁଳମଣି ବିଶ୍ଵାଳଙ୍କ ଗୁରୁପୂଜନ କାର୍ଯ୍ୟକ୍ରମ ଗ୍ରାମ ଭାଗବତ ଗାଦିଘର ଠାରେ ଅନୁଷ୍ଠିତ ହୋଇଯାଇଛି।ଶ୍ରୀ ବିଶ୍ଵାଳଙ୍କ ପାଖରୁ ଶିକ୍ଷା ଗ୍ରହଣ କରି କଳାଜଗତରେ ପ୍ରତିଷ୍ଠିତ ଶତାଧିକ ଶିଷ୍ୟ ଆଜି ପୂର୍ବାହ୍ନରେ ତାଙ୍କ ଗ୍ରାମର ଗାଦିଘରେ ସମବେତ ହୋଇ ଗୁରୁଙ୍କୁ ପାରମ୍ପରିକ ରୀତିରେ ପୂଜା କରିଥିଲେ। ଆଶୀର୍ବଚନ ପ୍ରଦାନ କରି ଗୁରୁ ଶ୍ରୀ ବିଶ୍ଵାଳ ସମସ୍ତଙ୍କର ମଙ୍ଗଳମୟ ଭବିଷ୍ୟତ କାମନା କରିଥିଲେ। ଶିଷ୍ୟ ସର୍ବଶ୍ରୀ ଭାସ୍କର ସ୍ଵାଇଁ,ଜୟନ୍ତ ବିଶ୍ଵାଳ, ସୁଦର୍ଶନ ପରିଡ଼ା, ଅଭିମନ୍ୟୁ ନାୟକ, ଦୁର୍ଯ୍ୟୋଧନ ପରିଡ଼ା, ବିଜୟ ନାୟକ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ଶିବ ପ୍ରସାଦ ସ୍ଵାଇଁ ଓ ରମେଶ ଚନ୍ଦ୍ର ଦାସଙ୍କ ସମେତ ସମସ୍ତ ଶିଷ୍ୟ ଗୁରୁପୂଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଆୟୋଜକ ଅନୁଷ୍ଠାନର ସଂପାଦକ ରମେଶ ଚନ୍ଦ୍ର ପଲେଇ ଓ ସଦସ୍ୟ ରବୀନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Post Views: 42
Share199Tweet124Send
Voice of Victims

Voice of Victims

Recent Posts

  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ
  • ନାବାଳକଙ୍କୁ ଥାନାରେ ଅଟକ ମାମଲାରେ ଭଦ୍ରକ ଏସ୍‌ପିଙ୍କୁ ହାଜର ନିର୍ଦେଶ ଦେଲେ ହାଇ କୋର୍ଟ
  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In