• About Us
  • Contact Us
Saturday, September 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମମତା ବାନାର୍ଜୀଙ୍କ ଦଳକୁ ମିଳିଲା ଫୁଟବଲ୍ ଚିହ୍ନ

by Voice of Victims
September 18, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଚଢଉ ବେଳେ ଫାଇଲ ଉଠାଇନେଇଗଲେ ମମତା ବାନାର୍ଜୀ, ଜବରଦସ୍ତ ଫାଇଲ ଛଡାଇନେଇଥିବା ଅଭିଯୋଗ କଲା ଇଡି

ନୂଆଦିଲ୍ଲୀ: ଦିଦିଙ୍କ ମୁହଁରେ ଥାଏ ଖେଲା ହବେ । ଏବେ ତାଙ୍କୁ ମିଳିଛି ଫୁଟବଲ ଖେଳାଳି ଚିହ୍ନ । ଦିଦିଙ୍କ ଟିଏମସି ଦୁଇ ଫାଳ ହେବା ପରେ ଦୁଇ ଗୋଷ୍ଠୀଙ୍କୁ ନୂଆ ନାମ ଓ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ । “ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ” ଏବଂ ଏହାର ପାରମ୍ପରିକ “ଘାସ-ଫୁଲ” ଚିହ୍ନକୁ ଫ୍ରିଜ୍ କରାଯାଇଛି । ଆଗାମୀ ବିଧାନସଭା ଉପନିର୍ବାଚନ ପାଇଁ ମମତାଙ୍କ ନେତୃତ୍ବାଧୀନ ଗୋଷ୍ଠୀର ନୂଆ ଦଳୀୟ ନାଁ ହେଲା ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ । ଏହି ଗୋଷ୍ଠୀକୁ ଫୁଟବଲ୍ ଖେଳାଳି ଚିହ୍ନ ଆବଣ୍ଟନ କରାଯାଇଛି ।

ସେହିପରି ଋତବ୍ରତ ବାନାର୍ଜୀ ଗୋଷ୍ଠୀର ନୂଆ ଦଳୀୟ ନାଁ ହେଲା ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ । ଏହି ଗୋଷ୍ଠୀକୁ ଲଫାପା ଚିହ୍ନ ଆବଣ୍ଟିତ ହୋଇଛି । ଦୁଇ ଗୋଷ୍ଠୀଙ୍କୁ ଅସ୍ଥାୟୀ ଭାବେ ଏହି ଚିହ୍ନ ଏବଂ ନାମ ଆବଣ୍ଟିତ ହୋଇଛି । ଏହି ଚିହ୍ନରେ ଦୁଇ ଗୋଷ୍ଠୀ ଆଗାମୀ ନିର୍ବାଚନ ଲଢ଼ିବେ । ନନ୍ଦୀଗ୍ରାମ ସମେତ ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ ତାରିଖରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଉପ-ନିର୍ବାଚନ ପୂର୍ବରୁ ଏହି ଅସ୍ଥାୟୀ ବ୍ୟବସ୍ଥାକୁ ଚୂଡ଼ାନ୍ତ କରାଯାଇଛି ।

Post Views: 23
Share198Tweet124Send
Voice of Victims

Voice of Victims

Recent Posts

  • ଆଜି ଏସିଆନ୍ ଗେମ୍ସ ଉଦ୍‌ଘାଟନୀ : ମନୁ ଓ ତଜିନ୍ଦରପାଲ୍ ସିଂହ ତୁର୍ ଭାରତର ଧ୍ୱଜାବାହକ
  • ଟ୍ରେନିଂ ବେଳେ ଆକାଶରେ ବଡ଼ ଦୁର୍ଘଟଣା ! କ୍ରାସ୍ ହେଲା F-16 ଫାଇଟର ଜେଟ୍
  • ୨୦ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
  • ଦାନା ବାନ୍ଧୁଛି ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା
  • ପାକିସ୍ତାନରେ ଲାଗିଲା ନୂଆ କଟକଣା,  ରାତି ୯ଟାରେ ବନ୍ଦ ହେବ ଦୋକାନ ଓ ବଜାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In