• About Us
  • Contact Us
Monday, August 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସିଂହଦ୍ଵାରରୁ ମାର୍କେଟ ଛକ ରନ୍ଧା ଖାଦ୍ୟ ମନା

by Voice of Victims
July 9, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସିଂହଦ୍ଵାରରୁ ମାର୍କେଟ ଛକ ରନ୍ଧା ଖାଦ୍ୟ ମନା

ପୁରୀ (ଭିଓଭି): ଚଳିତ ବର୍ଷ ରଥଯାତ୍ରାରେ ସିଂହଦ୍ଵାର ରୁ ମାର୍କେଟ ଛକ ମଧ୍ୟରେ ଶ୍ରଦ୍ଧାଳୁ ମାନଙ୍କୁ କୌଣସି ପ୍ରକାର ରନ୍ଧା ଖାଦ୍ୟ ବଣ୍ଟନ କରାଯାଇ ପାରିବ ନାହିଁ। କେବଳ ଶୁଖିଲା ଖାଦ୍ୟ ପୁଡିଆ, ବିସ୍କୁଟ, ପିଇବା ପାଣି ଏବଂ ସର୍ବତ ଆଦି ଏହି ପରିସର ମଧ୍ୟରେ ବଣ୍ଟନ କରାଯାଇ ପାରିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ଏଥି ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ମଧ୍ୟରେ କୌଣସି ଦାତବ୍ୟ ଖାଦ୍ୟ କିମ୍ବା ପାଣି ବଣ୍ଟନ କୁ ପ୍ରଶାସନ ରୋକ ଲଗାଇଛନ୍ତି।

ଏହା ବ୍ୟତୀତ ଉକ୍ତ ଅନୁଷ୍ଠାନ ବା ବ୍ୟକ୍ତି ବିଶେଷ ଖାଦ୍ୟ ପ୍ରସ୍ତୁତ ଏବଂ ବଣ୍ଟନ ସମୟରେ ହାତରେ ଗ୍ଲୋଭସ୍ ପରିଧାନ କରିବେ, ପରିଷ୍କାର ପରିଚ୍ଛନ୍ନତା ପ୍ରତି ସଜାଗ ରହିବେ, ଖାଦ୍ୟ ବଣ୍ଟନ ବେଳେ ତଦାରଖ ତଥା ଭିଡ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ସ୍ଵେଚ୍ଛାସେବୀ ନିଯୁକ୍ତି କରିବେ, ଅଇଁଠା ପତ୍ର ଏଣେତେଣେ ନ ପକାଇ ନିର୍ଦ୍ଧିଷ୍ଟ ପଲିଥିନ୍ ବ୍ୟାଗ୍ ରେ ସେଗୁଡିକ ସଂଗ୍ରହ କରି ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଇତ୍ୟାଦି ପାଇଁ ନିୟମ ମାନିବାକୁ ଶ୍ରୀଗୁଣ୍ଡିଚା ରୁ ବାହୁଡା ଯାତ୍ରା ରେ ଶ୍ରଦ୍ଧାଳୁ ମାନଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ବଣ୍ଟନ କରିବା ପାଇଁ ଆଗ୍ରହୀ ଅନୁଷ୍ଠାନ ମାନଙ୍କୁ ଚିଠି ନମ୍ବର 2801 ଏବଂ ମେମୋ ନମ୍ବର 2802/MIS ତା. 29.06.2026 ମାଧ୍ୟମରେ ଅବଗତ କରାଇ ଦିଆଯାଇଛି।

ପ୍ରକାଶ ଥାଉକି ପ୍ରତ୍ୟେକ ବର୍ଷ ଶ୍ରୀଗୁଣ୍ଡିଚା ରଥଯାତ୍ରା , ବାହୁଡା ଯାତ୍ରା ଏବଂ ମଧ୍ୟବର୍ତ୍ତୀ ଦିନ ମାନଙ୍କରେ ଅନେକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଶ୍ରଦ୍ଧାଳୁ ମାନଙ୍କୁ ବଡ ଦାଣ୍ଡରେ ମାଗଣାରେ ବିଭିନ୍ନ ପ୍ରକାର ଖାଦ୍ୟ ଏବଂ ଜଳ ବଣ୍ଟନ କରି ଥାଆନ୍ତି।

Post Views: 48
Share201Tweet126Send
Voice of Victims

Voice of Victims

Recent Posts

  • ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା, ମେଧାବୀ ଛାତ୍ରୀ ସ୍ୱୟଂ ଶ୍ରୀୟାଙ୍କୁ ମେଧା ସମ୍ବର୍ଦ୍ଧନା
  • ନେପାଳରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା, କରାଯାଉଛି ଅନ୍ତିମ ସଂସ୍କାର
  • ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ
  • ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ, ଜାରି ହେଲା ରେଡ ଆର୍ଲଟ
  • ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In