• About Us
  • Contact Us
Thursday, October 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ୟୁରୋପକୁ ଗ୍ୟାସ ଯୋଗାଣ ବନ୍ଦ କଲା ରୁଷ୍‌

by Voice of Victims
January 2, 2025
in ଦେଶ ବିଦେଶ, ମୁଖ୍ୟ ଖବର
ୟୁରୋପକୁ ଗ୍ୟାସ ଯୋଗାଣ ବନ୍ଦ କଲା ରୁଷ୍‌

ନୂଆଦିଲ୍ଲୀ: ୟୁକ୍ରେନ ଦେଇ ୟୁରୋପକୁ ରୁଷ୍‌ର ପାଇପ୍‌ଲାଇନ ଗ୍ୟାସ ଯୋଗାଣ ନୂଆବର୍ଷର ପ୍ରଥମ ଦିନରୁ ବନ୍ଦ ହୋଇଯାଇଛି। ଗ୍ୟାସ ଯୋଗାଣ ପାଇଁ ରୁଷ୍ କରିଥିବା ଟ୍ରାଞ୍ଜିଟ୍ ଡିଲ୍‌କୁ ନବୀକରଣ କରିବାକୁ ୟୁକ୍ରେନ ମନା କରିଦେଇଛି। ଟ୍ରାଞ୍ଜିଟ୍ ଡିଲ୍‌ ବୁଝାମଣା ନବୀକରଣ ହୋଇ ନପାରିବାରୁ ଗ୍ୟାସ ଯୋଗାଣ ବନ୍ଦ ହୋଇଛି। ଫଳରେ ୟୁରୋପର ଇନ୍ଧନ ଶକ୍ତି ବଜାରରେ ରୁଷ୍ ଯେଉଁ ଆଧିପତ୍ୟ ବିସ୍ତାର କରିଥିଲା ତାହା ବାଧାପ୍ରାପ୍ତ ହୋଇଛି। ୟୁକ୍ରେନ ସହିତ ତିନିବର୍ଷର ଯୁଦ୍ଧ ସତ୍ତ୍ବେ ରୁଷର ଗ୍ୟାସ ଯୋଗାଣ ଜାରି ରହିଥିଲା। ରୁଷ୍‌ର ଗ୍ୟାସ ଯୋଗାଣକାରୀ କମ୍ପାନୀ ଗାଜ୍‌ପ୍ରୋମ୍ କହିଛି ଯେ ଜାନୁଆରୀ ୧ରୁ ୟୁରୋପକୁ ଗ୍ୟାସ ଯୋଗାଣ ବନ୍ଦ ହୋଇଛି। ୟୁରୋପର ସ୍ଲୋଭାକିଆ ଓ ଅଷ୍ଟ୍ରିଆ ଭଳି ଦେଶ ରୁଷ୍ ଠାରୁ ଗ୍ୟାସ କ୍ରୟ କରୁଥିଲେ। ଏବେ ସେମାନେ ବିକଳ୍ପ ବ୍ୟବସ୍ଥା କରିଛନ୍ତି। ତେବେ ଅନ୍ୟତମ ରାଷ୍ଟ୍ର ହଙ୍ଗେରୀ ଅନ୍ୟ ବାଟ ଦେଇ ଗ୍ୟାସ କ୍ରୟ କରିବ ବୋଲି କହିଛି।

Post Views: 62
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀରେ ଲଞ୍ଚ ହେଲା ମଦ ବୁକିଂ ଆପ୍‌! ଘରେ ବସି କରନ୍ତୁ ଅନଲାଇନ୍ ବୁକିଂ, ହେଲେ ଡେଲିଭରି ମିଳିବନି
  • ନଭେମ୍ବର ୧୮ ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ, ୩୧ ଡିସେମ୍ବର ଯାଏ ଚାଲିବ
  • ବର୍ଷା ନେଇ ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି, ବୌଦ୍ଧରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି
  • ଭାରତ ଆଉ ଦୁର୍ବଳ ନୁହେଁ, ବିଶ୍ୱରେ ବଢ଼ୁଛି ସାମର୍ଥ୍ୟ: ରାଜନାଥ ସିଂହ
  • ଶଙ୍ଖମୂଳରେ ୧୬ ଟିକିଆ ହାତୀପଲଙ୍କ ଉପଦ୍ରବ, ୬ ମାଣ ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ, ପ୍ରାୟ ୧ ଲକ୍ଷ ଟଙ୍କାର କ୍ଷତି; ସରକାରୀ ସହାୟତା ଦାବି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In