• About Us
  • Contact Us
Sunday, July 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଧର୍ମପ୍ରାଣା ମହିଳାଙ୍କ ପରଲୋକ

by Voice of Victims
January 24, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଧର୍ମପ୍ରାଣା ମହିଳାଙ୍କ ପରଲୋକ

ବୃନ୍ଦାବନପୁର ନୂଆଗାଁ ନିବାସୀ ସ୍ଵର୍ଗତ ବଳଭଦ୍ର ରଥଙ୍କ ଧର୍ମପତ୍ନୀ ଅମ୍ବିକା ରଥଙ୍କର ଗତକାଲି ହୃଦଘାତରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ହୋଇଥିଲା। ସମଗ୍ର ଅଞ୍ଚଳର ଜଣେ ଅତ୍ୟନ୍ତ ସ୍ନେହୀ ଓ ପରୋପକାରୀ ମହିଳା ଭାବରେ ସେ ପରିଚିତ ଥିଲେ। ଗାଆଁର ଝିଅ ଓ ବୋହୂ ହୋଇଥିବାରୁ ସେ ସମସ୍ତଙ୍କର ପ୍ରିୟ ଆମ୍ବୀ ନାନୀ ଭାବେ ପରିଚିତ ଥିଲେ।

ସ୍ବାମୀ ସମ୍ବଲପୁରରେ ଚାକିରୀ କରିଥିବାରୁ ସେ ଘରର ସମସ୍ତ କାମ ସହିତ ଚାଷବାସ କାମ ବି ବୁଝାବୁଝି କରି ନିଜର ଏକ ନିଆରା ଦକ୍ଷତାର ପ୍ରତିପାଦନ କରିପାରିଥିଲେ। ତାଙ୍କର ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବେଳେ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ନିରଞ୍ଜନ, ଅଶୋକ, ଦୁଇ ଝିଅ ନମିତା, ରିତା, ଜ୍ୱାଇଁ, ନାତି, ନାତୁଣୀ, ବନ୍ଧୁ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।

Post Views: 68
Share203Tweet127Send
Voice of Victims

Voice of Victims

Recent Posts

  • Akshar Yoga Kendraa’s Divine Mahaprabhu Prasad Seva During Shri Jagannath Ratha Yatra 2026
  • ଦ୍ୱିତୀୟ ଶ୍ରୀକ୍ଷେତ୍ରର ସିଂହଦ୍ୱାରରେ ଲାଗିଲା ତିନି ରଥ, ଲକ୍ଷ୍ମୀ–ନାରାୟଣ ଭେଟରେ ଭକ୍ତିମୟ ପରିବେଶ; ଅଧର ପଣା ଓ ପହଣ୍ଡି ବିଜେ ପାଇଁ ପ୍ରସ୍ତୁତି
  • ସାହିତ୍ୟ ସହ ସାମାଜିକ ଦାୟିତ୍ୱ: ଅଗଷ୍ଟ ୧ରେ ବୃକ୍ଷରୋପଣ କରିବ ‘ଆମ ସାହିତ୍ୟ ଘର’
  • ବଡ ଏକାଦଶୀରେ ଦ୍ୱୀତିୟ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ: ରୂପା ବେଶରେ ସଜେଇ ହେଲେ ତିନି ଠାକୁର, ଶ୍ରୀଜିଉଙ୍କ ଦର୍ଶନ ପାଇ ପ୍ରବଳ ଭିଡ
  • ଅନ୍ତର୍ଜାତୀୟ ମାନବ ଅଧିକାର ଫୋର୍ସ ର ଘୋଷଯାତ୍ରା ରେ ଭକ୍ତ ସେବା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In