• About Us
  • Contact Us
Monday, September 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପତଞ୍ଜଳି ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ

by Voice of Victims
July 29, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
ପତଞ୍ଜଳି ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ

କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ଖାନନଗର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ପ୍ରଭାରୀ ସ୍ବୟଂ ପ୍ରକାଶ ମହାପାତ୍ର ଓ ସୁନିଲ ଶର୍ମାଙ୍କ ପୌରହିତ୍ୟରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ ନିମାଇଁ ଜେନା, କିଶୋର ସାଗର, ଶିବାଜୀ ସତ୍ୟ ଷଡ଼ଙ୍ଗୀ, ପ୍ରସନ୍ନ ଭୂୟାଁ, ପ୍ରିୟବ୍ରତ ରାଉତରାୟ, ସ୍ବରୂପ ସାହୁ, ସନ୍ତୋଷ ରାୟ, ଚଣ୍ଡେଶ୍ଵର ବେହେରା, ଭରତ ଶର୍ମା, ଆଶିଷ ହାଲଦାର, ପ୍ରମୋଦ ଦାଶ, ରାମଚନ୍ଦ୍ର ସାହୁ, କୁରେଶ ପାତ୍ର, ଲକ୍ଷ୍ମଣ କରଣ, ଶରତ ପଣ୍ଡା, ଅରବିନ୍ଦ ପଣ୍ଡା, ମହେନ୍ଦ୍ର ତ୍ରିପାଠୀ, ନିତାଇ ବଳ, ସାଗର ନାୟକ, ପ୍ରମୋଦ ସାହୁ, ତ୍ରିନାଥ ଦାସ, ଗୌରବ ଶର୍ମା, ସବିତା ପରିଡ଼ା, କବିତା କରଣ, କବିତା ରାଉଳ, ଶୋଭା ଦାଶ, ଉଷାରାଣୀ ଜେନା, ଜୟନ୍ତୀବାଳା ମହାନ୍ତି, ଜୟଶ୍ରୀ ମହାନ୍ତି, ଗୀତାଞ୍ଜଳି ଶତପଥୀ, ଝୁନାରାଣୀ ବେହେରା, ପ୍ରିତିସୁଧା ଲୋପାମୁଦ୍ରା, ପ୍ରମିତା ମଙ୍ଗରାଜ, ଅନୁପମା ରାଉଳ ଓ ମୋନାଲିସା ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ମହର୍ଷି ବ୍ୟାସଦେବଙ୍କ ଜୀବନୀ ଉପରେ ଆଲୋଚନା, ଗୁରୁ ବନ୍ଦନା ଗାନ, ଜଗନ୍ନାଥ ଅଷ୍ଟକମ୍ ପାଠ ଓ ସାମୁହିକ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶିଶିର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ।

Post Views: 296
Share232Tweet145Send
Voice of Victims

Voice of Victims

Recent Posts

  • ଭାଷା ଓ ସାହିତ୍ୟ ରେ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଲେ ପୁରୀ ର ଗୀତାଞ୍ଜଳି ପଣ୍ଡା
  • ସାକ୍ଷରତାର ନୂଆ ସକାଳ: ରଣପୁରରେ ଉଲ୍ଲାସ ପରୀକ୍ଷା, ସାମିଲ ହେଲେ ୬ ହଜାର ପରୀକ୍ଷାର୍ଥୀ, ପରୀକ୍ଷାର୍ଥୀଙ୍କ ସହ କଥା ହେଲେ ଅତିରିକ୍ତ ନିର୍ଦ୍ଦେଶିକା
  • ଭାରତକୁ ଭୟଙ୍କର ସୁପର ଏଲ୍ ନିନୋ ସଙ୍କଟ, ଜରୁରୀକାଳୀନ ଚେତାବନୀ ଜାରି କଲେ ପରିବେଶବିତ୍
  • ରେଲିଂ ଭାଙ୍ଗି ପୋଲ ତଳକୁ ଖସିପଡିଲା BMW, ୩ ମୃତ ଓ ଜଣେ ଗୁରୁତର ଆହତ
  • ଓରାଙ୍ଗଉଟାନ ରହସ୍ୟ ଖୋଲିବାକୁ କ୍ରାଇମବ୍ରାଞ୍ଚ STFର ଜୋରଦାର ତଦନ୍ତ, CCTV ଯାଞ୍ଚ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In