• About Us
  • Contact Us
Thursday, November 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ବାତିଲ ହେଲା ୩୭ ଟ୍ରେନ୍

by Voice of Victims
November 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆନ୍ଧ୍ରରେ ତାଣ୍ଡବ କରିବ ବାତ୍ୟା ମୋନ୍ଥା, ୬୫ଟି ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ୍ ବାତିଲ

ଭୁବନେଶ୍ୱର: ବାତ୍ୟା ଅକଭାନ ମୁକାବିଲା ପାଇଁ ରେଳ ବିଭାଗର ପ୍ରସ୍ତୁତି । ୩୭ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ୨୬ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ଏନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓ ଲ୍ୟାଣ୍ଡଫଲ୍ କୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳ ଉପରେ ଉଚ୍ଚସ୍ତରୀୟ ଟିମ୍ ଗଠନ କରି ନଜର ରଖାଯାଇଛି।

ଉପକୂଳ ଅଞ୍ଚଳରେ ଟ୍ରାକ୍ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଜରୁରୀକାଳୀନ ପୁନରୁଦ୍ଧାର ପାଇଁ ଭାରୀ ଯନ୍ତ୍ରପାତି, ରିଜର୍ଭ ରେକ୍ ଓ ଅତିରିକ୍ତ ମାନବ ସମ୍ବଳକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଯାତ୍ରୀଙ୍କୁ ଟ୍ରେନ୍ ବାତିଲ ଓ ସମୟ ପରିବର୍ତ୍ତନ ସମ୍ପର୍କିତ ସୂଚନା ସୋସିଆଲ ମିଡିଆ, ଏନ୍ ଟିଇଏସ୍ ଆପ୍ ଓ ଷ୍ଟେସନର ଘୋଷଣା ମାଧ୍ୟମରେ ଦିଆଯାଉଛି। ପ୍ରତ୍ୟେକ ଷ୍ଟେସନରେ ଯାତ୍ରୀଙ୍କ ସହାୟତା ପାଇଁ ସ୍ୱତନ୍ତ୍ର ଟିମ୍ ମଧ୍ୟ ନିୟୋଜିତ ରହିଛନ୍ତି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

Post Views: 27
Share198Tweet124Send
Voice of Victims

Voice of Victims

Recent Posts

  • ସାମ୍ବିଧାନିକ ସୁରକ୍ଷା ଓ ପ୍ରଶାସନିକ ଶୃଙ୍ଖଳା ଉପରେ କ୍ୟାଟ ବାର୍‌ ଆସୋସିଏସନ୍‌ର ଆଲୋଚନାଚକ୍ର
  • ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ବାତିଲ ହେଲା ୩୭ ଟ୍ରେନ୍
  • ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିବ ଅକଭାନ, ୪ ଜିଲ୍ଲାକୁ ୯୦ କିମି ପବନ ଭୟ
  • ଆସନ୍ତା ୩୦ ତାରିଖରେ ସରିବ ଓଡ଼ିଶା ଡିଜିପି ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ
  • ‘ଅକଭାନ୍’ ବାତ୍ୟା ପାଇଁ ହାଇ ଆଲର୍ଟ: ୧ ଲକ୍ଷରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନାନ୍ତର: ଅନୁ ଗର୍ଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In