ଆଧ୍ୟାତ୍ମିକ

ଇସ୍କନକୁ ଗଜପତିଙ୍କ କଡ଼ା ଚିଠି, ମନଇଚ୍ଛା ତାରିଖରେ ହେବନି ରଥଯାତ୍ରା

ଅଦିନିଆ ରଥଯାତ୍ରା ନେଇ ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା

ଭୁବନେଶ୍ୱର : ଇସ୍କନକୁ ଗଜପତିଙ୍କ କଡ଼ା ଚିଠି । ମନଇଚ୍ଛା ତାରିଖରେ ହେବନି ରଥଯାତ୍ରା । ଶାସ୍ତ୍ରୀୟ ନିୟମ ମାନିବାକୁ ପଡ଼ିବ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ସମୟରେ ବାରମ୍ବାର ହେଉଥିବା ତିଥି ବିଭ୍ରାଟ ଓ ଶାସ୍ତ୍ରୀୟ ନିୟମର ଉଲ୍ଲଂଘନକୁ...

Read more

ପ୍ରବଳ ଖରା ଓ ଗୁଳୁଗୁଳି କୁ ଖାତିର ନକରି ବିଶ୍ଵନିୟନ୍ତାଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପ୍ରବଳ ଖରା ଓ ଗୁଳୁଗୁଳି କୁ ଖାତିର ନକରି ବିଶ୍ଵନିୟନ୍ତାଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ (ଭିଓଭି): ପବିତ୍ର ସ୍ନାନପୂର୍ଣ୍ଣିମା ଉପଲକ୍ଷେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ପ୍ରଚଣ୍ଡ ରୌଦ୍ର ତାପ କୁ ଖାତିର ନକରି ସ୍ନାନବେଦି ଉପରେ ଟିକେ ନିଜର ମନର ଠାକୁର, ଭାବର ଠାକୁରଙ୍କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଭକ୍ତ ଧାଇଁ ଆସିଛି। ଯେପରି...

Read more

​ସ୍ୱଚ୍ଛ ରଥଯାତ୍ରା ପାଇଁ ବଡଦାଣ୍ଡରେ ନିଆରା ଢଙ୍ଗରେ ‘ଆଟା’ର ସଚେତନତା କାର୍ଯ୍ୟକ୍ରମ

​ସ୍ୱଚ୍ଛ ରଥଯାତ୍ରା ପାଇଁ ବଡଦାଣ୍ଡରେ ନିଆରା ଢଙ୍ଗରେ ‘ଆଟା’ର ସଚେତନତା କାର୍ଯ୍ୟକ୍ରମ

​ପୁରୀ (ଭିଓଭି): ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଦେଖିବାକୁ ମିଳିଛି ଏକ ନିଆରା ପ୍ରୟାସ। ରଥଯାତ୍ରା ୨୦୨୬ ଅବସରରେ, ‘ସଂଘର୍ଷ ଓ ଉତ୍କର୍ଷର ରଥଯାତ୍ରା’ ଆଭିମୁଖ୍ୟକୁ ନେଇ ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ (ATA...

Read more

ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

ରଣପୁର, ୨୯/୦୬: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରଣପୁର ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ଦେବସ୍ନାନ ନୀତି ଅତ୍ୟନ୍ତ ଭାବଗମ୍ଭୀର ପରିବେଶରେ ସମ୍ପନ୍ନ ହୋଇଥିଲା। ଶାସ୍ତ୍ରବିଧି ଅନୁଯାୟୀ ସ୍ନାନମଣ୍ଡପରେ ଠାକୁରମାନଙ୍କୁ ପହଣ୍ଡି...

Read more

ସ୍ନାନବେଦିରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଅପରାହ୍ଣ ୪ରୁ ହାତୀବେଶରେ ଦେବେ ଦର୍ଶନ

ସ୍ନାନବେଦିରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଅପରାହ୍ଣ ୪ରୁ ହାତୀବେଶରେ ଦେବେ ଦର୍ଶନ

ପୁରୀ : ରତ୍ନବେଦି ଛାଡ଼ି ସ୍ନାନବେଦିରେ ବିଜେ ହେଲେ ଜଗତ ଠାକୁର। ସ୍ନାନବେଦିରେ କରିବେ ଲୀଳାଖେଳା । ବଡ଼ଦାଣ୍ଡରୁ ମହାମାନବୀୟ ସ୍ନାନଲୀଳା ଦର୍ଶନ କରିବେ ଶ୍ରଦ୍ଧାଳୁ । ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ ମର୍ତ୍ତ୍ୟ ବୈକୁଣ୍ଠ ଅଧିପତି । ଆଜି ଭୋର୍‌ ୫ରୁ...

Read more

୧୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

୧୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

ପୁରୀ: ୧୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ । ଗତକାଲି ରାତି ୧୦ଟା ୩୦ରୁ ଆଜି ଦିନ ୧ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା । ଏହା ପୂର୍ବରୁ ଶ୍ରୀମନ୍ଦିରରେ ବିଶେଷ ନୀତିମାନ ଅନୁଷ୍ଠିତ ହେବ...

Read more

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇ-ଟେକ୍ ନଜର ଏବଂ ଡିଜିଟାଲ୍ ସର୍ଭେଲାନ୍ସ ରହିବ ଶ୍ରୀକ୍ଷେତ୍ର

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇ-ଟେକ୍ ନଜର ଏବଂ ଡିଜିଟାଲ୍ ସର୍ଭେଲାନ୍ସ ରହିବ ଶ୍ରୀକ୍ଷେତ୍ର

ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଜୁନ୍ ୨୯ରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଚଳିତ ବର୍ଷ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରାୟ ୩ ରୁ ୪...

Read more

ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲା, ୮ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲା, ୮ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଉତ୍ତରପ୍ରଦେଶ : ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲାରେ ପୋଲିସ ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ପୋଲିସ ସମସ୍ତଙ୍କୁ ହେପାଜତକୁ ନେବା ସହିତ ଗୁରୁବାର ସନ୍ଧ୍ୟାରେ ସେମାନଙ୍କୁ ଅଟକ ରଖି ଅଯୋଧ୍ୟାର ରାମ ଜନ୍ମଭୂମି...

Read more

ରଥଯାତ୍ରା ପାଇଁ ପରିବହନ କମିଶନର ବଡ଼ ନିଷ୍ପତ୍ତି, ମାଗଣା ରହିବ ସମସ୍ତ ସେବା

ରଥଯାତ୍ରା ପାଇଁ ପରିବହନ କମିଶନର ବଡ଼ ନିଷ୍ପତ୍ତି, ମାଗଣା ରହିବ ସମସ୍ତ ସେବା

ପୁରୀ : ରଥଯାତ୍ରା, ଗୁଣ୍ଡିଚା ଓ ସୁନାବେଶ ଦିନ ସମସ୍ତ ଗାଡ଼ି ପାଇଁ ଟୋଲ ଫି ଛାଡ କରାଯିବ । ଟୋଲ ଗେଟ୍ ଏହି ଦିନମାନଙ୍କ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପାଖାପାଖି ହଜାରେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରଯାଇଛି...

Read more

ମା’ ମଣିନାଗଙ୍କ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେଲା କଳସ ଯାତ୍ରା

ମା’ ମଣିନାଗଙ୍କ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେଲା କଳସ ଯାତ୍ରା

ରଣପୁର, ୨୧/୦୬ : ରଣପୁର ବ୍ଲକ ଅନ୍ତର୍ଗତ ମା’ ମଣିନାଗଙ୍କ ପବିତ୍ର ପୀଠରେ ପଞ୍ଚଦିନାତ୍ମକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶନିବାରଠାରୁ ଆରମ୍ଭ ହୋଇଛି। ଏହି ଉତ୍ସବ ଜୁନ ୨୦ ତାରିଖରୁ ଆରମ୍ଭ ହୋଇ ଜୁନ ୨୪ ତାରିଖ ପର୍ଯ୍ୟନ୍ତ ଧାର୍ମିକ ଆଚାର-ବିଚାର...

Read more
Page 3 of 31 1 2 3 4 31

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.