ଆମେରିକା : ରୁଷ ପରେ ପୁଣି ଆମେରିକାର ନ୍ୟୁୱର୍କରେ ଭୂକମ୍ପ ଝଟକା । ଭୂକମ୍ପର ତୀବ୍ରତା ୩.୦ ରହିଛି । ଯାହାର କେନ୍ଦ୍ରସ୍ଥଳ ସେଣ୍ଟ୍ରାଲ ପାର୍କଠାରୁ ୧୩ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ପଶ୍ଚିମ ନ୍ୟୁ ଜର୍ସିର ଉପନଗର ହାସବ୍ରକ୍ ହାଇଟ୍ସରେ...
Read moreଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀର କୁଲଗାମରେ ଅପରେସନ ଅଖଲ ଜାରି । ଲଗାତାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ତୃତୀୟ ଦିନର ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀ ନିହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜାରି...
Read moreଯାଜପୁର : ସ୍କୁଲରେ ପାଠ ପଢ଼ାଇଲେ ଜିଲ୍ଲାପାଳ । ବରୀ ବ୍ଲକ ଗସ୍ତ ଅବସରରେ ଏକ ସ୍କୁଲକୁ ଯାଇ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢାଇଥିଲେ ନୂତନ ଭାବେ ଯୋଗ ଦେଇଥିବା ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର । ଜିଲ୍ଲାପାଳ ପ୍ରଥମେ...
Read moreଭୁବନେଶ୍ୱର: ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ବୋର୍ଡ ଉପସଭାପତି ଗିରଫ । ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ । ଦୁଇ ଥର ଜେରା ପରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ସୂଚନା । ତାଙ୍କ ଲାପଟପରୁ ଚୋରି ହୋଇଥିଲା...
Read moreରଣପୁର 2/8 : ରଣପୁର ନିକଟସ୍ଥ ଲେଖାପଡା କମଲେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଘାଟ ନିର୍ମାଣ ସେବାସଙ୍ଘ ତଫରୁ ଏକ ଏକ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗଛ ସାରେ କୈଳାଶ ଚନ୍ଦ୍ର ରଥ ଙ୍କ ଆବାହକ ରେ...
Read moreରଣପୁର, ୦୨/୦୮ : ଗଣଶିକ୍ଷା ବିଭାଗ ଓଡ଼ିଶା ର ନିର୍ଦ୍ଦେଶ ଅନୁଯାୟୀ ଆଜି ସାରା ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଦ୍ଵିତୀୟ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ନରସିଂହପୁର କ୍ଲଷ୍ଟର...
Read moreନୂଆଦିଲ୍ଲୀ: ଶେଷରେ ଆଖିବୁଜିଲେ ପୁରୀ ଜିଲାର ବଳଙ୍ଗା ପୀଡ଼ିତା। ୧୫ ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ପ୍ରାଣ ହରାଇଛନ୍ତି। ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଛି।...
Read moreଭୁବନେଶ୍ୱର: ଆର୍ଟିକ ମହାସାଗର ଉପରେ ୪୨ କିଲୋମିଟର ଯାତ୍ରା କରି ଇତିହାସ ରଚିଛନ୍ତି ପଶ୍ଚିମବଙ୍ଗ ବଡ଼ ବଜାର ବାସିନ୍ଦା ରାମ ଗୋପାଳ କୋଠରୀ | ସେ ଭୌଗୋଳିକ ଉତ୍ତର ମେରୁରେ ନିଜର ପ୍ରଥମ ପୂର୍ଣ୍ଣ ମାରାଥନରେ ଭାଗନେଇ ମାରାଥନ ଶେଷ କରିବାରେ...
Read moreନୂଆଦିଲ୍ଲୀ: ଟ୍ରମ୍ପଙ୍କ ଧମକ ଏବଂ ଟାରିଫ ଆକ୍ସନ ପରେ ରୁଷ ତୈଳ କିଣିବା ବନ୍ଦ କଲା କି ଭାରତ । ରୁଷଠାରୁ ତୈଳ କିଣୁଥିବାରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ସହ ପେନାଲ୍ଟି ଲଗାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...
Read moreନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ୧୫ ଫେବୃଆରୀରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଏହି ଦୁଃଖଦ ଘଟଣା ପଛରେ ଥିବା କାରଣ ବର୍ତ୍ତମାନ୍ ସାମ୍ନାକୁ ଆସିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ କହିଥିଲେ ଯେ ଏହି ଘଟଣା କିପରି...
Read moreCopyright © 2023.