ମୁଖ୍ୟ ଖବର

ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ, ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ମନା

ଶରଧାବାଲିରେ ଠେଲାପେଲା ଦଳାଚକଟା, ୩ ମୃତ

ପୁରୀ: ସୁବ୍ୟବସ୍ଥିତ ରଥଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ । ତିନି ରଥ ଉପରେ ରହିବେନି ଛଦ୍ମବେଶୀଧାରୀ ସେବାୟତ । କୌଣସି ସେବାୟତଙ୍କ ସହାୟତାରେ ରଥକୁ ଚଢ଼ିବେନି ଶ୍ରଦ୍ଧାଳୁ । ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ମନା...

Read more

ବାଲେଶ୍ୱର ଟ୍ରାଜେଡିକୁ ପୂରିଲା ବର୍ଷେ, ନ୍ୟାୟ ଅପେକ୍ଷାରେ ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି

ବାଲେଶ୍ୱର ଟ୍ରାଜେଡିକୁ ପୂରିଲା ବର୍ଷେ, ନ୍ୟାୟ ଅପେକ୍ଷାରେ ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି

ଭୁବନେଶ୍ବର: ବାଲେଶ୍ୱର ଟ୍ରାଜେଡିକୁ ପୂରିଲା ବର୍ଷେ । ନ୍ୟାୟ ଅପେକ୍ଷାରେ ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଏଯାଏ ସରିନି ତଦନ୍ତ । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାକୁ ଗୋଟିଏ ବର୍ଷ ବିତିଲାଣି ।...

Read more

ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟର ବୃକ୍ଷରୋପଣ ଉତ୍ସବ

ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟର ବୃକ୍ଷରୋପଣ ଉତ୍ସବ

କଟକ: ବନ ମହୋତ୍ସଵ ସପ୍ତାହ ପାଳନ ଅବସରରେ ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟ ତରଫରୁ ଚୌଦ୍ୱାର ସ୍ଥିତ ସ୍ୱପ୍ନା ମହଲ ଟ୍ରଷ୍ଟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ସୁବାସ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଫଳ କାର୍ଯ୍ୟକ୍ରମରେ କ୍ଲବ ସଭାପତି ଜ୍ୟୋତି...

Read more

ପୁଣି ମହାରାଷ୍ଟ୍ରରେ ଭୂକମ୍ପ ଝଟକା, ତୀବ୍ରତା ୩.୫

କୋଲକାତାରେ ଭୂକମ୍ପ ଝଟକା, ତୀବ୍ରତା ୫.୪

ମହାରାଷ୍ଟ୍ର: ଶନିବାର ଅର୍ଥାତ୍ ଆଜି ମହାରାଷ୍ଟ୍ରର ହିଙ୍ଗୋଲିକୁ ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୫ ରିକ୍ଟର ସ୍କେଲରେ ଥିଲା । ଆଜି ସକାଳ ପ୍ରାୟ ୧୧ ଟା ୨୬ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।...

Read more

ଲାଲକିଲ୍ଲାକୁ ବୋମା ଧମକ, ଦିଲ୍ଲୀରେ ଉତ୍ତେଜନା

ଲାଲକିଲ୍ଲାକୁ ବୋମା ଧମକ, ଦିଲ୍ଲୀରେ ଉତ୍ତେଜନା

ନୂଆଦିଲ୍ଲୀ : ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଜି ପୁଣି ଥରେ ଲାଲକିଲ୍ଲାକୁ ବୋମା ଧମକ ମିଳିଛି । ସନ୍ଦିଗ୍ଧ ବ୍ୟକ୍ତି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଏହି ଧମକ ଦେଇଥିବା ସୂଚନା ମିଳୁଛି ।...

Read more

ପାଠ୍ୟ ପୁସ୍ତକ ତ୍ରୁଟି; ଅପରାଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀଙ୍କ ବଡ ଆକ୍ସନ ; ସ୍କୁଲ୍ ବହି ତ୍ରୁଟି ; ୪ ନିଲମ୍ବିତ

ଭୁବନେଶ୍ୱର : ପାଠ୍ୟ ପୁସ୍ତକରେ ତ୍ରୁଟି, ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ ଏଫ୍.ଆଇ.ଆର୍ କରିବାକୁ SCERT ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ...

Read more

ଘୂର୍ଣ୍ଣିବଳୟ ପ୍ରଭାବରେ ବଢ଼ିବ ବର୍ଷା, ୫ ଦିନ ଯାଏ ୱାର୍ଣ୍ଣିଂ

ଚାଷୀକୂଳ ପାଇଁ ବଡ଼ ଚେତାବନୀ, ଏଥର ଓଡିଶାରେ କମ ବର୍ଷା

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ବଢ଼ିବ ବର୍ଷା । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ ଆସନ୍ତା ୪ ଦିନ ଯାଏ ବର୍ଷା ଲାଗି ରହିବ। ୧୩ ତାରିଖରୁ ବଢ଼ିବ ବର୍ଷା ପରିମାଣ । ଆଜି...

Read more

ପୁରୀ କୋଣାର୍କ ରାଜପଥ ରୁ ଜୋର୍ ଜବରଦସ୍ତ ପାର୍କିଂ ଫି ଆଦାୟ ! ସନ୍ଦେହ ଘେରରେ ପୋଲିସ ଭୂମିକା।

ପୁରୀ କୋଣାର୍କ ରାଜପଥ ରୁ ଜୋର୍ ଜବରଦସ୍ତ ପାର୍କିଂ ଫି ଆଦାୟ ! ସନ୍ଦେହ ଘେରରେ ପୋଲିସ ଭୂମିକା।

ପୁରୀ/କୋଣାର୍କ (ଭିଓଭି): ପୁରୀ ରୁ କାର୍ ନେଇ କୋଣାର୍କ ଯାଉଥିଲେ ସାବଧାନ! ରାମଚଣ୍ଡୀ ପାର ହେବା ପରେ ଇକୋ ରିଟ୍ରିଟ୍ ଠାରୁ କୋଣାର୍କ ମନ୍ଦିର ଯାଏ ଯେକୌଣସି ସ୍ଥାନରେ ଗାଡି ଛିଡା ହେବା ମାତ୍ରେ ପାର୍କିଂ ଫି ଦେବାକୁ ହେବ। ତାହା...

Read more

ଶ୍ରୀହୀନ ହେଲା ଶ୍ରୀସେତୁ

ଶ୍ରୀହୀନ ହେଲା ଶ୍ରୀସେତୁ

ପୁରୀ (ଭିଓଭି): ଜାତୀୟ ରାଜପଥରୁ ପୁରୀ ସହର ଭିତରକୁ ଗହଳି ଏଡ଼ାଇ ସିଧା ସଳଖ ପ୍ରବେଶ କରିବା ଲକ୍ଷ୍ୟରେ ନବୀନ ସରକାରଙ୍କ ଅମଳରେ ଟ୍ରମ୍ପେଟ଼୍ଙ ସଦୃଶ ନିର୍ମିତ ଶ୍ରୀସେତୁ ପୁରୀର ଅନ୍ୟତମ ଆକର୍ଷଣ ଅଟେ। ଏହି ସେତୁ କୁ ଏକ ସାଧାରଣ...

Read more

ବାଲିପାଟଣା ରେ ବଡ ଖାଦ୍ୟ ଜାଲିଆତି ଠାବ, ପୁରୁଣା ବିସ୍କୁଟକୁ ନୂଆ ପ୍ୟାକିଙ୍ଗ କରି ବଜାରରେ ବିକ୍ରି

ବାଲିପାଟଣା ରେ ବଡ ଖାଦ୍ୟ ଜାଲିଆତି ଠାବ, ପୁରୁଣା ବିସ୍କୁଟକୁ ନୂଆ ପ୍ୟାକିଙ୍ଗ କରି ବଜାରରେ ବିକ୍ରି

ବାଲିପାଟଣା ଅଞ୍ଚଳରେ ଚାଲିଥିଲା ଏକ ବଡ଼ଧରଣର ଖାଦ୍ୟ ଜାଲିଆତି। ବର୍ଷ ବର୍ଷ ଧରି ମିଆଦ ସରିଯାଇଥିବା (Expired) ବିଭିନ୍ନ ଦାମୀ କମ୍ପାନୀର ବିସ୍କୁଟକୁ ନୂଆ ପ୍ୟାକିଂ କରି ବଜାରକୁ ଛାଡୁଥିଲେ ଅସାଧୁ ବ୍ୟବସାୟୀ। ଶନିବାର ସ୍ଥାନୀୟ ଲୋକଙ୍କ ସତର୍କତା ଯୋଗୁଁ ଏହି...

Read more
Page 30 of 730 1 29 30 31 730

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.