ଶାରଙ୍ଗଧରପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବିଜୟ କୁମାର ବେହେରାଙ୍କ ଅବସର ଗ୍ରହଣ।

ଶାରଙ୍ଗଧରପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବିଜୟ କୁମାର ବେହେରାଙ୍କ ଅବସର ଗ୍ରହଣ।

ରଣପୁର: ଶାରଙ୍ଗଧରପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବିଜୟ କୁମାର ବେହେରାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସହକାରୀ ଶିକ୍ଷକ ଗୋପୀନାଥ ପ୍ରଧାନଙ୍କ ସଭାପତିତ୍ୱରେ ସମ୍ପର୍ଣ୍ଣ ହୋଇଯାଇଛି। ସମାରୋହରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଭବାନୀ ପଦରଞ୍ଜନ ମହାପାତ୍ର,...

Read more

୧୧ରେ ଆସାମରେ ନୂଆ ସରକାର ! ଇସ୍ତଫା ଦେଲେ ହିମନ୍ତ ବିଶ୍ବଶର୍ମା

୧୧ରେ ଆସାମରେ ନୂଆ ସରକାର ! ଇସ୍ତଫା ଦେଲେ ହିମନ୍ତ ବିଶ୍ବଶର୍ମା

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନର ଫଳାଫଳର ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ତାଙ୍କ ମନ୍ତ୍ରୀ ପରିଷଦ ସହିତ ତାଙ୍କ ପଦରୁ ଇସ୍ତଫା...

Read more

ଚିଲିକାରେ କଡ଼ା ସୁରକ୍ଷା ନିୟମ, ବିନା ଲାଇଫ ଜ୍ୟାକେଟରେ ଡଙ୍ଗା ଚଳାଚଳ ନିଷିଦ୍ଧ

ଚିଲିକାରେ କଡ଼ା ସୁରକ୍ଷା ନିୟମ, ବିନା ଲାଇଫ ଜ୍ୟାକେଟରେ ଡଙ୍ଗା ଚଳାଚଳ ନିଷିଦ୍ଧ

ବ୍ରହ୍ମଗିରି : ଚିଲିକାରେ କଡ଼ା ସୁରକ୍ଷା ନିୟମ । ବିନା ଲାଇଫ ଜ୍ୟାକେଟରେ ଡଙ୍ଗା ଚଳାଚଳ ନିଷିଦ୍ଧ। ମଧ୍ୟପ୍ରଦେଶରେ କ୍ରୁଜ ବୁଡ଼ି ଘଟଣା ପରେ ସମଗ୍ର ଚିଲିକାରେ ଲାଗିଛି କଟକଣା । ବିନା ଲାଇଫ ଜ୍ୟାକେଟରେ ଡ଼ଙ୍ଗା ନେବାକୁ ମନାକରାଯାଇଛି କିନ୍ତୁ କେହି...

Read more

ଗ୍ୟାସ ଲିକ ଘଟଣାରେ ମୃତ ଲଳିତ ପ୍ରହରାଜଙ୍କ ସ୍ମୃତି ଚାରଣ ସଭା

ଗ୍ୟାସ ଲିକ ଘଟଣାରେ ମୃତ ଲଳିତ ପ୍ରହରାଜଙ୍କ ସ୍ମୃତି ଚାରଣ ସଭା

ରଣପୁର, ୩/୫ : ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୬ନମ୍ବର ୱାର୍ଡ ଦାଣ୍ଡସାହିର ସନ୍ତୋଷ ପ୍ରହରାଜଙ୍କ ପୁଅ ଲଳିତ ପ୍ରହରାଜ (ମଣ୍ଟୁ)ଙ୍କ ଗତ ଅପ୍ରେଲ ମାସ ୧୨ ତାରିଖରେ ଘଟିଥିବା ଦୁର୍ଭାଗ୍ୟଜନକ ଗ୍ୟାସ ଲିକ ଘଟଣାରେ ଗୁରୁତର ଭାବେ ଆହତ ହୋଇ...

Read more

କୋଲକତା ପୋଲିସର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଆଜି ବିଜୟ ସେଲିବ୍ରେସନ ମନା

କୋଲକତା ପୋଲିସର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଆଜି ବିଜୟ ସେଲିବ୍ରେସନ ମନା

କୋଲକତା : କୋଲକତାରେ ଆଗେଇ ଚାଲିଛି ବିଜେପି । ଏହାରି ଭିତରେ କୋଲକତା ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭୋଟ ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ପୋଲିସ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି...

Read more

ହାରିଗଲେ ରାହୁଲ ଗାନ୍ଧୀଙ୍କ ବବ୍ବର ଶେର ଗୌରବ ଗୋଗୋଇ

ହାରିଗଲେ ରାହୁଲ ଗାନ୍ଧୀଙ୍କ ବବ୍ବର ଶେର ଗୌରବ ଗୋଗୋଇ

ଆସାମ ବିଧାନସଭା ନିର୍ବାଚନ ୨୦୨୬ରେ କଂଗ୍ରେସର କରୁଣ ପରିସ୍ଥିତି। ହାରିଗଲେ ରାହୁଲ ଗାନ୍ଧୀଙ୍କ ବବ୍ବର ଶେର୍ (ସିଂହ) ତଥା ଆସାମ କଂଗ୍ରେସ ମୁଖ୍ୟ ଗୌରଭ ଗୋଗୋଇ। ଗୌରଭ ଜୋରହାନଟ ବିଧାନସଭା ଆସନରୁ ଏଥର ନିର୍ବାଚନ ଲଢ଼ୁଥିଲେ। ସେ ବିଜେପି ପ୍ରତିପକ୍ଷ ହିତେନ୍ଦ୍ର...

Read more

ଆସାମରେ ବିଜେପିର ହ୍ୟାଟ୍ରିକ୍

ଆସାମରେ ବିଜେପିର ହ୍ୟାଟ୍ରିକ୍

ଆସାମରେ ୧୨୬ଟି ବିଧାନସଭା ଆସନ ମଧ୍ୟରୁ, ସଂଖ୍ୟାଗରିଷ୍ଠତା ଅଙ୍କ ୬୪ ସହିତ, ବିଜେପି ୭୮ଟି ଆସନରେ ଆଗୁଆ ରହିଛି । ସେଇଭଳି କଂଗ୍ରେସ ୨୪ଟି ଆସନରେ ଆଗୁଆ ରହିଛି । ୨୦୦୧ ମସିହାରୁ ଜାଲୁକବାରି ଆସନରେ ରହିଆସୁଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ...

Read more

ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେପି

ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେପି

ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି ଭାରତୀୟ ଜନତା ପାର୍ଟି । ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ ତାଙ୍କୁ ପୂର୍ବରୁ ଦଳରୁ ନିଲମ୍ବିତ କରାଯାଇଥିଲା ।...

Read more

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ — ରଣପୁରରେ ପ୍ରତାପ ବ୍ଲକ ଟପ୍ପର, ୧୬ ଜଣଙ୍କ ଏ-୧ ସଫଳତା

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ — ରଣପୁରରେ ପ୍ରତାପ ବ୍ଲକ ଟପ୍ପର, ୧୬ ଜଣଙ୍କ ଏ-୧ ସଫଳତା

ରଣପୁର, ୦୨/୦୫ : ଚଳିତ ବର୍ଷର ମାଟ୍ରିକ (AHSC) ପରୀକ୍ଷାର ଫଳ ଘୋଷଣା ପରେ ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ଏହି ଫଳାଫଳରେ ରଣପୁର ବ୍ଲକର ୧୬ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ସହିତ...

Read more

ସାମ୍ବାଦିକଙ୍କ ଦାବି ପ୍ରତି ସରକାର ସଚେତନ-ମନମୋହନ

ସାମ୍ବାଦିକଙ୍କ ଦାବି ପ୍ରତି ସରକାର ସଚେତନ-ମନମୋହନ

ଭୁବନେଶ୍ୱର, ୦୩/୦୫: ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଓ ଭୁବନେଶ୍ୱର ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ବୈଠକରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ମୂଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ନିକଟରେ...

Read more
Page 34 of 431 1 33 34 35 431

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.