ଭୁବନେଶ୍ବର: ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ନବୀନ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ବିଜେଡି ସୁପ୍ରିମୋକୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ବିଧାନସଭାରେ...
Read moreଭୁବନେଶ୍ୱର: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ଓଡିଶାର ଅବକାରୀ ବିଭାଗ ସଜାଗ ହୋଇଛି । ରାଜଧାନୀର ପ୍ରତ୍ୟେକଟି ବାର ଓ ରେଷ୍ଟୁରାଣ୍ଟରେ ଚଢ଼ାଉ ଜାରି ରଖିଛି । ଏହି ସମୟରେ ଭୁବନେଶ୍ବରରେ ଅବକାରୀ ରେଡ୍ ବେଳେ ଅପ୍ରୀତିକର ପରିସ୍ଥିତି। ଅବକାରୀ ବିଭାଗର...
Read moreରଣପୁର, ୧୨/୧୨ : ରାଜସୁନାଖଳା ମହୋତ୍ସବ କାଉଁରୀ–୨୦୨୫ ର ପଞ୍ଚମ ଦିନ ଉଦଯାପନୀ ସନ୍ଧ୍ୟା ଆଜି ଅତ୍ୟନ୍ତ ଆକର୍ଷଣୀୟ ପରିବେଶରେ ପାଳିତ ହୋଇ ଉଦଯାପିତ ହୋଇଯାଇଛି। ଗାଁର ସାମୂହିକ ଐତିହ୍ୟ, ସଂସ୍କୃତି ଓ ଲୋକ ସଂସ୍କାରକୁ ମଧୁର ପରିଚୟ କରାଇଥିବା ଏହି...
Read moreରଣପୁର, ୧୩/୧୨: ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଘର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଓ ବନ୍ଧୁ ମିଳନ ସମାରୋହ ଅଡାଲ ସ୍ଥିତ ଖିଲାମୁଣ୍ଡା ମନ୍ଦିର ପ୍ରାଙ୍ଗଣରେ ସଙ୍ଘର ସଭାପତି ବିଜୟ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ...
Read moreନୂଆଦିଲ୍ଲୀ: ମନରେଗାର ନାଁ ବଦଳାଇଲେ କେନ୍ଦ୍ର ସରକାର । ଏମଜିନରେଗାର ନାଁ ବଦଳାଇବା ନିଷ୍ପତ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ମୋହର ମାରିଛନ୍ତି । ଏବେ ଏହି ଗ୍ରାମୀଣ ନିଯୁକ୍ତି ଯୋଜନା ପୂଜ୍ୟ ବାପୁ ଗ୍ରାମୀଣ...
Read moreଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ବିମାନବନ୍ଦରରୁ ସିଧାସଳଖ ଭୁବନେଶ୍ୱରରେ ଥିବା ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବେ ଅକ୍ଷୟ । ପରେ କଟକର cda ରେ ଥିବା ଏକ ଘରୋଇ କାର୍ଯ୍ୟକ୍ରମରେ ମଧ୍ୟ ଯିବାର ପ୍ଲାନ...
Read moreଭୁବନେଶ୍ୱର: ସ୍ୱତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ମାଝୀ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀରେ ଆରାମଦାୟକ ଭିଆଇପି ବଙ୍ଗଳା ନେବାର ଯଥାର୍ଥତାକୁ ପ୍ରଶ୍ନ କରିଛି ବିଜୁ ଜନତା ଦଳ । ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ...
Read moreଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ଆସନ୍ତାକାଲି କଟକରେ ହାଇକୋର୍ଟ ବାର ଆସୋସିଏସନର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନ ବିଚାରପତି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ବାର ଆସୋସିଏସନ୍ ପକ୍ଷରୁ ସ୍ବାଗତ କରାଯିବା...
Read moreଟୋକିଓ : ଜାପାନର ଉତ୍ତର-ପୂର୍ବ ଉପକୂଳରେ ୬.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହା ପରେ ପାଣିପାଗ ବିଭାଗ ସୁନାମି ଆସିବାର ଆଶଙ୍କା କରି ସତର୍କ ସୂଚନା ଜାରି କରିଛି । ଭୂକମ୍ପର କେନ୍ଦ୍ର ସ୍ଥଳ ୟାମାଡା ଅଞ୍ଚଳରୁ...
Read moreଆନ୍ଧ୍ରପ୍ରଦେଶ: ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ୯ ମୃତ, ଅନେକ ଆହତ । ଅଲ୍ଲୁରୀ-ସୀତାରାମ ରାଜୁ ଜିଲ୍ଲାର ମରେଦୁମିଲ୍ଲି ଘାଟିରେ ଗତ ରାତିରେ ଘଟିଛି ଏହି ଦୁର୍ଘଟଣା । ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଘାଟି...
Read moreCopyright © 2023.