• About Us
  • Contact Us
Friday, August 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଇଲେକ୍ଟ୍ରୋହୋମିଓ ପାଥି ଚିକିତ୍ସା କୁ ସରକାରୀ ମାନ୍ୟତା ଦିଆଯିବା ପାଇଁ ଦାବିପତ୍ର ପ୍ରଦାନ

by Voice of Victims
August 20, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଇଲେକ୍ଟ୍ରୋହୋମିଓ ପାଥି ଚିକିତ୍ସା କୁ ସରକାରୀ ମାନ୍ୟତା ଦିଆଯିବା ପାଇଁ ଦାବିପତ୍ର ପ୍ରଦାନ

ବାଲେଶ୍ଵର (ଭିଓଭି);୧୮/୮– ଇଲେକ୍ଟ୍ରୋହୋମିଓ ପାଥି ଚିକିତ୍ସା କୁ ସରକାରୀ ମାନ୍ୟତା ପ୍ରଦାନ ନିମନ୍ତେ ରାଜ୍ୟ ସଂଘର ସଭାପତି ଡ଼ ସରୋଜ କୁମାର ସାହୁ ଙ୍କ ପରାମର୍ଶ କ୍ରମେ ବାଲେଶ୍ଵର ଜିଲ୍ଲା ଇଲେକ୍ଟ୍ରୋହୋମିଓ ପାଥି ସଂଘ ତରଫରୁ ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଆସନ୍ତା ବିଧାନସଭା ଅଧିବେଶନରେ ଉକ୍ତ ଦାବି କୁ ଉତ୍ଥାନ କରିବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ‌ସଭାପତି ଡ ପର୍ଶୁରାମ ସେଠୀ , ସମ୍ପାଦକ ଡ ଅରବିନ୍ଦ ପାତ୍ର , ଙ୍କ ସହିତ ଡ ଅମୀୟ ତାଲଦି , ଡ ମନୋରଞ୍ଜନ ମାହାର୍ଣା ଉପସ୍ଥିତ ଥିଲେ । ଆସନ୍ତା କାଲି ସଦର ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ କରିବାର ଯୋଜନା ରହିଛି ।

Post Views: 140
Share211Tweet132Send
Voice of Victims

Voice of Victims

Recent Posts

  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ
  • ପତଞ୍ଜଳି ପକ୍ଷରୁ ବିଶ୍ଵ ଅଙ୍ଗଦାନ ଦିବସ ପାଳନ
  • ଦେଶପ୍ରେମ ଏବଂ ପରିବେଶର ବାର୍ତ୍ତା ନେଇ ମହିଳା ମୋର୍ଚ୍ଚା ର ତ୍ରୀରଙ୍ଗା ଶୋଭାଯାତ୍ରା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In