• About Us
  • Contact Us
Thursday, August 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆରଏସଏସ ର ୧୦୦ ବର୍ଷ ପାଳନ ଉପଲକ୍ଷେ ପଦସଞ୍ଚଳନ

by Voice of Victims
October 4, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଆରଏସଏସ ର ୧୦୦ ବର୍ଷ ପାଳନ ଉପଲକ୍ଷେ ପଦସଞ୍ଚଳନ

ବାଲେଶ୍ଵର (ଭିଓଭି) ୨/୧୦ ;- ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଶତବାର୍ଷିକୀ ପୂର୍ତ୍ତୀ ପଲକ୍ଷେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଂୟସେବକ ମାନଙ୍କ ଦ୍ବାରା ପଦସଞ୍ଚଳନ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ର ସେବାର ସଂକଳ୍ପ ରୁ ଆରମ୍ଭ ହୋଇଥିବା ସଂଘର ଯାତ୍ରା ୧୦୦ ବର୍ଷ ରେ ପହଞ୍ଚିଛି । ୧୯୨୫ ମସିହା ବିଜୟା ଦଶମୀ ର ଶୁଭ ଅବସରରେ ପରମପୂଜ୍ୟ ଡ଼ଃ ହେଡଗେୱ।ରଙ୍କ ଦ୍ୱାରା ନାଗପୁର ଠାରେ ଆରମ୍ଭ ହୋଇଥିଲା ।

୧୦୦ ବର୍ଷର କାର୍ଯ୍ୟଧାରା ପ୍ରମାଣ କରେ ଯେ ସଂଘର ଏକମାତ୍ର ମନ୍ତ୍ର ହେଉଛି ‘ ଏକ ଭାରତ , ଶ୍ରେଷ୍ଠ ଭାରତ। ସଂଘର ଶୃଙ୍ଖଳା ଏବଂ ସାମୁହିକତା ଆମ ଜାତୀୟ ଜୀବନକୁ ସୁଦୃଢ କରିଛି । ଆଜି ସୋର ର ଆଗଲପୁର , ଇଶାନେଶ୍ୱର ଉପକଣ୍ଠ , ଏବଂ ରେମୁଣାର ଗୋଲେଇ ଠାରୁ ଆରମ୍ଭ ହୋଇ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସମ୍ପନ୍ନ ହୋଇଥିଲା । ସ୍ଥାନେ ସ୍ଥାନେ ଗୈରିକ ଧ୍ୱଜକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସ୍ୱ।ଗତ ର ବ୍ୟବସ୍ଥା କରାଯାଇଥିଲା । ପ୍ରବଳ ବର୍ଷା ସତ୍ବେ ପଦ ସଞ୍ଚଳନ କରାଯାଇଥିଲା । ଶହ ଶହ ସଂଖ୍ୟା ରେ ସଂୟ ସେବକ ଯୋଗ ଦେଇଥିଲେ ।

Post Views: 50
Share197Tweet123Send
Voice of Victims

Voice of Victims

Recent Posts

  • ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ସବୁ ପାଇଲଟଙ୍କ ହେବ ଟେଷ୍ଟ
  • UPSC ବୈଠକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଅଗଷ୍ଟ ୧୮ ଯାଏଁ ଚୂଡ଼ାନ୍ତ ହେବନି DGP ଚୟନ
  • ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ କଳାହାଣ୍ଡିଆ ମେଘ
  • ପତଞ୍ଜଳି ପକ୍ଷରୁ ବିଶ୍ଵ ଅଙ୍ଗଦାନ ଦିବସ ପାଳନ
  • ଦେଶପ୍ରେମ ଏବଂ ପରିବେଶର ବାର୍ତ୍ତା ନେଇ ମହିଳା ମୋର୍ଚ୍ଚା ର ତ୍ରୀରଙ୍ଗା ଶୋଭାଯାତ୍ରା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In