• About Us
  • Contact Us
Sunday, September 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପତଞ୍ଜଳି ଯୋଗ କେନ୍ଦ୍ରରେ ରାଧାଷ୍ଟମୀ ପାଳିତ

by Voice of Victims
September 20, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
ପତଞ୍ଜଳି ଯୋଗ କେନ୍ଦ୍ରରେ ରାଧାଷ୍ଟମୀ ପାଳିତ

କଟକ, ମହାନଦୀ ବିହାର ସ୍ଥିତ ପତଞ୍ଜଳି ଯୋଗ କେନ୍ଦ୍ର ଠାରେ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ରାଧାଷ୍ଟମୀ ଅବସରରେ ଓଡ଼ିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ଦାଶ, ଗୋଲେଖ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ଲକ୍ଷ୍ମଣ କରଣ, ସୁଶିମ ଶା, ମାନସ ଦାସ, ନାରାୟଣ ତ୍ରିପାଠୀ, କବିତା ରାଉଳ, ରଶ୍ମିତା ଦଳାଇ, ବିଦ୍ୟୁତଲତା ରାୟ, ପୁଷ୍ପିତା ମିଶ୍ର, ନର୍ମଦା ଜେନା, ନିବେଦିତା ମହାନ୍ତି, ଅମିତା ପୃଷ୍ଟି, ଅଞ୍ଜଳି ନାୟକ, ସବିତା ଦାସ, ପ୍ରମିଳା ବସ୍ତିଆ, ଦେବଯାନୀ ପ୍ରଧାନ, ଦୀପ୍ତି ସ୍ବାଇଁ, ଧରିତ୍ରୀ ଦାସ ଓ ଜୟନ୍ତୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଗୀତା, ଭାଗବତର ଦଶମ ସ୍କନ୍ଧ ପାଠ ଓ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ତ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Post Views: 10
Share196Tweet123Send
Voice of Victims

Voice of Victims

Recent Posts

  • ପତଞ୍ଜଳି ଯୋଗ କେନ୍ଦ୍ରରେ ରାଧାଷ୍ଟମୀ ପାଳିତ
  • ସୋଆର ଫ୍ୟାକଲ୍ଟି ଅଫ୍‌ ମ୍ୟାନେଜମେଂଟ ସାଇନସେସ୍‌ ଏବଂ ହୋଟେଲ୍‌ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍‌ କାର୍ଯ୍ୟକ୍ରମ ଆୟୋଜିତ
  • ସୋଆ ଦନ୍ତ ଚିକିତ୍ସା ଛାତ୍ରୀଙ୍କୁ ସମ୍ମାନଜନକ ଆଇସିଏମ୍‌ଆର୍‌ ଏମ୍‌ଡିଏସ୍‌ ଥେସିସ୍‌ ଗ୍ରାଂଟ
  • ପ୍ରଦୂଷଣ ମୁକ୍ତ ମୂର୍ତ୍ତି ବିସର୍ଜନ ଓ ବୃକ୍ଷ ରୋପଣ 
  • ଆଇଏମ୍‌ଏସ୍‌ ଆଣ୍ଡ ସମ ହସ୍ପିଟାଲ୍‌ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍‌ କାର୍ଯ୍ୟକ୍ରମ ଆୟୋଜିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In