• About Us
  • Contact Us
Wednesday, May 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କୋଟିପତି ଫରେଷ୍ଟରଙ୍କ ସଂପତ୍ତି ଦେଖି ଟେରା ହେଲା ଭିଜିଲାନ୍ସ, ୭ଟି ଦାମୀ ପ୍ଲଟ, କେଜିଏ ସୁନା ଓ ବିଦେଶୀ ମୁଦ୍ରା

by Voice of Victims
December 26, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
କୋଟିପତି ଫରେଷ୍ଟରଙ୍କ ସଂପତ୍ତି ଦେଖି ଟେରା ହେଲା ଭିଜିଲାନ୍ସ, ୭ଟି ଦାମୀ ପ୍ଲଟ, କେଜିଏ ସୁନା ଓ ବିଦେଶୀ ମୁଦ୍ରା

ଭୁବନେଶ୍ବର : କୋଟିପତି ଫରେଷ୍ଟରଙ୍କ ସଂପତ୍ତି ଦେଖି ଟେରା ହୋଇଗଲା ଭିଜିଲାନ୍ସ ।  ଭୁବନେଶ୍ବର ଝାରପଡ଼ାରେ ଥିବା ବହୁତଳ କୋଠାରେ ରେଡ୍ ବେଳେ ମିଳିଛି ପୁଳା ପୁଳା ଅଳଙ୍କାର ଓ ଟଙ୍କା ।  କୋରାପୁଟ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ। ଭୁବନେଶ୍ବର ଝାରପଡ଼ା ଅଞ୍ଚଳରେ ରହିଛି ୨ଟି ବହୁତଳ କୋଠା ।

ଭୁବନେଶ୍ବର, ଜଗତସିଂହପୁର ଓ ସେମିଳିଗୁଡ଼ାରେ ରହିଛି ୭ଟି ଦାମୀ ପ୍ଲଟ। ଫରେଷ୍ଟରଙ୍କ ୭ ପ୍ଲଟ, କେଜିଏ ସୁନା ଓ ବିଦେଶୀ ମୁଦ୍ରା ଠାବ କରିଛି ଭିଜିଲାନ୍ସ।  ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ସହ ବିଦେଶୀ ମୁଦ୍ରା ମଧ୍ୟ ଠାବ ହୋଇଛି ।  ଚାକିରି ଆରମ୍ଭ ବେଳେ ଫରେଷ୍ଟରଙ୍କ ଦରମା ଥିଲା ୬୨୫ ଟଙ୍କା ।  ୧୯୮୮ରେ ଫରେଷ୍ଟ ଗାର୍ଡ ଭାବେ ଚାକିରି ଆରମ୍ଭ କରିଥିଲେ ନିରଞ୍ଜନ ଶତପଥୀ ।

ନିରଞ୍ଜନଙ୍କ ୫ ଠିକଣାରେ ରେଡ୍ ଚାଲୁଛି । ଭୁବନେଶ୍ୱର ଝାରପଡ଼ାରେ ଦୁଇଟି ତିନି ମହଲା ଘର, ଜଗତସିଂହପୁର ମୁକୁନ୍ଦପୁରରେ ଥିବା ପୈତୃକ ଘର, କୋରାପୁଟ ସେମିଳିଗୁଡ଼ା ଅଫିସ ଓ କ୍ବାଟର୍ସରେ ଏକକାଳୀନ ରେଡ୍ ଚାଲିଛି । ୬ ଜଣ ଡିଏସପି, ୭ ଇନସପେକ୍ଟର ଓ ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ହୋଇଛନ୍ତି ।

Post Views: 38
Share199Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ, ଶିକ୍ଷା ମହଲରେ ଶୋକର ଛାୟା
  • କଣ୍ଟାବାଞ୍ଜି ପୁର୍ବ ବିଧାୟକ ଆୟୁବ ଖାନଙ୍କ ଵିୟୋଗ, ଥରେ ସ୍ବାଧୀନ ଓ ଥରେ ବିଜେଡିରୁ ବିଧାୟକ ହୋଇଥିଲେ
  • ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା
  • ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ
  • ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In