• About Us
  • Contact Us
Monday, October 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପାରଦୀପ ବନ୍ଦରର ଆଉ ଏକ ନୂଆ ରେକର୍ଡ, ଗୋଟିଏ ଦିନରେ ୧, ୪୦, ୨୨ ମେଟ୍ରିକ ଟନ୍ କୋଇଲା ଲୋଡିଂ

by Voice of Victims
October 12, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପାରଦୀପ ବନ୍ଦରର ଆଉ ଏକ ନୂଆ ରେକର୍ଡ, ଗୋଟିଏ ଦିନରେ ୧, ୪୦, ୨୨ ମେଟ୍ରିକ ଟନ୍ କୋଇଲା ଲୋଡିଂ

ପାରଦୀପ: ପାରଦୀପ ବନ୍ଦରର ଆଉ ଏକ ନୂଆ ରେକର୍ଡ । ଗୋଟିଏ ଦିନରେ ସର୍ବାଧିକ ୧ ଲକ୍ଷ ୪୦ ହଜାର ୨୨ ମେଟ୍ରିକ ଟନ୍ କୋଇଲା ଲୋଡିଂ କରି ନୂଆ ରେକର୍ଡ କରିଛି ପାରାଦୀପ ବନ୍ଦର । ଅକ୍ଟୋବର ୧୦ ତାରିଖରେ ମେକାନାଇଜ କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟ ଦୁଇଟି ଜାହାଜରେ ଏହି କୋଇଲା ଲୋଡିଂ କରି ରେକର୍ଡ କରିଛି ।

ପୂର୍ବରୁ ମେ ୨୯ ତାରିଖରେ ଅନ୍ୟ ଦୁଇଟି ଜାହାଜରେ ୧ ଲକ୍ଷ ୩୭ ହଜାର ୫୨୨ ମେଟ୍ରିକ ଟନ୍ କୋଇଲା ଲୋଡିଂ ହୋଇଥିଲା । ଚଳିତ ବର୍ଷ ଅକ୍ଟୋବର ମାସରେ ୨ ହଜାର ୫୨୨ ମେଟ୍ରିକ ଟନ୍ ଅଧିକ କୋଇଲା ଲୋଡିଂ କରି ପୂର୍ବ ରେକର୍ଡକୁ ଭାଙ୍ଗିଛି ପାରାଦୀପ ବନ୍ଦର । ଏନେଇ ଏମସିଏଚପିର ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପାରାଦୀପ ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ।

ଏହି ମାଇଲଖୁଣ୍ଟ ବନ୍ଦରର ଦକ୍ଷତା, ମାଲ ପରିଚାଳନା,ଜାହଜ ପରିଚାଳନା ସମେତ ବନ୍ଦରର ଭିତ୍ତିଭୂମିର ଉପଯୋଗିତାକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି । ଏହାସହ ଦେଶର ବାଣିଜ୍ୟ ଓ ଲଜିଷ୍ଟିକ କ୍ଷେତ୍ରକୁ ସମର୍ଥନ ଯୋଗାଇବା ସହ ଭାରତର ପୂର୍ବ ଉପକୂଳରେ ଏକ ପ୍ରମୂଖ ନୌବାଣିଜ୍ୟିକ କେନ୍ଦ୍ର ଭାବେ ପାରାଦୀପ ବନ୍ଦରର ସ୍ଥିତିକୁ ଆହୁରି ସୁଦୃଢ କରିଛି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି ପାରାଦୀପ ବନ୍ଦର ।

Post Views: 76
Share198Tweet124Send
Voice of Victims

Voice of Victims

Recent Posts

  • ମହାସମାରୋହରେ ଉଦଯାପିତ ହେଲା ଚତୁର୍ଥ ବାର୍ଷିକ ‘ମା’ କନକଦୁର୍ଗା ମହୋତ୍ସବ’
  • କୁଳାସର କ୍ଲଷ୍ଟରସ୍ତରୀୟ ‘ସୁରଭି’ ଉଦଯାପିତ, କୁନି କୁନି ପ୍ରତିଭାଙ୍କ କଳା, ଜ୍ଞାନ ଓ ସୃଜନଶୀଳତାର ଅନନ୍ୟ ମହୋତ୍ସବ
  • ବରିଷ୍ଠ ନାଗରିକ ତୀର୍ଥଯାତ୍ରର ଶୁଭାରମ୍ଭ
  • ସୁନା ଖଣିରେ ଏୟାରଷ୍ଟ୍ରାଇକ: ୭୨ ଶ୍ରମିକ ନିହତ
  • ପ୍ଲାଣ୍ଟ ବିବାଦକୁ ନେଇ ଭୟଙ୍କର ସଂଘର୍ଷ, ପୂର୍ବତନ ବିଧାୟକଙ୍କୁ ପିଟିପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In