ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ପୁଣି ରାଗିଂ ଅଭିଯୋଗ । ମେକାନିକାଲ୍ ବିଭାଗର ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ରାଗିଂ ଅଭିଯୋଗରେ ୪ ଛାତ୍ର ଦୋଷୀ । ବୁର୍ଲାର ବୀର ସୁରେନ୍ଦ୍ର ସାଏ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ (VSSUT)ର ଚାରି ଜଣ...
Read moreଆଜି ଭାରତ ବନ୍ଦ । ବିଭିନ୍ନ ଦାବି ନେଇ ଭାରତ ମୁକ୍ତି ମୋର୍ଚ୍ଚା ଏବଂ ଏସସିଏସଟି ଓବିସି ମୁକ୍ତିମୋର୍ଚ୍ଚା ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଭାରତ ବନ୍ଦ ଡାକରା ବଲାଙ୍ଗିର ସହରରେ ସାଧାରଣ ଜୀବନକୁ ପ୍ରଭାବିତ କରିଛି । ପଛୁଆ...
Read more୬ ମାସ ଭିତରେ କାର୍ଯ୍ୟକାରୀ ହେବ ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତି । ଏ ନେଇଁ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି କାଲି କ୍ୟାବିନେଟ ମଞ୍ଜୁରୀ ପରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ଷ୍ୟ...
Read moreକଟକ, ଗତବର୍ଷ ଜାମ୍ମୁକାଶ୍ମୀର ପହଲଗାମ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ଏକବର୍ଷ ପୂର୍ତ୍ତି ଅବସରରେ ପତଞ୍ଜଳି ଯୋଗପୀଠ ପକ୍ଷରୁ ପ୍ରାଣ ହରାଇଥିବା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ନୂଆବଜାର ନେହେରୁ କଲୋନୀ ସ୍ଥିତ ବରଦା ମହାବୀର ମନ୍ଦିର ପ୍ରାଙ୍ଗଣରେ ଯୋଗ...
Read moreକୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଖୁବ୍ଶୀଘ୍ର ବାଲି କଢ଼ାଯିବ ସୂଚନା ମିଳିଛି । ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ହୋଇଥିବା ଏଏସ୍ଆଇ ପକ୍ଷରୁ କୁହାଯାଇଛି । ପୂର୍ବରୁ ସ୍କାନିଂ କରାଯାଇଥିବା ମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କରାଯାଇ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା...
Read moreଭୁବନେଶ୍ୱର: କଲବଲ କରୁଛି ତାତି । ଆହୁରି ୪ ଦିନ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର । ଅସ୍ତବ୍ୟସ୍ତ କରୁଛି ଗରମ । ତଳେ ଉପରେ ସବୁଠି ତାତି । ୨୫ ଯାଏ ତାତି ରୁ ନାହିଁ ତ୍ରାହି । ୪୦...
Read moreପୁଣିଥରେ ରାଜ୍ୟକୁ ଫେରିଛି ପୋସ୍କୋ। JSW Steel ସହ ପୋସ୍କୋର ମିଳିତ ଉଦ୍ୟମରେ ଦୁଇଟି ବଡ଼ ଇସ୍ପାତ କାରଖାନା ସ୍ଥାପନର ପଥ ସ୍ପଷ୍ଟ ହୋଇଛି। ଢେଙ୍କାନାଳ ଓ କେନ୍ଦୁଝରରେ ଏହି ମେଗା ପ୍ରକଳ୍ପ ଆସୁଥିବାରୁ ଶିଳ୍ପୀୟ ଆଶା ଆଉଥରେ ଜାଗୃତ ହୋଇଛି।...
Read moreରାଜ୍ୟରେ ଚାଲିଥିବା ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ତତ୍ପରତା ଦେଖାଇଛି ରାଜ୍ୟ ସରକାର । ରାଜ୍ୟ ସାରା ଦୁର୍ଘଟଣା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଘଟଣା ରିପୋର୍ଟ ଆସିବା ପରେ ଚାଲିଥିବା ରାଜ୍ୟର ଜନଗଣନା କାର୍ଯ୍ୟର ପ୍ରଥମ ପର୍ଯ୍ୟାୟରେ ସାମିଲ କର୍ମଚାରୀମାନଙ୍କ...
Read moreଭୁବନେଶ୍ୱର : ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ । ମହିଳା ବିଲକୁ ବିରୋଧୀ ଦଳ ସମର୍ଥନ ନଦେବା ପ୍ରସଙ୍ଗରେ ରାଜ୍ୟସ୍ତରରୁ ମଣ୍ଡଳସ୍ତର ପର୍ଯ୍ୟନ୍ତ କ୍ୟାମ୍ପେନ କରିବ ବିଜେପି । ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ...
Read more୩୩% ନାରୀ ଶକ୍ତିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦର ପାରିତ ହୋଇ ନ ପାରିବା ଓ ଏହାକୁ ନେଇ ବିରୋଧୀଙ୍କ ଭୂମିକାକୁ ସମାଲୋଚନା କରିଛନ୍ତ୍ରି ଅପରାଜିତା । ଆଜି...
Read moreCopyright © 2023.